ଲାଲୁଙ୍କ ଘରେ ଝଗଡା, ବଡ ପୁଅ ଦେଲେ ଏଭଳି ଯାହାକୁ ନେଇ ରାଜନୀତି ହଟଚମଟ
ପାଟନା: ତୀବ୍ର ହେବାରେ ଲାଗିଛି ଆରଜେଡି ସୁପ୍ରିମୋ ଲାଲୁଙ୍କ ପରିବାରରେ ଝଗଡା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ସୋମବାର ରାତିରେ ହଠାତ୍ ଆରଜେଡିରୁ ଇସ୍ତଫା…
ଅଫିସର ରାଜର କୁପରିଣାମ ଭୋଗୁଛି ବି.ଏମ୍.ସି , ଅଡୁଆରେ ଜନପ୍ରତିନିଧି
ଭୁବନେଶ୍ୱର -: ତିନି ବର୍ଷ ଧରି ବିଏମ୍ସିରେ ଚାଲିଥିବା ଅଫିସର ରାଜ୍ର ଅନ୍ତ ହେବା ପରେ ଗତ ୯ ତାରିଖ ଠାରୁ ନବ ନିର୍ବାଚିତ ଜନ ପ୍ରତିନିଧିମାନେ ଶାସନ ଡୋର ନିଜ ହାତକୁ ନେଇଛନ୍ତି । ବର୍ଷ ବର୍ଷ ଧରି ନଗର…
ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ ଓ ସମ୍ମାନିତ ହିନ୍ଦୁ ଆମର ଲକ୍ଷ୍ୟ, ମେ’୨୬ରୁ ଦେଶରେ ଆରମ୍ଭ ହେବ ହିନ୍ଦୁ ରୋଜଗାର ଯୋଜନା
ସୋନପୁର -: ହିନ୍ଦୁ ସବୁଠୁ ଆଗରେ ରହୁ । ଏହା ଆମର ଲକ୍ଷ୍ୟ ବୋଲି ଶନିବାର ସୋନପୁର ସର୍କିଟହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗାଡ଼ିଆ । ସେହିପରି…
ଆମେରିକାକୁ ଋୁଷର ସିଧାସଳଖ ଧମକ …
ୱାସିଂଟନ -: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଥିବାରୁ ଆମେରିକାକୁ ଧମକାଇଛି ରୁଷ । ଆମେରିକାର ଏହି କାର୍ଯ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ରୁଷ କହିଛି । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆମେରିକାରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ…
ଆଉହେବ ନାହିଁ ବିଦ୍ୟୁତକାଟ୍ , ଏମିତି ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର -: ରାଜ୍ୟବ୍ୟାପୀ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଜି ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ବିଦ୍ୟୁତ ଯୋଗାଣକୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ…
ତାଣ୍ଡବ ରଚିଲା କାଳବୈଶାଖୀ, ପାନବରଜ ଓ ଧାନ ଫସଲ ନଷ୍ଟ
ବାଲେଶ୍ୱର/ ଭୋଗରାଇ -: ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବହୁ ଲୋକଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ଆଉ କେତେକଙ୍କ ପାନବରଜ ମାଟିରେ ମିଶିଯାଇଛି । ପବନ ଓ କୁଆପଥର ମାଡ଼ରେ…
ଆନ୍ଧ୍ର ଦଲାଲଙ୍କ କବଜାରେ କଳାହାଣ୍ଡିର ପିଆଜ ଚାଷୀ, ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ
କଳାହାଣ୍ଡି /ଭବାନୀପାଟଣା -: ଏବେ ପିଆଜ ଅମଳ ଋତୁ । ସରକାରୀ ସ୍ତରରେ ବିକ୍ରି ବ୍ୟବସ୍ଥା ନଥିବାରୁ କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଯୋଗୁଁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଛତିଶଗଡ଼ୀ ବେପାରୀଙ୍କ କବ୍ଜାରେ ପିଆଜ ବିକ୍ରି ବ୍ୟବସ୍ଥା…
ସାରସ୍ୱତ ସାଧିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ, ସତୀଚୈାରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
କଟକ -: ପ୍ରଥିତଯଶା ସାରସ୍ୱତ ସାଧିକା, ପ୍ରାଧ୍ୟାପିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି(ବୀଣା ଅପା) ଆଉ ନାହାନ୍ତି । ରବିବାର ରାତି ୯ଟାରେ ବାଦାମବାଡ଼ି ଗ୍ଲାସ୍ ହାଉସ୍ ଲେନ୍ସ୍ଥିତ ଭାଇ ସଚ୍ଚିଦାନନ୍ଦ ମହାନ୍ତିଙ୍କ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୮୬ବର୍ଷ…
