ଏମସିଏଲର କଳାଜହର କନିକା ନାଳକୁ କରୁଛି ବିଷାକ୍ତ, ତୁରନ୍ତ ଦୃଷ୍ଟି ନଦେଲେ ସ୍ଥିତି ଭୟଙ୍କର ହେବ !

ସୁନ୍ଦରଗଡ଼ -: ହେମଗିର ବ୍ଲକ୍ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍‌ସିଏଲ୍‌) ଯୋଗୁ ଅଭିଶାପ ପାଲଟିଛି । ଏମ୍‌ସିଏଲ୍ କୋଇଲା ସାଇଡିଂର ସବୁ କୋଇଲା…

ନର୍କ ଯନ୍ତ୍ରଣା ଠୁ ବି ବଳି ପଡୁଛି, ବାଜିରେ ଲାଗୁଛି ମହିଳାଙ୍କ ଜୀବନ

ରାଜନଗର -: ଡ଼ହଡହ ଖରାରେ ଅଢେଇ କିଲୋମିଟର ଚାଲି ଚାଲି ଗଲେ ମିଳୁଛି ପିଇବା ପାଣି । ଖରାର ପ୍ରକୋପ ଦୃଷ୍ଟିରୁ ଗାଁର ମହିଳା ଓ ପିଲାମାନେ ବାଟ କମ୍ କରିବା ପାଇଁ ବାଧ୍ୟ ହୋଇ ଭିତରକନିକା ଜଙ୍ଗଲ ଭିତରେ ପଶି…

ଟ୍ୱିଟର ଗାର୍ଲ୍ ଦୀପା ବରଗଡ଼ର ଏକ ଉଜ୍ଜ୍ୱଳ ତାରକା

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ଝିଅ ଚାରୁବାଲା ବାରିକ, ଡାକ ନାଁ ଦୀପା ବର୍ତ୍ତମାନ ତାଙ୍କୁ ସମସ୍ତେ “ଟ୍ୱିଟର ଗାର୍ଲ” ବୋଲି ଜାଣନ୍ତି। ସାମାଜିକ ଗଣମାଧ୍ୟମ ଟ୍ଵିଟର ବ୍ୟବହାର କରି ସେ ଓଡ଼ିଶାର କୋଣ…

ନିଆରା ଢଙ୍ଗରେ ବିଶ୍ୱ ଶ୍ରମିକ ଦିବସ ପାଳିଲେ ସରପଞ୍ଚ ଅର୍ପିତା

ବରଗଡ଼/ପଦ୍ମପୁର -: ଆଜି ସମଗ୍ର ଭାରତ ବର୍ଷ ରେ ବିଶ୍ୱଶ୍ରମିକ ଦିବସ ପାଳନ କରାଯାଉଥିବାବେଳେ,ଏକ ନିଆରା ଢଙ୍ଗରେ ଶ୍ରମିକ ଦିବସ ପାଳନ କରିଥାନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଳକ ଅଧିନସ୍ଥ କଟାବାହାଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଅର୍ପିତା ପଣ୍ଡା ।…

 ଦାନା ବାନ୍ଧୁଛି ବାତ୍ୟା ! ଓଡିଶା ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍

ନୂଆଦିଲ୍ଲୀ -:  ଦାନା ବାନ୍ଧୁଛି ବାତ୍ୟା । ସ୍ଥିତି ବି ଅନୁକୂଳ । ଯଦି  ପ୍ରାକ୍‌ ଆକଳନ ଠିକ୍‌ ହୁଏ, ତେବେ ଆସନ୍ତା ମେ’ ୧୦ ତାରିଖବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା…

ମୁଁ ସମସ୍ତଙ୍କଠାରୁ ସଚ୍ଚୋଟ ଏବଂ ଦୁର୍ନୀତିମୁକ୍ତ : କେଜ୍ରିୱାଲ, ବିଜେପି ଭୟଭିତ କି ସେଥିପାଇଁ ନେଲା ଏଭଳି ନିଷ୍ପତ୍ତି ?

ନୂଆଦିଲ୍ଲୀ -: ପଞ୍ଜାବରେ ସରକାର ଗଠନ କରିବାରେ ସଫଳ ହେବା ପରେ ଏବେ ଗୁଜୁରାଟ ଉପରେ ନଜର ପକାଇଛନ୍ତି ଆମ ଆଦମୀ ପାର୍ଟି(ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ବିଜେପି ବିରୋଧୀ ମନ୍ତବ୍ୟ ଦେଇ…

ବରଗଡରେ ଟାଟା ପାୱାରର ଦାଦାଗିରି, ଆଗକୁ ହୋଇପାରେ ଭୟଙ୍କର ଅନ୍ଦୋଳନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: କଥାରେ ଅଛି-ମୋତେ ଯେତେ ମାଠିବୁ ମାଠ୍‌….. ମୁଁ ସେଇ ଦରପୋଡା କାଠ୍ । ଏହି ଉକ୍ତିଟି ଠିକ ପ୍ରମାଣିତ ହେଉଛି ସ୍ଥାନୀୟ ଅଞ୍ଚଳରେ । ଟାଟା ପାୱାରର ମନମାନୀ ଅତି ଅସହ୍ୟ ହେଲାଣି । ରାଜ୍ୟ ସରକାର ଟାଟା…

ସବୁଦିନ ପାଇଁ ନିରବୀ ଗଲା ପୁଷ୍ପାଞ୍ଜଳୀଙ୍କ ପ୍ରେରଣାର ସ୍ୱର

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ସକାଳ ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀ ନାରୀଙ୍କ କ୍ଷେତ୍ରରେ ନିଆରା । ଏମିତି ଜଣେ ମହିଳା ଥିଲେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୧୦ ରେ,ଯିଏ…

ଆଜି ଶ୍ରମିକ ଦିବସ, ଶ୍ରମିକ ଦୁର୍ଦ୍ଦଶା କହିଲେ ନସରେ : ରୋଜରାର ନାହିଁ କି ସର୍ବନିମ୍ମ ସୁବିଧା ନାହିଁ

ଭୁବନେଶ୍ବର -: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ।…

ସିନାପାଲି କେନ୍ଦୁଲିପ୍ ରେଞ୍ଜ ଅଧିନସ୍ଥ ବିଭିନ୍ନ ଫଡ଼ିରେ ଆରମ୍ଭ ହୋଇଛି କେନ୍ଦୁପତ୍ର ସଂଗ୍ରହ

ନୂଆପଡା -: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ୍ ହାତିବନ୍ଧା, କୋକପଦର, ଭରୁଆମୁଣ୍ଡା, ନଙ୍ଗଲବୋଡ, ନୁଆମାଲ ପଡ଼ା, ଘାଟମାଲ, ସମେତ ବିଭିନ୍ନ ଫଡିରେ ସପ୍ତାହେ ହେଲା କେନ୍ଦୁପତ୍ର ତୋଳା ଆରମ୍ଭ ହୋଇଛି। ପ୍ରତ୍ୟେକ ଫଡି ଥିବା ଗାଁ ରେ ପତ୍ର କିଣୁଥିବା ଦେଖିବାକୁ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓