ବଡଭାଇର ପରିବାରର ସଫା କରିଦେଲା ସାନଭାଇ, ଗୋଟିଏ ଜୁଇରେ ଭାଇ ଭାଉଜ ପୁତୁରା ଝିଆରୀ

କଟକ -: ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ହୋଇଥିବା ନାରକୀୟ ହତ୍ୟାକାଣ୍ଡ ପୂରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପାରିବାରିକ କଳହ ହେତୁ ବଡ଼ଭାଇର ପୂରା ପରିବାରକୁ ନିଶ୍ଚିହ୍ନ କରିଦେଇଛି ସାନଭାଇ । କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ…

ଗଡ଼ଭାଟି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -:ପଦ୍ମପୁର ଅଧିନସ୍ଥ ଗଡଭାଟି ଗ୍ରାମରେ ତିନି ଧରି ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହୋଇଥିଲା । ପ୍ରଥମ ଦିବସ ରେ କଳସ ଯାତ୍ରା ସହ ପ୍ରଭୁ ଶ୍ରୀରାମଙ୍କୁ ନବ ବସ୍ତ୍ର ଧାରଣ କରାଯାଇ ରାମ ନବମୀ ପାଳନ କରାଯାଇଥିଲା…

ଅଙ୍ଗନବାଡ଼ି କେନ୍ଦ୍ରର ପରିତ୍ୟକ୍ତ ଅବସ୍ଥାକୁ ସଫେଇ କଲେ ସ୍ଥାନୀୟ ଲୋକେ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତର ଝରାପାଲି, କ୍ରାନ୍ତିପଡାର କରୋନା ମହାମାରୀ ପାଇଁ ଅଂଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଥିଲା। ଏବେ ଅଂଗନବାଡି କେନ୍ଦ୍ର ଖୋଲିଲାଣି । କେନ୍ଦ୍ର ଗୁଡିକ ଅଲିଆ, ଆବର୍ଜନାରେ ପରିପୂର୍ଣ୍ଣରେ ରହିଥିଲା।…

ମମତାଙ୍କୁ କଟାକ୍ଷ କରି ସମାଲୋଚନା କଲେ ନିର୍ଭୟାଙ୍କ ମା’ …

କୋଲକାତା -: ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ…

ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି, ବି.ଏମ୍‌.ସିକୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର -: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି…

ବିଧାନସଭା ଆଗରେ ବିଭତ୍ସ ହତ୍ୟାକାଣ୍ଡ, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ଭୁବନେଶ୍ୱର(ପ୍ରଭାତ କୁମାର ମଲ୍ଲିକ) -: ରାଜଧାନୀର ସବୁଠୁ ହାଇସିକ୍ୟୁରିଟି ଅଞ୍ଚଳ ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୁଲିସ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି । ଉଭୟଙ୍କୁ ଖାରବେଳନଗର ଥାନା ପୁଲିସ ପଚରାଉଚରା ଜାରି ରଖିଥିବା ଜଣାଯାଇଛି…

ତୁମ ସ୍ତ୍ରୀକୁ ରାତିକ ପାଇଁ ପଠାଇଦିଅ କାମ ହେଇଯିବ, ଶକ୍ତି ବିଭାଗର ନୂଆ ଫଣ୍ଡା

ଉତ୍ତରପ୍ରଦେଶ -: ଉତ୍ତରପ୍ରଦେଶ ଶକ୍ତି ବିଭାଗର ଗୋକୁଲ ପ୍ରସାଦ ନାମକ ଜଣେ ୪୫ ବର୍ଷୀୟ ଲାଇନମ୍ୟାନ ଉପରିସ୍ଥ ଅଧିକାରୀଙ୍କ ଅନୈତିକ ଆଦେଶକୁ ନେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଅଭିଯୁକ୍ତ ଜୁନିୟର ଇଂଜିନିୟରଙ୍କ କାର୍ଯ୍ୟାଳୟ ଆଗରେ ନିଜ ଦେହରେ…

ମେଡିକାଲ କଲେଜ ସଂଖ୍ୟା ବଢୁଛି , ରୋଗୀଙ୍କୁ ମିଳୁନି ଚିକିତ୍ସା

ବାଲେଶ୍ୱର -: ସରକାର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ଗଢ଼ି ଉଠୁଛି । ତା ପରେବି ଅବ୍ୟବସ୍ଥା ସୁଧୁରୁନି । ସ୍ଥଳ ବିଶେଷରେ…

ଗୋଲାପ ଫୁଲ ଦେଲା ପ୍ରଭାତଙ୍କୁ ପରିଚୟ, ଏବେ ସମସସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

କେନ୍ଦୁଝର -: ଫୁଲ ଚାଷ କରି ଜଣେ ଚାଷୀ ଲକ୍ଷପତି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେନ୍ଦୁଝର ସଦର ବ୍ଲକ୍ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମର ଭରତ ଚନ୍ଦ୍ର ନାୟକ ଜଣେ ଚାଷୀ ହୋଇଥିବା ବେଳେ ପ୍ରତିବର୍ଷ ପାରମ୍ପରିକ…

କୋମାରେ ଗଣଶିକ୍ଷା ବିିଭାଗ, ଗାଁ ଲୋକେ ଚାନ୍ଦା କରି ନିଯୁକ୍ତି କଲେ ଶିକ୍ଷକ

ଗଞ୍ଜାମ -: ସମଗ୍ରଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ସ୍ମାର୍ଟସ୍କୁଲ୍ ପରିକଳ୍ପନା ଓ ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ସରକାର କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଚକିତ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓