ଯୌତୁକ ନିଆଁରେ ଗର୍ଭବତୀ ମହିଳା , ଫେରାର ଶାଶୁଘର ଲୋକେ
ବଲାଙ୍ଗିର -: ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ାର ଗାଁରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ମହିଳା ୨୧ ବର୍ଷୀୟ ପୁଷ୍ପାଞ୍ଜଳି ପ୍ରଧାନ । ଆଜି ତାଙ୍କର ସାଦ ଖିଆ ଥିଲା । ତାଙ୍କର ଅଚାନକ ମୃତ୍ୟୁ ଘଟିବା…
ବାଲେଶ୍ୱରରେ ହାତୀ ଉପଦ୍ରବ, ଉତ୍ତେଜନା ବୃଦ୍ଧି
ବାଲେଶ୍ୱର -: ଥମୁନି ହାତୀ ଉପଦ୍ରବ କି ମିଳୁନି ଲୋକଙ୍କୁ ଆଶ୍ୱସ୍ତି । ଜନବସତି ମୁହାଁ ହେଉଛନ୍ତି ହାତୀପଲ । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ବନ ବିଭାଗ ଅଧିନ ଜୁଣିଆ ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।…
ଅନାସ୍ଥା ଭୋଟରେ ହାରିଲେ ଗିରଫ ହେବେ ଇମ୍ରାନ ଖାଁ
ଇସ୍ଲାମାବାଦ -: ଯଦି ସଂସଦରେ ଆଗତ ଅନାସ୍ଥା ଭୋଟ୍ରେ ହାରି ଯାଆନ୍ତି ତେବେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ପଡ଼ିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗିରଫ ହୋଇପାରନ୍ତି ବୋଲି ଆଜି ଗୃହମନ୍ତ୍ରୀ ଶେଖ୍ ରଶିଦ୍ କହିଛନ୍ତି ।ଗଣମାଧ୍ୟମକୁ ମନ୍ତ୍ରୀ ଶେଖ୍ ରଶିଦ୍…
ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପି ଦଳର ବିଧାୟକ, କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା
ଦିଲ୍ଲୀ / ଭୁବନେଶ୍ୱର -: ପଞ୍ଚାୟତ ଓ ପୈାର ନିର୍ବାଚନରେ ବିଜେପିର ଶୋଚନୀୟ ପ୍ରଦର୍ଶନ ପରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ନେତୃତ୍ୱଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଠିକ୍ ଏହାପରେ ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ବରିଷ୍ଠ…
ଏପ୍ରିଲ ୩ ରବିବାର ରାଶିଫଳ, ଆଜିର ଦିନ ଅଧିକାଂଶ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳ ଆଣିବ
ଜ୍ୟୋର୍ତିବିଦ୍ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦ ଏପ୍ରିଲ ୩ ତାରିଖ ରବିବାର ୨୦୨୨, ମୀନ ୨୦ଦିନ, ଚୈତ୍ର ଶୁକ୍ଳପକ୍ଷ ଦ୍ୱିତୀୟା ଦି.ପ. ୧୨.୪୨ମି, ମେଷଚନ୍ଦ୍ର ଅହୋରାତ୍ର, ଅଶ୍ୱିନୀ ନକ୍ଷତ୍ର ଦି.୧.୧୬ମି. ଆଜିର ପର୍ବପର୍ବାଣୀ – ମତ୍ସ୍ୟାବତାର ଜୟନ୍ତି…
ସରପଞ୍ଚ ୟୁନିୟନର ସଭାପତି ଭାବରେ ନିର୍ବାଚିତ ହେଲେ ନୂଆପଡ଼ା ସଦରର ପ୍ରେମଲାଲ
ନୂଆପଡ଼ା(ଡେନିସ ରାଏ )-: ଆଜି ନୂଆପଡ଼ର ୩୧ ଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ନେଇ ସରପଞ୍ଚ ସଂଗଠନର ସଭାପତି ପଦବୀ ସକାଶେ ନିର୍ବାଚନ ହୋଇଥିବାବେଳେ, ନୂଆପଡ଼ା ବ୍ଳକରେ ଯାଉଥିବା ଭଏସାଟାଲର ସରପଞ୍ଚ ଶ୍ରୀମାନ ପ୍ରେମଲାଲ ନାଏକ ନିର୍ଦ୍ବନ୍ଦ୍ବରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି…
