ଆଠଗଡରେ ନିର୍ବାଚନ ପରବତ୍ତୀ ହିଂସା, ଗାଡିଚଢାଇ ମାରିଦେବାକୁ ଉଦ୍ୟମ
ଆଠଗଡ଼ -: ଗାଡ଼ି ଚଢ଼ାଇ କଟକ ଜିଲ୍ଲା ଆଠଗଡ଼ ଏନ୍ଏସିର ବିଜେପି ନଗରପାଳ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଇଲାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେ…
ଭୟଙ୍କର ବସ ଦୁର୍ଘଟଣା, ୧୦୦ଫୁଟ୍ ତଳ ଖସିଲାବସ, ୮ମୃତ ୧୦୦ ଆହତ
ତିରୁପତି -: ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଗତ ରାତିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୪୦ ଜଣ ଆହତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି…
ମାର୍ଚ୍ଚ ୨୮ ସୋମବାର ରାଶିଫଳ – ଏହି ରାଶିଧାରୀଙ୍କ ଭାଗ୍ୟରେ ସରକାରୀ ଧନ ପ୍ରାପ୍ତି ହେବ
ମେଷ : ପରୋପକାରରେ ସର୍ବଦା ତତ୍ପର ରହିବେ । ଦେବତୁଲ୍ୟ ପୂଜ୍ୟ ହେବେ । ଭାଗ୍ୟବାନ୍ ହେବେ । ଶତ୍ରୁ ବିଜୟୀ ହୋଇପାରନ୍ତି । ଚତୁର ହେବେ । ଜନବଲ୍ଲଭ ହେବେ । ଆର୍ôଥକ ସ୍ଥିତି ଦୃଢ଼ ରହିବ । ବୃଷ…
ଦୁଇ ଦିନିଆ ଭାରତ ବନ୍ଦ, ସୋମବାର ଓ ମଙ୍ଗଳବାର
ନୂଆଦିଲ୍ଲୀ -: କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ…
ଡାକିନେଇ ଯବାନଙ୍କୁ ହତ୍ୟା କଲେ ନକ୍ସଲ
ମାଲକାନଗିରି -: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ମିଳିଥିବା ସୂଚନା ଅନୁଯାୟୀ କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା।…
ରାଜ୍ୟସ୍ତରୀୟ ଜୁନିଅର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦଯାପିତ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଜୟଦୁର୍ଗା ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ୨୭ ତମ ରାଜ୍ୟସ୍ତରୀୟ ଜୁନିଅର ବାଳକ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦ୍ ଯାପିତ ହୋଇଯାଇଛି । ରାଜ୍ୟ ହ୍ୟାଣ୍ଡବଲ୍ ଆଡ଼ହକ୍ କମିଟି…
ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବାଇଡେନଙ୍କୁ ଆକ୍ରମଣ କଲେ ଟ୍ରମ୍ପ …!
ୱାସିଂଟନ -: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ସେ ବର୍ତ୍ତମାନ ରାଷ୍ଟ୍ରପତି ଥାଆନ୍ତେ, ତେବେ ଭ୍ଲାଦିମିର ପୁଟିନଙ୍କୁ ପରମାଣୁ ଯୁଦ୍ଧର ଧମକ ଦେଇଥାନ୍ତେ । ଟ୍ରମ୍ପ କହିଛନ୍ତି, “ମୁଁ ଶୁଣିଛି ଯେ ପୁଟିନ…
ଅଜଗର ମୁହଁରୁ ହରିଣକୁ ଉଦ୍ଧାର କରିବାକୁ ଯାଇଥିବା ଯୁବକର ଅବସ୍ଥା କଣ ହେଲା ଦେଖନ୍ତୁ(video)
ନୂଆଦିଲ୍ଲୀ -: ଅଜଗର ସାପ ଏମିତି ଏକ ଜନ୍ତୁ ଯିଏକି ନିଜଠାରୁ ବଡ଼ ପ୍ରାଣୀକୁ ବି ସହଜର ଗିଳି ଦେଇଥାଏ । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଏକ ଅଜଗର ହରିଣକୁ ଜିଅନ୍ତା…
