୮ ବର୍ଷୀୟା ନାବାଳିକାର କଟାମୁଣ୍ଡକୁ ହାତରେ ଧରି ଗାଆଁରେ ବୁଲୁଥିଲା ଅଭିଯୁକ୍ତ, ଉଠାଇ ନେଲା ପୁଲିସ
କୁଚିଣ୍ଡା -: ମଣିଷ ଆଜି ବିବେକହିନ ଅସାମାଜିକ ପାଲଟିବା ପଛରେ କିଏ ? କାହିଁକି ୮ବର୍ଷର ନାବାଳିକାର ଜିବନ ଗଲା…କଣ କରିଥିଲା ଏହି ନିଷ୍ପାପ ଝିଅଟି ? ଜବାବ ନିଶ୍ଚୟ ଆପଣ ମାନେ କମେଣ୍ଟ ମଧ୍ୟମରେ ଦେବେ । ଏଭଳି ଅଭାବନୀୟ…
ଶର୍ମିଷ୍ଠାଙ୍କ ନିଷ୍ଠୁରତାର ବାସ୍ତବତା, ନା ସମାଜ ସେବା ବାସ୍ତବତା ଠାରୁ ବହୁ ଦୁରରେ…
ଯାଜପୁର/କାଳିଆପାଣି -: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଶର୍ମିଷ୍ଠା ରାଉତ ନିଜକୁ ପ୍ରତିଷ୍ଠିତ ସାମ୍ବାଦିକ ଓ ସମାଜସେବୀ ଭାବେ ଉପସ୍ଥାପନ କରି ଆସୁଥିଲେ । ଏବେ ଓଡ଼ିଶା ପୁଲିସ ପାଇଁ ମୋଷ୍ଟ୍ ୱାଣ୍ଟଡ୍ ଥିବା…
୩ଛୁଆଙ୍କୁ ଛାଡି ଫେରାର ହେଲେ ବିିବାହିତ ମହିଳା …
ବାଙ୍ଗିରିପୋଷି -: ପ୍ରେମ ପାଇଁ ବିବାହିତା ମହିଳା ଘର ପରିବାର ଛାଡ଼ି ପଳାଇବା ଘଟଣା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ବଢ଼ିଚାଲିଛି । ଗତ ୩ ମାସ ଏହି ଧରଣର ୬ରୁ ଅଧିକ ମାମଲା ଥାନାରେ ପହଞ୍ଚିଛି । ଏଥର ଜଣେ ମହିଳା…
ପ୍ରଜାକୋର୍ଟରେ ହାଜର ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ, ନହେଲେ ମୃତ୍ୟଦଣ୍ଡ
ନବରଙ୍ଗପୁର/ରାଇଘର -: କିଛିଦିନ ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍ରେ ନକ୍ସଲମାନେ ସକ୍ରିୟ ହୋଇଉଠିଛନ୍ତି । ବ୍ୟାର୍ନ ଲଗାଇବା ସହିତ ପ୍ରଜାକୋର୍ଟରେ ହାଜର ହେବାପାଇଁ ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଅଧିକାରୀ ଓ ଜଣେ କିରାଣିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ହେଲେ ଜାଡେଜା, ପଦ ଛାଡିଲେ ଧୋନି …
ଚେନ୍ନାଇ -: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଆଇପିଏଲ୍ ଦଳର ଅଧିନାୟକ ପଦରୁ ଗୁରୁବାର ମହେନ୍ଦ୍ର ସିଂହ ଧୋନି ଇସ୍ତଫା ଦେଇଛନ୍ତି । ଆଇପିଏଲ୍ ଆରମ୍ଭ ପରଠାରୁ ସିଏସ୍କେ ଅଧିନାୟକ ପଦ ମଣ୍ଡନ କରିଆସିଥିବା ଧୋନି ପଦ ଛାଡ଼ିବା…
ପାରାଦୀପ ବନ୍ଦରକୁ ବିଜୁବାବୁଙ୍କ ନାଁରେ କରିବା ପାଇଁ ସଂସଦରେ ଦାବିକଲେ ସାଂସଦ ଅନୁଭବ
ନୂଆଦିଲ୍ଲୀ -: ପାରାଦୀପ ବନ୍ଦରକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଲୋକସଭାରେ ଦାବି ହୋଇଛି । ଏହି ଦାବି କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି । ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ…
ନୟାଗଡ ମିଶନ ଶକ୍ତି ଅର୍ଥ ହଡପ ଘଟଣାରେ ନିଆଗଲା ଏଭଳି ପଦକ୍ଷେପ, ସମସ୍ତଙ୍କ ମୁହଁରେ ସାବାସ ସରକାର
ନୟାଗଡ଼ -: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ପଞ୍ଚାୟତରେ ମିସନ ଶକ୍ତି ଗୃହ ନିର୍ମାଣ ନ କରି ୪ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜନେତାଙ୍କ ହାତବାରିସି…
ପୁରା ସିନେମା ହଲ ବୁକ୍ କଲେ ପାକିସ୍ତାନୀ ଅଭିନେତା, ‘ଗଙ୍ଗୁବାଇ କାଠିଆବାଡ଼ି’ରେ କଣ ଏମିତି ଅଛି …
ମୁମ୍ବାଇ -: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗାଙ୍ଗୁବାଇ କାଠିଆବାଡ଼ି’ ସୁପରହିଟ ସାବ୍ୟସ୍ତ ହୋଇଛି । ପରଦାରେ ମୁମ୍ବାଇର ମାଫିଆ ରାଣୀ ଭୂମିକାରେ ଅଭିନୟ କରି ଆଲିଆ ଅଭିନୟରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି । ଆଲିଆଙ୍କ ଅଭିନୟ ଦର୍ଶକଙ୍କୁ…
ଧଉଳି-କଳିଙ୍ଗ ମହୋତ୍ସବ: ରଣକ୍ଷେତ୍ର ପାଲଟିଲା କଳାମଣ୍ଡପ …
ଭୁବନେଶ୍ୱର -: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଶାନ୍ତିସ୍ତୂପ ପାଦଦେଶରେ ଦୀର୍ଘ ୩ଦିନ ଧରି ଚାଲିଥିବା ୧୮ତମ ଧଉଳି- କଳିଙ୍ଗ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ସାଂସ୍କୃତିକ ଶାସ୍ତ୍ରୀୟ ସଂଧ୍ୟାର…
