ଗୋରେଖନାଥଙ୍କ ପୀଠରେ କୁଞ୍ଜଙ୍ଗ ସିଟି ସ୍କୁଲ ର 1981ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: କୁଞ୍ଜଙ୍ଗ ସିଟି ସ୍କୁଲର 1981ମସିହା ବ୍ୟାଚର ସିଟି ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗୋରେଖନାଥ ପୀଠରେ ଅନୁଷ୍ଠିତ ହୋଇଯାଇଛ । ଦୀର୍ଘ 42ବର୍ଷ ତଳେ ସାଙ୍ଗହୋଇ ପାଠ ପଢ଼ୁଥିବା ଓ…

ପୁଣି ଥରେ ଲଢେଇ ମଇଦାନରେ ଭାରତ-ପାକ୍‌, ଆସନ୍ତୁ ଜାଣିବା କେବେଠାରୁ କେଉଁଠି ହେବ ଏସିଆ କପ୍‌…

ପ୍ରମୁଖ ଚଚ୍ଚ୍‌ର୍ିତ ଦୁଇ ଦେଶ ପୁଣି କ୍ରକେଟ ମହାକୁମ୍ଭରେ ଲଢେଇ ମଇଦାନରେ ମୁହାଁମୁହିଁ ହେବେ । ତେବେ କେଉଁ କେଉଁ ଦେଶ ଏହି ଏସିଆ ମ୍ୟାଚରେ ଭାଗ ନେଉଛନ୍ତି ଆସନ୍ତୁ ଜାଣିବା ଚଳିତ ବର୍ଷ ଟି-୨୦ ଫର୍ମାଟରେ ଏସିଆ କପ୍ ଆୟୋଜିତ…

ଭାଇଚାରାର ପର୍ବ ହୋଲିରେ ନବନିର୍ବାଚିତ ସରପଞ୍ଚ

ବାଲିଆପାଳ(ପ୍ରଭାକର ମଲ୍ଲିକ) – ରଙ୍ଗର ପର୍ବ ହୋଲି, ଭାଇଚାରାର ପର୍ବ ହୋଲି।ଏହି ହୋଲିପର୍ବ ସାରା ଓଡ଼ିଶାରେ ଧୁମଧାମରେ ପାଳନ ହେଉଥିଲା ବେଳେ ଗତ ଦୁଇବର୍ଷ କରୋନାର କଟକଣା ରଙ୍ଗର ପର୍ବ ହୋଲିକୁ ଫିକା ପକାଇ ଥିବାବେଳେ ଚଳିତ ବର୍ଷ କିନ୍ତୁ କଟକଣା…

ସୁଶାନ୍ତ ସିଂଙ୍କ ବଳିଷ୍ଠ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କଲେ ଶତାଧିକ ବିଜେପି କର୍ମୀ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଚଳିତ ପୌର ପରିଷଦ ନିର୍ବାଚନ ପୂର୍ବରୁ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ବିଜେଡ଼ି ଯୁବ ସଭାପତି ଶ୍ରୀ ସୁବାସ ଛୁରା,ବିଜେଡ଼ି ପୂର୍ବତନ ସଂପାଦକ ମଧୁସୂଦନ ଖମାରୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପି ଦଳକୁ ପରିତ୍ୟାଗ କରି ମାନ୍ୟବର…

ସ୍ୱାଧିନ ପ୍ରାର୍ଥୀ ଅଭିନବ ପ୍ରଚାର କରି ଜନତାଙ୍କ ମନ ଜିଣୁଛନ୍ତି

ସୁନ୍ଦରଗଡ଼ -: ନିର୍ବାଚନୀ ଖର୍ଚ୍ଚ ତୁଲାଇବାକୁ ସକ୍ଷମ ନଥିବା କାରଣରୁ ବିଜେପି ତାଙ୍କୁ ଟିକଟ ଦେଇ ନଥିବା ଅଭିଯୋଗ କରୁଥିବା ନିନିମା ଗାମୁଛା ପାତି ଲୋକଙ୍କୁ ଭୋଟ୍ ସହ ନୋଟ୍ ମାଗି ଏ ଲଢ଼େଇ ପୁଞ୍ଜିପତି ବନାମ ସାଧାରଣଜନତାଙ୍କ ବୋଲି ଲୋକଙ୍କୁ…

ରକ୍ତରେ ରଙ୍ଗ ଖେଳ

ଲେଖକ – ଜଗନ୍ନାଥ ଚୌଧୁରୀ ହଁ, ମୁଁ ରଙ୍ଗ ଖେଳ ଦେଖିଛିଏଇ ନିକଟ ଅତୀତରେ,ନିର୍ବାଚନ ସମୟରେଆମ ଗାଁ ଗହଳିରେ କ୍ଷକ୍ଷଏବେ ପୁଣି ଆରମ୍ଭ ହେଲାଣିସହର,ନଗର ଆଉ ବସ୍ତିରେ,ହାରିବାର ଭୟରେଅବା ବିଜୟର ଖୁସିରେ କ୍ଷକ୍ଷନିଇତି ରଙ୍ଗ ଖେଳ ହୁଏଲାଲ ରଙ୍ଗରେବୋଧେ ଅନ୍ୟ ରଙ୍ଗରଅଭାବ…

🩸🌾ଗାଁଟି ମୋର ପ୍ରଧିଆ ପାଲି 🌾🩸

ଲେଖକ – ନିଲେଶ କୁମାର ଭୋଇ (ବଲାଙ୍ଗୀର) ତୁଷୁରା ଛୋଟିଆ ଗାଁଟି ମୋର ନାମଅଟେ ପ୍ରଧିଆପାଲି,ଭୂଗୋଳ ପୃଷ୍ଠାରେ ଅତି ଶୀଘ୍ରଲିଭି ଯିବ ତା’ ନାମଟି ll ଗଡ଼ ଶଙ୍କର ଡୁଙ୍ଗୁରିପାଲି ପାଖେତାହା ଅବସ୍ଥିତ ଥିଲା,ପ୍ରାକୁତିକ ପରିବେଶେ ସବୁଜ,ଶ୍ୟାମଲା ଝଟତୁ ଥିଲା ll…

ଦୋଳ ପୁର୍ଣ୍ଣମୀରେ ଶ୍ରୀକୃଷ୍ଣଙ୍କ ଚାଚେରୀ ଲୀଳା କାହିଁକି ? ଆସନ୍ତୁ ଜାଣିବା

ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ‘ରୁଦ୍ରସୁଧାନିଧି’ ପରି, ଏହା ଏକ ପଦ୍ୟଧର୍ମୀ ଗଦ୍ୟ ରଚନା । ଷୋଡ଼ଶ ଶତାବ୍ଦୀର ବୈଷ୍ଣବ କବି ଶରଣ ଦାସଙ୍କର ଏକ ପ୍ରସିଦ୍ଧ ଗ୍ରନ୍ଥ ‘ଚାଚେରୀ ଲୀଳା’ । ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଦୋଳ ଉତ୍ସବର ସବିଶେଷ ବର୍ଣ୍ଣନା ଏହି…

ବାପ ହତ୍ୟାର ପ୍ରତିଶୋଧ ନେଲା ପୁଅ, ପୁରୀରେ ବିଗିଡିଗଲାଣି ଆଇନଶୃଙ୍ଖଳା ପରିସ୍ଥିତି

ପୁରୀ -: ପୁରୀରେ ବିଗୁଡିଛି ଆଇନଶୃଙ୍ଖଳା ପରିସ୍ଥିତି । ପୋଲିସ ଉପରେ ଭରସା ତୁଟିବାରେ ଲାଗିଲାଣି ଯାହା ଗୁନସିଂହାରୀ ଘଟଣାରେ ଦେଖିବାକୁ ମିଳିଛି । ଗୁନ ସିଂହାରୀଙ୍କ ଭାଇ ଓ ପୁଅ ହତ୍ୟାର ପ୍ରତିଶୋଧ ନେଇଥିବା ଜଣାଯାଇଛି ।ଗତକାଲି ବହୁଚର୍ଚ୍ଚିତ ଗୁନ…

କେମିତି କଟିବ ଆପଣଙ୍କ ଦିନ(ମାର୍ଚ୍ଚ ୧୯ ଶନିବାର), ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ : ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । ଭାଷା ଓ ବ୍ୟବହାର ମଧୁର ହେବ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ମିଳିବ ।…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓