କାହା ସ୍ୱାର୍ଥରେ ମୋ ସରକାର, ନା… କେବଳ କାଗଜକଲମରେ !
କୋକସରା -: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁବିଧାରେ ସରକାରୀ ସହାୟତା ଯୋଗଇବା ପାଇଁ ରାଜ୍ୟରେ ‘ମୋ ସରକାର’ ଯୋଜନା ଲାଗୁ କରିଛନ୍ତି । ବିଭିନ୍ନ ଅଭିଯୋଗ, ସମସ୍ୟା ନେଇ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଏହା କରାଯାଇଥିବା ବେଳେ…
ଚଳନ୍ତା ଗାଡ଼ିରୁ ଫିଲ୍ମ ଷ୍ଟାଇଲରେ ବାଇକ ଚାଳକ କରୁଛନ୍ତି ଲୁଟ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ -: ଚୋରି କରିବା ପାଇଁ ଆଜିକାଲି ଚୋରମାନେ ବିଭିନ୍ନ ତରିକା ଆପଣାଉଛନ୍ତି । ଏଭଳି ଅନେକ ଘଟଣା ପରଦା ପଛରେ ରହିଯାଉଛି । କିଛି କିଛି ରାସ୍ତାରେ ଯାଉଥରବା ଲୋକଙ୍କ କ୍ୟମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି ।…
ପ୍ରେମିକ ଦ୍ୱାରା ପ୍ରସ୍ତୁତ ରିଜ୍ୟୁମକୁ ଏଚଆରଙ୍କୁ ପଠାଇଲେ ଯୁବତୀ , ତା ପରେ ଏଭଳି ଅବସ୍ଥା …
ନୂଆଦିଲ୍ଲୀ -: ବିଶ୍ୱାସ ଧୋକା ପ୍ରତାରଣା ନା ମଜାକର ଏହି ଅବସ୍ଥା ପଢିଲେ ଭଲସେ ଜାଣିପାରିବେ । ରିଜ୍ୟୁମ୍ ଆଧାରରେ କମ୍ପାନିଗୁଡିକ ପ୍ରାର୍ଥୀ ଚୟନ କରିଥାଆନ୍ତି । ଚାକିରି ପାଇବା ପାଇଁ ପ୍ରତ୍ୟେକଟି ଲୋକ ଏଚଆରଙ୍କୁ ଭଲ ରିଜ୍ୟୁମ ପଠାଇ ଆକର୍ଷିତ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପାକ ସେନାଙ୍କ ଚେତାବନୀ, ଗାଦୀ ଛାଡ ନହେଲେ …
ଇସ୍ଲାମାବାଦ -: ଇମ୍ରାନ ସରକାର ବେଳା ଖରାପ ଚାଲିଛି । ସେ ଯେଉଁଠାକୁ ଯାଉଛନ୍ତି ସବୁଠି ନିରାଶ ହେବାକୁ ପଡୁଛି ହେଲେ ମୁହଁ ଫୁଟାଣି ଛାଡିନି । ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବହିଷ୍କାର…
ନୂତନ ପେନସନ ଯୋଜନା ବନାମ ପୁରୁଣା ପେନସନ ଯୋଜନା
ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଏନପିଏସ ଶିକ୍ଷକ ସଂଘର ଏକ ବୈଠକ ଡୋଲାମଣୀ ମାହାରଙ୍କ ସଭାପତିତ୍ବରେ ଟି.ଓ.ଇ.ପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ମହାଦେବ ବେହେରା,…
‘ଦି ଟାୱାର ଅଫ ସାଇଲେନ୍ସ’ – ‘ଦଖ୍ମା’ ପଛର ଗୁଢ ରହସ୍ୟ
ସମସ୍ତେ ଜାଣନ୍ତି ଏ ଧରାପୃଷ୍ଠରେ ଯିଏବି ଜନ୍ମଲାଭ କରିଛି ତାର ଦିନେ ନା ଦିନେ ମୃତ୍ୟୁ ହୋଇଥାଏ। ଜନ୍ମ ପରି ମୃତ୍ୟୁର ସତ୍ୟ। ଏହାକୁ କେହି ଟାଳିପାରି ନାହିଁ। ତେବେ ମୃତ୍ୟୁ ପରେ ମୃତ ଶରୀରର ଅନ୍ତିମ ସଂସ୍କାରକୁ ନେଇ ଭିନ୍ନ…
ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା -: ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ଜଗତର ପିତାମହ ଭୀଷ୍ମ, ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନା ଙ୍କ ର 67ବର୍ଷ ବୟସରେ ବିୟୋଗ ହୋଇଛି । ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ…
