ଓଲଟିଲା ଯାତ୍ରୀବାହୀ ବସ୍ :୧୭ ଆହତ ୨ ଗୁରୁତର
ରାଇରଙ୍ଗପୁରରରେ ଓଲଟିଲା ଯାତ୍ରୀବାହୀ ବସ୍ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ…
ଆଧାର ଓ ପାନ କାର୍ଡଧାରୀଙ୍କ ପାଇଁ ସତର୍କ ଘଣ୍ଟି ! AI ପ୍ରସ୍ତୁତ କରୁଛି ଜାଲ୍ ସରକାରୀ ପରିଚୟ ପତ୍ର
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ଦ୍ରୁତଗତିରେ ବଢ଼ୁଛି । ଆଉ AIର ବ୍ୟବହାର ସହ ବୃଦ୍ଧି ପାଉଛି ଭିନ୍ନ ଭିନ୍ନ ବିପଦ । ନିକଟରେ ଅନେକ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି, OpenAIର ChatGPT ସହାୟତାରେ ଲୋକ ଜାଲ୍ ଆଧାର, ପାନ କାର୍ଡ,…
ରାଫେଲକୁ ନେଇ ତାତ୍ସଲ୍ୟ କଲେ କଂଗ୍ରେସ ନେତା, ଧୋଇଲେ ସୁଧାଂଶୁ…
ଯୁଦ୍ଧ ବିମାନକୁ ଖେଳଣା କରି କଟାକ୍ଷ କଲେ ୟୁପି କଂଗ୍ରେସ ସଭାପତି । କଂଗ୍ରେସ ଓ INDI ମେଣ୍ଟ ଉପରେ ବର୍ଷିଲେ ସାଂସଦ ସୁଧାଂଶୁ ତ୍ରିବେଦୀ । କହିଲେ, କଂଗ୍ରେସ ମୁହଁରେ ପାକିସ୍ତାନୀ ନେତାଙ୍କ ଭାଷା । ସେନାର ମନୋବଳ ଉପରେ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ବିକଳାଙ୍ଗ ପରିବାର ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଂଚାୟତ ଅନ୍ତର୍ଗତ ଟେଲା ପାଲି ଗ୍ରାମର ଶିବାଜୀ ରଣା (୫୩)ଜନ୍ମରୁ ଅନ୍ଧ ହୋଇଥିବା ବେଳେ ସ୍ତ୍ରୀ ସୁନ୍ଦରୀ ରଣା (୪୭)ମଧ୍ୟ ମାନସିକ ବିକଳାଙ୍ଗ । ତାଙ୍କ ଗୋଟିଏ ବୋଲି ଝିଅ…
ପାକିସ୍ତାନ ବଡ଼ବଡ଼ କଥା କହୁଥିବାବେଳେ ଭାରତ କରିଲା ଆତଙ୍କବାଦୀଙ୍କ ମୂଳପୋଛ
ନୂଆଦିଲ୍ଲୀ: ଭାରତ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି। ଭାରତୀୟ ବାୟୁସେନାର ବିମାନ ପିଓକେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି। ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ଆତଙ୍କବାଦୀ ହାଫିଜ୍ ସଇଦ ଏବଂ ମାସୁଦ ଆଝାରଙ୍କ ଆଡ୍ଡା ଧ୍ୱଂସ…
ନିଜ ଜାଲରେ ଫସିଗଲା ପାକିସ୍ତାନ, ଜାତିସଂଘରେ କାମ କଲାନି ମିଛି ମିଛିକା ଡ୍ରାମା
ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ନିଜ ଜାଲରେ ନିଜେ ଫସିଗଲା ପାକିସ୍ତାନ । ଜାତିସଂଘରେ କାମ କଲାନି ପାକିସ୍ତାନ ମିଛି ମିଛିକା ଡ୍ରାମା । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତର ଆକ୍ସନ ପରେ ବୈଠକ ଡାକି ଅନ୍ୟ ଦେଶର ସାହାନୁଭୂତି ସାଉଁଟିବାକୁ…
ବସୁଧା ଯୋଜନାରେ ମାଲାମାଲ ଠିକାଦାର, ବେହାଲ ଗ୍ରାମବାସୀ
କନ୍ଧମାଳ (ସିମାଞ୍ଚଳ ସାହୁ ) -: ଗ୍ରୀଷ୍ମପ୍ରବାହ ଜାରି ରହିଛି। ନଦୀ ନାଳ ଓ ପୋଖରୀ ପାଣି ଶୁଖି ଯାଇଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଯାହାଫଳରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ପାନୀୟ ଜଳର ଅଭାବ ବଢ଼ିବାରେ…
ସମୁଦ୍ରରେ ଶତ୍ରୁକୁ ପ୍ରହାର କରିବାକୁ ପ୍ରସ୍ତୁତ ନୌସେନା: ମଝି ସମୁଦ୍ରରେ ଘାତକ ବୋମାର ପରୀକ୍ଷଣ, ଥରହର ହେଲାଣି ପାକିସ୍ତାନ
ନୂଆଦିଲ୍ଲୀ: ସାବଧାର ଶତ୍ରୁ ! ଏଥର ଜଳପଥରେ ବି ତ୍ରାହି ନାହିଁ । ପାଣିରେ ବୁଡି ବୁଡି ଆକ୍ରମଣ ପାଇଁ ଯେତେ ଚାଲାକି କଲେ ବି ଖୋଜି ଖୋଜି ଶତ୍ରୁଙ୍କୁ ସଂହାର କରିବ ଭାରତୀୟ ନୌସେନା । କାରଣ ଜଳପଥରେ ଆହୁରି…
ପାକିସ୍ତାନ ଉପରେ ପୁଣି ପ୍ରହାର: ଡ୍ୟାମ୍ ବନ୍ଦ କଲା ଭାରତ, ଶୁଖିଗଲା ଚେନାବ ନଦୀର ଜଳ… ପାଣି ପାଇବନି ପାକିସ୍ତାନ
ଶ୍ରୀନଗର -: ପୁଣି ପାକିସ୍ତାନ ଉପରେ ଭାରତର ପ୍ରହାର । ପାକିସ୍ତାନ ଉପରେ ୱାଟର ଷ୍ଟ୍ରାଇକ୍ କଲା ଭାରତ । ସିନ୍ଧୁ ପରେ ଏବେ ଚେନାବ ନଦୀର ଜଳ ବନ୍ଦ । ଜମ୍ମୁ କାଶ୍ମୀର ରାମବନ ଅଞ୍ଚଳରେ ଥିବା ବାଗ୍ଲିହର ଡ୍ୟାମର…
