କନ୍ଧମାଳ ରେ ଲଘୁ ବନଯାତ ଦ୍ରବ୍ୟ ର ବଜାରକରଣ କୁ ଗୁରୁତ୍ୱ ପାଇଁ ଆରମ୍ଭ ହେଲା ସର୍ବେକ୍ଷଣଫୁଲବାଣୀ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଏକ ପାହାଡ ଜଙ୍ଗଲ ଘେରା ଏବଂ ଜଙ୍ଗଲ ଜାତ ଦ୍ରବ୍ୟରେ ଭରା ଆଦିବାସି ଅଧ୍ୟୁସିତ ଅଞ୍ଚଳ । ଏଠାରେ ଆଦିବାସୀ ପରିବାର ମାନେ ଜଙ୍ଗଲ ଜାତ ବିଭିନ୍ନ ଦ୍ରବ୍ୟ ଯଥା- ମହୁଲ, ଟୋଲ, ଶାଳ ମଞି,…

ଓଡିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ

କନ୍ଧମାଳ -(ମୃତ୍ୟୁଞ୍ଜୟ ଦିଗାଲ)ଏପ୍ରିଲ ୦୧ ତାରିଖ ଉକ୍ରଳ ଦିବସ ଠାରୁ ରାଜ୍ୟ ସରକାର ଙ୍କ ଦ୍ୱାରା ଘୋଷଣା ହୋଇଥିବା ଓଡିଶା ପକ୍ଷ ପାଳନ ଅବସରରେ ଶ୍ରୀ ଅନ୍ନ ଅଭିଜାନ କାର୍ଯ୍ୟକ୍ରମ ସ୍ୱାତୀ ଟିକାବାଲି, ରାଇକିଆ ଓ ମା ଗୃହ ପ୍ରକଳ୍ପ ଙ୍କ…

ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର ବିଡ଼ିଓଙ୍କ ସହିତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଉପରେ ଆଲୋଚନା

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ): କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଳକ ବଇଡା ଗ୍ରାମର ଗୋଲକ ବିହାରୀ କହଁର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ନିର୍ବାଚିତ ହେଲା ପରେ ଶୁକ୍ରବାର ଦିନ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ଫୁଲବାଣୀ…

ଦରକାର ପଡିବନି AC, କାଶ୍ମୀର ପରି ଥଣ୍ଡା ଲାଗିବ ରୁମ ! ମାତ୍ର ୫୦୦ ଟଙ୍କାରେ ଛାତ ଉପରେ କରନ୍ତୁ ଏହି କାମ …

ଗରମ ଦିନ ପୂରା ରୁମକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି କି? ତେବେ ଅଳ୍ପ ଖର୍ଚ୍ଚରେ ଆପଣାନ୍ତୁ ଏହି ଟ୍ରିକ୍ସ…l ବର୍ତ୍ତମାନ ପ୍ରବଳ ଗରମ ଅନୂଭୁତ ହେଉଛି । ବିଜୁଳି ବିଲ ଅଧିକ ହୋଇଯିବା ଭୟରେ ଅଧେ ଲୋକ ଏସି ଚଲାଇବାକୁ ପଛଘୁଞ୍ଚା…

ଲୁଇସିଂ ପଞ୍ଚାୟତ ପାଣ ସମାଜ କଲ୍ୟାଣ କମିଟି ଗୃପ ତରଫରୁ ରାଇ ଗୁଡା ଗ୍ରାମ୍ୟ କମିଟିର ଅନୁଷ୍ଠିତ ହୋଇଯାଇଛି

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ପାଣ ସମାଜ କଲ୍ୟାଣ କମିଟି ଗୃପ୍ ତରଫରୁ ରାଇଗୁଡ଼ା ଗ୍ରାମ୍ୟ କମିଟି ଗୃପ୍ ରେ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଲୁଇସିଂ ପଞ୍ଚାୟତ ପାଣ…

ଫିରିଙ୍ଗିଆ ଗୋଚ୍ଛାପଡାରେ ଦନ୍ତାହାତୀ ଆତଙ୍କ, ହାତୀ ଘଉଡ଼ାଇବା ନାଁରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ ବନ୍ଦ ଦେଖାଦେଇଛି ତିବ୍ର ଅସନ୍ତୋଷ

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଅଞ୍ଚଳର ବଇଲିକିଆ ନିକଟ ପେନୁକେତା ଜଙ୍ଗଲରେ ଦନ୍ତାହାତୀ ବୁଲୁଛି। ଏହୁ ଦନ୍ତାହାତୀ ବୁଲୁଥିବା ଦେଖି ଅଂଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ହାତୀ କୌଣସି କ୍ଷୟକ୍ଷତି କରିଥିବା ଖବର ବର୍ତମାନ ପର୍ଯ୍ୟନ୍ତ…

ପାର୍କାଡି ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତସପନ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ପାର୍କାଡ଼ି ଗ୍ରାମରେ ୪ସାହିରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି।ଯାହା ଫଳରେ ଏହି ଗ୍ରାମର ଜନସାଧାରଣ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ରାଜ୍ୟ ଓ…

ଫିରିଙ୍ଗିଆ ପୁଲିସ ଦ୍ଵାରା କାର୍ ସହ ୩୦କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିବା ବେଳେ ଏହି ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ଜିଲ୍ଲା ପୋଲିସ ମଧ୍ୟ ଲାଗିପଡିଛି । କିଛିଦିନ ହେଲା ଲଗାତାର…

ବିଦ୍ୟୁତ୍ ଆଲୁଅ ରୁ ବଞ୍ଚିତ ବାଡାଯୋଡି ଅଞ୍ଚଳ ବାସୀ, ଅନ୍ଧକାରରେ ରହୁଛନ୍ତି ଅନେକ ଗାଁ

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ବିଦ୍ୟୁତ ଆଲୁଅରୁ ବଞ୍ଚିସ୍ବାଦିନତା ବହୁତ ବର୍ଷ ବିତିଯାଇଥିଲେ ସୁଧା ଆଜିବି ଅନ୍ଧକାର ଭିତରେ ରହି ଆସୁଛନ୍ତି ଅପହଞ୍ଚ ଇଲାକାର ଜନସାଧାରଣ । ବିଦ୍ୟୁତ ଆଲୁଅ ଦେଖିବା ଏକ ଅଞ୍ଚଳ ବାସୀ ଙ୍କ ପାଇଁଁ ସପ୍ନ । ଡିବିରି…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଫିରିଙ୍ଗିଆରେ ଉଦଘାଟିତ ହେଲା ନବନିର୍ମିତ ପେଟ୍ରୋଲ ପମ୍ପ

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳବାସୀଙ୍କ ଦୁଃଖ ଶୁଣିଛନ୍ତି ରାଜ୍ୟ ସରକାର I ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଏହି ଫିରିଙ୍ଗିଆ ଅଞ୍ଚଳରେ ଅନେକ ଗାଡିମଟର ରହିଥିବା ବେଳେ ପେଟ୍ରୋଲ ପାଇଁ ଲୋକେ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓