ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ରେ ବାର୍ଷିକ ଉତ୍ସବ ପାଳିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ରେ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ପଣ୍ଡା ମହୋଦୟ ଅତିଥି ବୃନ୍ଦଙ୍କୁ ସ୍ବାଗତ ଜଣାଇ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ସଂକ୍ଷିପ୍ତରେ ଉପସ୍ଥାପନ…

ମନୁଷ୍ୟ କାହିଁକି କଷ୍ଟ ପାଏ, କଷ୍ଟରୁ ମୁକ୍ତି କେମିତି ମିଳିବ ?

ମନୁଷ୍ୟ କାହିଁକି କଷ୍ଟ ପାଏ, କଷ୍ଟରୁ ମୁକ୍ତି କେମିତି ମିଳିବ ? ଜନ୍ମ ଅଛି ମାନେ ମୃତ୍ୟୁ ହିଁ ସୁନିଶ୍ଚିତ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟକ ମଣିଷ କୈାଣସି ନା କୈାଣସି ରୋଗରେ ଆକ୍ରାନ୍ତ ହୋଇଥାଏ କଥାରେ ଅଛି ଦେହ…

ଭୁଲରେ ମଧ୍ୟ ଏହିି ଜିନିଷକୁ ନିଜ ପର୍ସରେ ରଖନ୍ତୁ ନାହିଁ : ଦେଖାଦେବ ଆର୍ଥିକ ସଙ୍କଟ, ଅକାଳରେ ଚାଲିଯିବ ଜୀବନ

ବାସ୍ତୁଶାସ୍ତ୍ରରେ ଅନେକ କଥା କୁହାଯାଇଛି, ଯଦି ଆପନ ଅନୁସରଣ କରିବେ ଆପଣଙ୍କ ପାଇଁ ମଙ୍ଗଳ ଏବଂ ଜୀବନର ଅନେକ ସମସ୍ୟାକୁ ପ୍ରତିହତ କରିପାରିବେ । ଯେଉଁମାନେ ବାସ୍ତଶାସ୍ତ୍ରରେ ଉଲ୍ଲେଖ ରହିଥିବା ନିୟମକୁ ଅମାନ୍ୟ କରନ୍ତି ତେବେ ସେମାନଙ୍କୁ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -: ବାଙ୍କୀବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି, ପ୍ରଧାନ ଆଚାର୍ଯ୍ୟ ଜୟଦେବ ରାଉତ ସଂଯୋଜନା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା…

ମାଲା ଗ୍ରାମରେ ଇଷ୍ଟଦେବୀ ମାଁ ପିତବଳୀ ବାର୍ଷିକ ପୁଜା ଉତ୍ସବ ଉଦଘାଟନରେ ଯୋଗଦେଲେ ସାଂସଦ ପ୍ରତିନିଧି ବିଧାୟକ ପ୍ରତିନିଧି

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗାଉପରସାହି ପଞ୍ଚାୟତ ମାଲା ଗ୍ରାମରେ ॐ ଶ୍ରୀ ଶ୍ରୀମାଁ ପିତବଳୀ ବାର୍ଷିକ ଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଛି। ମାଲା ଗ୍ରାମରେ ଶାଳଗଛ ମୂଳେ ଅବସ୍ଥିତ ॐ ଶ୍ରୀ ଶ୍ରୀ ମାଁ ପିତବଳୀ…

ଫୁଲବାଣୀ ପଞ୍ଚାୟତ ସମିତିର ନୂତନ ବିଡିଓଙ୍କୁ ବିଜେପି କର୍ମୀଙ୍କ ସ୍ୱାଗତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲା ଫୁଲବାଣୀ ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ସୋମ୍ୟ ରଞ୍ଜନ ପାତ୍ର ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଖଜୁରୀପଡା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଫୁଲବାଣୀ ବିଡିଓ ପ୍ରତୀକ ସାହୁଙ୍କ…

ଜମିରେ ପାଣି ମଡ଼ାଇବାକୁ ନେଇ ହିଂସା: ପୁତୁରାର କୋଡ଼ି ଚୋଟରେ କାକା ମୃତ

ସୋନପୁର/ଖାରି -: ସୁବର୍ଣ୍ଣପୁର ଜିଲ୍ଲାତରଭା ଥାନା ପାଣିମୋରା ଗାଁରେ ଜମିବାଡ଼ିକୁ କେନ୍ଦ୍ରକରି ଶନିବାର ଏକ ହତ୍ୟାକାଣ୍ଡ ଘଟିଛି।  ମୃତକ ହେଲେ ନବୀନ ମଲ୍ଲିକl ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ନବୀନ ନିଜେ ଚାଷ କରିଥିବା ଡ଼ାଳୁଅ ଧାନ କିଆରିରେ ପାଣି…

ଗର୍ଭନିରୋଧକ ବଟିକା ଖାଉଥିବା ମହିଳାମାନେ ସାବଧାନ୍! ଏଥିରେ ୨ଟି ମାରାତ୍ମକ ରୋଗ ବଢ଼ିବାର ଆଶଙ୍କା, ନୂଆ ଷ୍ଟଡୀରେ ଖୁଲାସା

ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ଗର୍ଭନିରୋଧକ ଔଷଧ ବ୍ୟବହାର କରାଯାଏ । ଏଥିମଧ୍ୟରୁ କିଛି ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହୁଏ, ଯେତେବେଳେ ଅନେକ ଔଷଧ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ମହିଳାମାନେ ପ୍ରାୟତଃ ଏହି ଔଷଧଗୁଡ଼ିକ ପ୍ରତି ଅସାବଧାନ…

ପାଣ୍ଡିଆନଙ୍କ ନାଁରେ ସାଂଘାତିକ ଅଭିଯୋଗ, “ଗୋପାଳ ନୁହେଁ ନବଙ୍କୁ ମାରିଛନ୍ତି ପାଣ୍ଡିଆନ”

ଭୁବନେଶ୍ୱର -: ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ IAS ଅଫିସର ଭିକେ ପାଣ୍ଡିଆନଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ପାଣ୍ଡିଆନଙ୍କ ସଂପୃକ୍ତି। ସିଧାସିଧା ଅଭିଯୋଗ କଲେ ଗୋପାଳ ନୁହେଁ “ନବଦାସଙ୍କୁ ମାରିଛନ୍ତି ପାଣ୍ଡିଆନ”। ତାଳ ଗଛ…

ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ ଉଡ଼ୁଥିବା ନୀଳଚକ୍ର ବାନା ଆଜି ଉଡ଼ିପାରିନି।

ପୁରୀ -: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟ ଦଣ୍ଡ ଆଜି ଭାଙ୍ଗିଯାଇଛି। ଫଳରେ ପତିତପାବନ ବାନା ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନି। କେବଳ ନୀଳଚକ୍ରରେ ବାନା ବାନ୍ଧି ଚୁନରା ସେବକ ଫେରିଥିବାବେଳେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓