ବେଙ୍ଗାଲୁରୁରେ ବନ୍ଧକ ଥିବା ଫିରିଙ୍ଗିଆ ଅଞ୍ଚଳର ଦାଦନ ଶ୍ରମିକ ମାସେ ପରେ ପୋଲିସ ଦ୍ୱାରା ଉଦ୍ଧାର

ଫିରିଙ୍ଗିଆ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ସଦର ଏସଡିପିଓ I କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: ବେଙ୍ଗାଲୁରୁରେ ବନ୍ଧକ ଥିବା ଫିରିଙ୍ଗିଆ ଅଞ୍ଚଳର ଭକ୍ତ ଚରଣ ମଲିକଙ୍କୁ ମାସକ ପରେ ଉଦ୍ଧାର କରାଯାଇଛି। କନ୍ଧମାଳ ଏସପି…

ଆଇନ ଶୋଇଛି ଫାଇଲ ଭିତରେ !

ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ହେଉଛି ବାଲ୍ୟ ବିବାହ, ହେଲେ ହେଉନି ଦଣ୍ଡ ବିଧାନ।ରାଜ୍ୟର ସବୁ ଗାଁରେ ଗାଁ କଲ୍ୟାଣ ସମିତି ପକ୍ଷରୁ କାନ୍ଥ ମାନଙ୍କୁ ଲେଖା ଯାଇଛି “ବାଲ୍ୟ ବିବାହ କୁ ନାଁ “। ଆଉ ମଧ୍ୟ ଲେଖା ଯାଇଛି…

ମନସ୍ଥିର ଓ ଧୈର୍ଯ୍ୟର ସହ ପରୀକ୍ଷାର ସମ୍ମୁଖୀନ ହେବାକୁ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୈନା ତୋରା ସ୍ଥିତ ହୀରାଧର ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ମନ ସ୍ଥିର ଓ ଧୈର୍ଯ୍ୟ ର ସହ ଆଗାମୀ ମ୍ୟାଟ୍ରିକ ପରୀକ୍ଷା ର…

ବୈଦ୍ୟେଶ୍ୱର ପଞ୍ଚାୟତରେ ଝାଡ଼ା ବାନ୍ତି ପିଲାଙ୍କ ସମେତ ଲୋକ ହେଲେ ଆକ୍ରାନ୍ତ , ହୋଇପାରୁନି ଝାଡ଼ା ବାନ୍ତି ବନ୍ଦ ଡାକ୍ତର ଅଣାୟତ୍ତ

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ – କଟକଜିଲ୍ଲା ବାଙ୍କୀବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଗ୍ରାମରେ ବାହାଘର ଭୋଜିଖାଇ ପିଲାଙ୍କ ସମେତ ବଡ଼ଲୋଜ ଝାଡ଼ା ବାନ୍ତି ହୋଇ ବୈଦ୍ୟେଶ୍ୱର ମେଡ଼ିକାଲରେ ଭର୍ତିହେଲେ ଶତାଧିକ ଗ୍ରାମବାସୀ | ଗତ ତା ୧୬/୦୨/୨୦୨୫ ରବିବାର ଦିନ ଗ୍ରାମରେ ବଡ଼ସାହିରେ ପଦ୍ମ…

ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ରେ ବାର୍ଷିକ ଉତ୍ସବ ପାଳିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ରେ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ପଣ୍ଡା ମହୋଦୟ ଅତିଥି ବୃନ୍ଦଙ୍କୁ ସ୍ବାଗତ ଜଣାଇ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ସଂକ୍ଷିପ୍ତରେ ଉପସ୍ଥାପନ…

ମନୁଷ୍ୟ କାହିଁକି କଷ୍ଟ ପାଏ, କଷ୍ଟରୁ ମୁକ୍ତି କେମିତି ମିଳିବ ?

ମନୁଷ୍ୟ କାହିଁକି କଷ୍ଟ ପାଏ, କଷ୍ଟରୁ ମୁକ୍ତି କେମିତି ମିଳିବ ? ଜନ୍ମ ଅଛି ମାନେ ମୃତ୍ୟୁ ହିଁ ସୁନିଶ୍ଚିତ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟକ ମଣିଷ କୈାଣସି ନା କୈାଣସି ରୋଗରେ ଆକ୍ରାନ୍ତ ହୋଇଥାଏ କଥାରେ ଅଛି ଦେହ…

ଭୁଲରେ ମଧ୍ୟ ଏହିି ଜିନିଷକୁ ନିଜ ପର୍ସରେ ରଖନ୍ତୁ ନାହିଁ : ଦେଖାଦେବ ଆର୍ଥିକ ସଙ୍କଟ, ଅକାଳରେ ଚାଲିଯିବ ଜୀବନ

ବାସ୍ତୁଶାସ୍ତ୍ରରେ ଅନେକ କଥା କୁହାଯାଇଛି, ଯଦି ଆପନ ଅନୁସରଣ କରିବେ ଆପଣଙ୍କ ପାଇଁ ମଙ୍ଗଳ ଏବଂ ଜୀବନର ଅନେକ ସମସ୍ୟାକୁ ପ୍ରତିହତ କରିପାରିବେ । ଯେଉଁମାନେ ବାସ୍ତଶାସ୍ତ୍ରରେ ଉଲ୍ଲେଖ ରହିଥିବା ନିୟମକୁ ଅମାନ୍ୟ କରନ୍ତି ତେବେ ସେମାନଙ୍କୁ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -: ବାଙ୍କୀବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି, ପ୍ରଧାନ ଆଚାର୍ଯ୍ୟ ଜୟଦେବ ରାଉତ ସଂଯୋଜନା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା…

ମାଲା ଗ୍ରାମରେ ଇଷ୍ଟଦେବୀ ମାଁ ପିତବଳୀ ବାର୍ଷିକ ପୁଜା ଉତ୍ସବ ଉଦଘାଟନରେ ଯୋଗଦେଲେ ସାଂସଦ ପ୍ରତିନିଧି ବିଧାୟକ ପ୍ରତିନିଧି

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗାଉପରସାହି ପଞ୍ଚାୟତ ମାଲା ଗ୍ରାମରେ ॐ ଶ୍ରୀ ଶ୍ରୀମାଁ ପିତବଳୀ ବାର୍ଷିକ ଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଛି। ମାଲା ଗ୍ରାମରେ ଶାଳଗଛ ମୂଳେ ଅବସ୍ଥିତ ॐ ଶ୍ରୀ ଶ୍ରୀ ମାଁ ପିତବଳୀ…

ଫୁଲବାଣୀ ପଞ୍ଚାୟତ ସମିତିର ନୂତନ ବିଡିଓଙ୍କୁ ବିଜେପି କର୍ମୀଙ୍କ ସ୍ୱାଗତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲା ଫୁଲବାଣୀ ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ସୋମ୍ୟ ରଞ୍ଜନ ପାତ୍ର ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଖଜୁରୀପଡା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଫୁଲବାଣୀ ବିଡିଓ ପ୍ରତୀକ ସାହୁଙ୍କ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓