ଜୁଲାଇ ୧୫ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୧୫ ତାରିଖ, ଶୁକ୍ରବାର, ମିଥୁନ ୩୧ ଦିନ, ଶ୍ରାବଣ କୃଷ୍ଣ ଦ୍ୱିତୀୟା ଦି. ଘ.୪.୫୨ମି, ଶ୍ରବଣା ନକ୍ଷତ୍ର ସଂ.ଘ.୬.୦୧ମି., ମକର ଚନ୍ଦ୍ର ନି.ଘ.୪.୪୮ ।ପର୍ବପର୍ବାଣି- କୃଷ୍ଣପକ୍ଷ ଦ୍ୱିତୀୟା ମେଷ- ଆଜି ଆପଣଙ୍କ ରାଶି ପାଇଁ କଲ୍ୟାଣକାରୀ ଶୁଭ ଯୋଗ…

ଡାହାଣୀ ସାଜିଲା ମା, ନବଜାତ ଶିଶୁପୁତ୍ରକୁ ମାରି ଜଙ୍ଗଲରେ ପୋତିଦେଲା

ମାଲକାନଗିରି -: ମାଲକାନଗିରି ଜିଲ୍ଲାର ଏମ ପି ଭି ୮୩ ଗ୍ରାମରେ ଏକ ନବଜାତ ଶିଶୁର ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ ପି ଭି ୮୩ ଗ୍ରାମର ଶ୍ୟାମଳା ପାଇକର ଜୁଲାଇ ୨…

ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ଆଜି ଦ୍ୱିତୀୟ ଦିନିକିଆ ସିରିଜ୍‌

ଆଜି ଦ୍ୱିତୀୟ ଦିନିକିଆ । ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିବା ପରେ ଭାରତର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରୋହିତ…

ବୋଲବମ୍ ଭକ୍ତ ଯାଉଥିବା ରାସ୍ତାରେ ବନ୍ଦ ରହିବ ମଦ, ମାଂସ ଦୋକାନ

ଗୁରୁବାରଠାରୁ ଆରମ୍ଭ ହେବ ଶ୍ରାବଣ ମାସ । ଅର୍ଥାତ ଆସନ୍ତା କାଲିଠାରୁ ଆରମ୍ଭ ହେବ କାଓ୍ବଡିଆ ବା ବୋଲବମ ଯାତ୍ରା । ଏବର୍ଷ ଏହି ଯାତ୍ରା ଯେପରି ଶାନ୍ତି ଶୃଙ୍ଖ​ଳାର ସହ ଶେଷ ହେବ ତାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଯୋଗୀ…

ସାମ୍ନାକୁ ଆସିଲା ସାଇବର ଲୁଟେରାଙ୍କ ନୁଆ ଫର୍ମୁଲା, ଦେଖନ୍ତୁ କେମିତି ହୁଏ ଲୁଟ୍…

କୋରାପୁଟ -: କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାତିଛନ୍ତି ସାଇବର ଲୁଟିଆ। କଷ୍ଟମର କେୟାର ନମ୍ବରକୁ ଅଭିଯୋଗ ଦେବା ପରେ କିଛି କ୍ଷଣରେ ଭିନ୍ନ ସର୍ଭିସ ପ୍ରୋଭାଇଡରଙ୍କ ନମ୍ବରରୁ ଆସୁଛି ଗୁଗୁଲ ପେ’ ଓ ଫୋନ ପେ’ର ଠକେଇ। ଏମତି…

ଜଗତସିଂହପୁରରେ ୮ ଜଣ ପରିବେଷବିତଙ୍କୁ ପ୍ରକୁତିବନ୍ଧୁ ପୁରସ୍କାର ପ୍ରଦାନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ 2021/22 ଆର୍ଥିକ ବର୍ଷ ନିମନ୍ତେ୮ଟି ବ୍ଲକ ରୁ ୮ ଜଣ ପରିବେଷବିତଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି | ଏହି…

ଜୁଲାଇ ୧୪ ଗୁରୁବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୧୪ ତାରିଖ, ଗୁରୁବାର, ମିଥୁନ ୩୦ ଦିନ, ଶ୍ରାବଣ କୃଷ୍ଣ ପ୍ରତିପଦା ରା. ଘ.୮.୧୬ମି, ଉତ୍ତରାଷାଢ଼ା ନକ୍ଷତ୍ର ରା.ଘ.୮.୪୬ମି., ମକର ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ଶ୍ରାବଣ ମାସ ଆରମ୍ଭ ମେଷ- ଆଜି ଲକ୍ଷ୍ୟପ୍ରାପ୍ତି ପାଇଁ ଆଗକୁ ବଢ଼ିଚାଲିବେ ।…

ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଆଠଗଡ/ତିଗିରିଆ -: ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼। ମହିଳାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ, ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାମ…

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୭୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର -: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଲଗାତାର କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦…

ପ୍ରମୋଶନ ବଦଳରେ ସସପେଣ୍ଡ, ରାଗରେ ନିଆଁବାଣ ଶିକ୍ଷୟତ୍ରୀ

ରେଢାଖୋଲ -: ପ୍ରମୋଶନ ଯାଗାରେ ମିଳିଲା ସସପେଣ୍ଡ ଚିଠି । ଏହାକୁ ବିରୋଧ କରି ଶିକ୍ଷୟତ୍ରୀ ଜଣକ ରାଗରେ ସ୍କୁଲର କାର୍ଯ୍ୟାଳୟରେ ତାଲା ପକାଇଲେ। ଯାହାଫଳରେ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଲେ ନିରିହ ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓