ଦୀଘା -: ପୁରୀ ଶ୍ରୀମନ୍ଦିର ଭଳି ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ହେବ ଏକ ଭବ୍ୟ ଜଗନ୍ନାଥ ମନ୍ଦିର। ପଶ୍ଚିମବଙ୍ଗ ସରକାର ଦୀଘା ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ବଢ଼ାଇବାକୁ ଯାଇ ଏଭଳି ଏକ ପଦକ୍ଷେପ ନେଉଥିବା ବେଳେ ମଙ୍ଗଳବାର ମନ୍ଦିରର ଶୁଭ ଦେଇଛନ୍ତି…
Month: May 2022
ଜଗତସିଂହପୁର ଜିଲ୍ଲାରେ ସ୍ଥାୟୀ ଭିଜିଲାନ୍ସ୍ କୋର୍ଟ, ଏସ୍.ସି.ଏସ୍.ଟି କୋର୍ଟ ପ୍ରତିଷ୍ଠା, ଦାବିରେ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ସଦରମହକୁମା ଠାରେ ସ୍ଥାୟୀ ଭିଜିଲାନ୍ସ୍ କୋର୍ଟ,ଏସ୍.ସି.ଏସ୍.ଟି କୋର୍ଟ ପ୍ରତିଷ୍ଠା, ଜିଲ୍ଲା ଓକିଲ ସଂଘର ପ୍ରସ୍ତାବିତ ବାର୍ ଗୃହ, ସ୍ଥାୟୀ କ୍ୟାଣ୍ଟିନ୍, ପୋଷ୍ଟ ଅଫିସ୍ ପ୍ରତିଷ୍ଠା ଓ ପରିବାର ଓ ପୋକ୍ସୋ କୋର୍ଟର ପ୍ରସ୍ତାବିତ…
ବଲାଙ୍ଗୀରରେ ବିଭତ୍ସ ହତ୍ୟାକାଣ୍ଡ, ସୈାଚ ପାଇଁ ଯାଇଥିଲେ ଅଞ୍ଜନା ହେଲେ ଆଉ ଫେରିଲେନି
ବଲାଙ୍ଗୀର -: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫…
ସାଲିଆ ସାହି ବସ୍ତିରୁ ଧଳା ଜହର ଜବତ: ଜଣେ ଗିରଫ
ଭୁବନେଶ୍ବର -: ରାଜଧାନୀର ସାଲିଆ ସାହି ବସ୍ତିରେ ଧଳା ଜହର ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଆଜି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ଜଣିଆ ଟିମ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲା। ସେଠାରୁ ରାଜୀବ…
ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା କାଲି ସୃଷ୍ଟି ହେଇପାରେ ଲଘୁଚାପ କ୍ଷେତ୍ର
ଭୁବନେଶ୍ବର -: ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ବାତ୍ୟାର ଗତିପଥ…
ଔଷଧୀୟ ମଶାରିର କ୍ରୟ, ବିତରଣ ନେଇ ରୋକ୍ ଲଗାଇଲେ ଓଏଚ୍ଆରସି
ଭୁବନେଶ୍ବର -: ଔଷଧୀୟ ମଶାରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଛି। ଔଷଧୀୟ ମଶାରି ନେଇ ଜାରି ହୋଇଥିବା ଏସ୍ଓପିରେ ଅତିକମ୍ରେ ୩ବର୍ଷ ପାଇଁ ଏହାର ମୂଲ୍ୟାୟନ/ପରୀକ୍ଷା ଜରୁରୀ ରହିଛି। ମାତ୍ର ଏହାକୁ ଠିକଣା ଢଙ୍ଗରେ ପାଳନ ହେଉ ନ…
ଆର୍.ପି କଲେଜରେ ଅଧ୍ୟାପକ ଓ ଛାତ୍ରଙ୍କୁ ଗୋଗଚ୍ଛବାଡିଆ ମାଡ, ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ
କଟକ -: କଟକ ଜିଲ୍ଲା ବଡମ୍ବା ବିଧାରପୁର ଠାରେ ଥିବା ଆର୍.ପି. ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୁପ ନେଇଥିଲା । ବାଧ୍ୟ ହୋଇ ବାହାର ଲୋକ ଓ ଅଣ ଛାତ୍ର ହସ୍ତକ୍ଷେପ କରିଥିବା…
Azərbaycan Mərc sayt
Azərbaycan Mərc saytı Azərbaycan Mərc saytı Content Mobil nömrə ilə qeydiyyat Mostbet AZ – Canlı Oyun Mərcləri Mostbet də qeydiyyatdan keçərək şəxsi hesabınıza daxil olun Mospet indir Mostbet AZ İdman…
ବ୍ରଜରାଜନଗର ଉପନିର୍ବାଚନ, ତିନିଦଳର ସମରସଜ୍ଜା ଆରମ୍ଭ ..
ଭୁବନେଶ୍ବର/ଝାରସୁଗୁଡ଼ା -: ବହୁପ୍ରତୀକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ପରେ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।…
ୟୁକ୍ରେନ ଉପରେ ଆଖିବୁଜା ତୋପ ବର୍ଷଣ କରୁଛି ଋଷ୍, ବିଦେଶ ଅସ୍ତ୍ର ଆଣିବାର ରାସ୍ତାକୁ ବନ୍ଦ କରିବାକୁ ପ୍ରୟାସ
ମସ୍କୋ -: ୟୁକ୍ରେନୀୟ ସୈନିକମାନଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମନ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳ ଷ୍ଟେସନ୍ ଉପରେ ଆକ୍ରମଣ କରିଥିବା କଥା ଆଜି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏହା ବ୍ୟତିରେକେ, ୪ଟି ଆଗ୍ନେୟାସ୍ତ୍ର ଡିପୋ ସମେତ ୪୦ଟି ୟୁକ୍ରେନୀୟ…