ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି )-: କିଛିଦିନ ତଳେ ଜଣେ ମହିଳା ହୋମଗାର୍ଡ ଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଅଭଯୋଗ ରେ ଜଣେ ଥାନା ଅଧିକାରୀ ଗିରଫ ହେବା ଘଟଣା…
Month: March 2025
ଟିକାବାଲି ବ୍ଲକ ରେ ଅନୁଷ୍ଠିତ ହେଲା ମାନସିକ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠି ଓ ପରିବାରର ଦାୟିତ୍ୱ ବୃଦ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମ
ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: ସାମ୍ପ୍ରତିକ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଲୋକ ସମାଜରେ ଅନେକ ସମସ୍ୟାରେ ସମ୍ମୁଖିନ ହେବାକୁ ପଡିଥାଏ । ଯଥା ସମାଜ ଓ ପରିବାରରେ ଅଣଦେଖା, ଅନ୍ଧବିଶ୍ୱାସ, ଅନ୍ୟାନ ପ୍ରତିକୁଳ ପରିସ୍ଥିତି କୁ ଲୋକମାନଙ୍କ…
ଉଦଯାପିତ ହେଲା ଡିଣ୍ଡିରାଗାଁରେ ଚାଲିଥିବା ବାବା ବିରୁପାକ୍ଷ ମହାଦେବଙ୍କ ଜାଗର ଯାତ୍ରା
ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ର ବିଭିନ୍ନ ଶୈବ ପିଠ ମାନଙ୍କରେ ମହାସମାରୋହରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅନୁରୂପ ଭାବରେ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡିଣ୍ଡିରାଗାଁ ଠାରେ ବାବା ବିରୁପାକ୍ଷ ମହାଦେବ…
ମାନସିକ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠି ଓ ପରିବାରର ଦାୟିତ୍ୱ ବୃଦ୍ଧି ପାଇଁ ସ୍ୱାତୀ ଟିକାବାଲି ବ୍ଲକ ରେ କାର୍ଯ୍ୟ ସୁଭାରମ୍ଭ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ସାମ୍ପ୍ରତିକ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଲୋକ ସମାଜରେ ଅନେକ ସମସ୍ୟାରେ ସମ୍ମୁଖିନ ହେବାକୁ ପଡିଥାଏ । ଯଥା ସମାଜ ଓ ପରିବାରରେ ଅଣଦେଖା, ଅନ୍ଧବିଶ୍ୱାସ, ଅନ୍ୟାନ ପ୍ରତିକୁଳ ପରିସ୍ଥିତି କୁ ଲୋକମାନଙ୍କ ମଧ୍ୟରେ ସଚେତନତା…
ଅବସର ପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନୋଡାଲ ସ୍କୁଲ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି I ତେବେ ଫିରିଙ୍ଗିଆ ବ୍ଲକ ସହକାରୀ ଶିକ୍ଷକ ଓ ଗଣ ଶିକ୍ଷକ ସଙ୍ଘ ତରଫରୁ ଏହି…
ଖଟିଆରେ ବୁହା ହୁଅନ୍ତି ରୋଗୀ ଓ ଗର୍ଭବତୀ, ୪କିଲୋମିଟର ରାସ୍ତା ମରଣ ଯନ୍ତା
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ଗାଁକୁ ପକ୍କା ରାସ୍ତା ନିର୍ମାଣ ହେଇନି ପ୍ରତି ବର୍ଷ ପ୍ରଶାସନ ତରଫରୁ ରାସ୍ତାରେ ମାଟି ଓ ମୋରମ୍ ପକାଇ ସମତଳ କରାଯାଉଛି ହେଲେ ବର୍ଷା ଦିନ ଆସିଲେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଉଛି ତେଣୁ ଗାଁକୁ ଆମ୍ବୁଲାନ୍ସ…
ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି ଅଞ୍ଚଳ ବାସୀ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଢ଼ୁତେଲି ପଞ୍ଚାୟତର ନନ୍ଦମାହା ଗ୍ରାମରେ ଆଜିବି ଲୋକେ ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି। ୪ ଟି ସାହିରେ ପାନୀୟ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ…
ଟିକାବାଲି ରେ ଅନୁଷ୍ଠିତ ହେଲା ପରାମର୍ଶ ଶିବିର
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ନାରାୟଣ ଦୀକ୍ଷିତ ଙ୍କ ସଭାପତି ରେ ଅନୁଷ୍ଠିତ ହୋଇଛି l ଆଜିର…
ଏକ ବର୍ଷ ହେଲା ଜଳୁନି ଷ୍ଟ୍ରିଟ ଲାଇଟ୍ ରିପିଆର ପାଇଁ ଦାବି
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଲୁଇସିଂ ପଞ୍ଚାୟତ ରାଇଗୁଡା ଗ୍ରାମର ଛକ ନିକଟରେ ଥିବା ଷ୍ଟ୍ରିଟ ଲାଇଟ୍ ଆଜକୁ ପ୍ରାୟ ଏକ ବର୍ଷ ହେବ ଅଚଳ ହୋଇ ପଡ଼ିରହିଛି । ଏହି ବିଷୟରେ ଲାଇନମେନକୁ ବାରମ୍ବାର…
କନ୍ଧମାଳ ଜିଲ୍ଲା ବାଳନ୍ଦାପଡା କେନ୍ଦୁଗୁଡା ଜଙ୍ଗଳ ରେ ଗୋଛାପଡା ପୋଲିସର ଅତର୍କିତ ଚଢ଼ାଉ , ଏକଟନ ଆଠ କିଲୋ ଗଞ୍ଜେଉ ଜବତ
ଫିରିଙ୍ଗିଆ( ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫରଙ୍ଗିଆ ବ୍ଲକ ଗୋଛାପଡା ପୋଲିସ ଲଗାତାର ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରି ଟନଟନ ଗଞ୍ଜେଇ ଜବତ କରିବାରେ ସଫଳ ହେଉଥିବାବେଳେ ଗୋଛାପଡା ପୋଲିସ ପୁଣି ଥରେ ଥାନା ଅନ୍ତର୍ଗତ…