୨ ଅକ୍ଟୋବରରେ ‘No UPI Day’; ଆସିଲା ବଡ଼ ଅପଡେଟ୍ : QR ସ୍କାନ୍ କଲେ ବି ହେବନି ପେମେଣ୍ଟ !

ଗାନ୍ଧି ଜୟନ୍ତୀ ଅର୍ଥାତ୍ ୨ ଅକ୍ଟୋବରରେ UPI ପେମେଣ୍ଟକୁ ନେଇ ବଡ଼ ଅପଡେଟ୍ ଆସିଛି। ଦେଶର ବିଭିନ୍ନ ବ୍ୟବସାୟୀ ସଂଗଠନ ଏହି ଦିନକୁ ‘No UPI Day’ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାର କାରଣ ହେଉଛି ୨,୦୦୦ ଟଙ୍କାରୁ…

error: Content is protected !!