ତୁମୁଡିବନ୍ଧ -:(ସିମାଞ୍ଚଳ ସାହୁ) ମେ ଏକ ତାରିଖ କୁ ସାରା ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରୁଅଛି କିନ୍ତୁ ନିଜେ ଶ୍ରମିକ ମାନଙ୍କୁ ବି ଜଣା ନଥାଏ କିନ୍ତୁ ତୁମୁଡିବନ୍ଧ ବ୍ଲକ ରାଜ ମିସ୍ତ୍ରୀ ସଂଘ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଛି ବିଜୁ ପଟ୍ଟନାୟକ ଷ୍ଟାଡିୟମ ରୁ ବାହାରି ବସ ଷ୍ଟାଣ୍ଡ ପ୍ରଯ୍ୟନ୍ତ ନାରାବାଜି ମାଧ୍ୟମରେ ଶୋଭାଯାତ୍ରା କରିବା ସହିତ ପୁଣି ଷ୍ଟାଡିୟମ କୁ ଯାଇଥିଲେ କିନ୍ତୁ ପ୍ରଶାସନ ତରଫରୁ ଶ୍ରମିକ ମାନଙ୍କ ନିମନ୍ତେ କୌଣସି ପ୍ରକାର ସାହାଯ୍ୟ ମିଳିନଥିବା ଦେଖିବାକୁ ମିଳିଛି ଯାହା କି ସୂଚନା ଅନୁଯାୟୀ ଶ୍ରମିକ ମାନଙ୍କୁ ବିଶ୍ୱକର୍ମା ଯୋଜନାରେ ସାମିଲ ହୋଇପାରିନାହାନ୍ତି, ତଥ୍ ସହିତ ଶ୍ରମିକ ମାନଙ୍କ ନିମନ୍ତେ ଘୋଷ୍ଠି ଗୃହ ନଥିବା ହେତୁ ଶ୍ରମିକ ସମୂହ କୌଣସି ଏକ ଗଛ ମୂଳେ ଟିକେ ଥକା ମେଣ୍ଟାଇବା ପାଇଁ ବିଶ୍ରାମ ନିହନ୍ତି କିନ୍ତୁ କୌଣସି ଏକ ସ୍ଥାୟୀ ଗୃହ ଥିଲେ ଶ୍ରମିକ ସମୂହ ବିଶ୍ରାମ ନେବା ସହିତ ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇବେ ବୋଲି ପ୍ରତିକ୍ରିୟା ରଖିଥିବା ଦେଖିବାକୁ ମିଳିଛି
ତୁମୁଡିବନ୍ଧ ବ୍ଲକ ରେ ବିଶ୍ୱ ଶ୍ରମିକ ଦିବସ ପାଳିତ
Creat A Revolution
