‘ଭାରତ ଧର୍ମଶାଳା ନୁହେଁ’ – ଶରଣାର୍ଥୀଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

Creat A Revolution
           

ଭାରତ ଧର୍ମଶାଳା ନୁହେଁ । ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଦେଇଛନ୍ତି ଏପରି କଡା ଟିପ୍ପଣୀ । ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।ଭାରତ ଧର୍ମଶାଳା ନୁହେଁ । ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଦେଇଛନ୍ତି ଏପରି କଡା ଟିପ୍ପଣୀ । ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।

ବିଶାଳ ଜନସଂଖ୍ୟାକୁ ନେଇ ଭାରତରେ ସମସ୍ୟା ଲାଗି ରହିଥିବାବେଳେ ବିଶ୍ବର ସବୁ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଣେ ଶରଣାର୍ଥୀ ଭାରତରେ ଆଶ୍ରୟ ଦାବିରେ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଏହାସହିତ ଶ୍ରୀଲଙ୍କାରୁ ତାମିଲ ଶରଣାର୍ଥୀଙ୍କ ଅଟକ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ଜଷ୍ଟିସ୍ ଦୀପଙ୍କର ଦତ୍ତା । ଜଣେ ଶ୍ରୀଲଙ୍କା ନାଗରିକ କୌଣସି ଇମିଗ୍ରେସନ ପ୍ରକ୍ରିୟା ବିନା ଭାରତରେ ତିନି ବର୍ଷ ଧରି ରହିଛନ୍ତି। ନିଜ ଦେଶରେ ବିପଦ ଥିବାରୁ ସେ ଭାରତରେ ରହିବାକୁ ଆବେଦନ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading