୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Creat A Revolution
           

ଆସନ୍ତା ମାସରୁ ଓଡିଶାରେ ଆରମ୍ଭ ହେବ ଏସଆଇଆର। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ହେବ ଏସଆଇଆର। ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର ଏସ ଗୋପାଳନ ଜାନୁଆରୀ ୭ ତାରିଖରେ ବାହାରିବ ଫାଇନାଲ ଭେରିଫିକସେନ।

ଆସନ୍ତା ମାସରୁ ଓଡିଶାରେ ଆରମ୍ଭ ହେବ ଏସଆଇଆର। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ହେବ ଏସଆଇଆର। ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର ଏସ ଗୋପାଳନ ଜାନୁଆରୀ ୭ ତାରିଖରେ ବାହାରିବ ଫାଇନାଲ ଭେରିଫିକସେନ। କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି।

ବିଜେଡି ଅଭିଯୋଗରେ ଦୁଇ ଦୁଇ ଥର ଜବାବ ଦିଆଯାଇଛି ବୋଲି ସିଇଓ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ୱାସନୀୟତା ଭାଙ୍ଗନ୍ତୁ ନାହିଁ। ରାଜ୍ୟରେ ବୁଥ୍‌ ସଂଖ୍ୟା ବଢ଼ିବ; ୩୮ ହଜାରରୁ ୪୫ ହଜାରକୁ ବଢ଼ିବ ବୋଲି CEO କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading