ପ୍ୟାରୀଙ୍କୁ ଖୋଜିଲେ ନବୀନ, ଗୋଟିଏ ରାତିରେ ଲକ୍ଷେ ଟଙ୍କାର ମଦ ପିଇଦେଲେ

Creat A Revolution
           


ଅଧରାତିର ନିସ୍ତବ୍ଧତାକୁ ଚିରି ଏକ ଅଜଣା ଭୟ ନବୀନ ନିବାସରେ ଘୂରି ବୁଲୁଛି। ଓଡ଼ିଶାର ଶାସକ, ଯାହାଙ୍କ ଗୋଟିଏ ଇସାରାରେ ସାରା ରାଜ୍ୟ ଚାଲେ, ସେ ଆଜି କାହିଁକି ଏତେ ବିଚଳିତ? କୁହାଯାଉଛି, ଲକ୍ଷେ ଟଙ୍କାର ମଦ ପିଇ ନିଜ କୋହକୁ ଚାପିବାକୁ ଚେଷ୍ଟା କରୁଛନ୍ତି ନବୀନ। କିନ୍ତୁ କଣ ପାଇଁ? କଣ ଏହି ଦାମୀ ପାନୀୟ ତାଙ୍କ ମନରୁ ସେହି ପୁରୁଣା ସ୍ମୃତିକୁ ପୋଛିପାରୁଛି?


ଚିନ୍ତାରେ ନବୀନ… କାରଣ ତାଙ୍କ ସ୍ୱପ୍ନରେ ଆସିଛନ୍ତି ସେହି ବ୍ୟକ୍ତି, ଯିଏ ଦିନେ ତାଙ୍କର ସବୁଠୁ ବିଶ୍ୱସ୍ତ ଥିଲେ। ପ୍ୟାରୀ ବାବୁ! ହଁ, ସେହି ପ୍ୟାରୀମୋହନ, ଯିଏ ୨୦୧୨ରେ ନବୀନଙ୍କୁ ଏକୁଟିଆ କରିବାକୁ ଚେଷ୍ଟା କରିଥିଲେ। ସ୍ୱପ୍ନରେ ପ୍ୟାରୀ କଣ କହୁଛନ୍ତି? କଣ ସେ ଚେତାବନୀ ଦେଉଛନ୍ତି ଯେ- “ସାବଧାନ ନବୀନ! ମୁଁ ଯାହା କରିଥିଲି, ଆଜି ପାଣ୍ଡିଆନ ବି ସେଇଆ କରୁଛନ୍ତି? ସମୟ ଆସିବ… ପାଣ୍ଡିଆନଙ୍କ ହାତ ଛାଡ଼ିଦେବେ ନବୀନ। କିନ୍ତୁ କେବେ? ପ୍ୟାରୀ ବାବୁଙ୍କ ଭଳି ପାଣ୍ଡିଆନ ବି ନବୀନଙ୍କୁ ଆଗରେ ରଖି ନିଜର ସାମ୍ରାଜ୍ୟ ଗଢୁଛନ୍ତି। ପ୍ୟାରୀ ବାବୁ ମୁହଁରେ କହୁଥିଲେ, ହେଲେ ପାଣ୍ଡିଆନ ବୁଦ୍ଧିରେ କରୁଛନ୍ତି। କଣ ଏଇଥିପାଇଁ ନବୀନ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି? କଣ ଲକ୍ଷେ ଟଙ୍କାର ଏହି ମଦ ହିଁ ତାଙ୍କର ଏକମାତ୍ର ସାଥୀ ପାଲଟିଛି?ଇତିହାସ ନିଜକୁ ଦୋହରାଇବାକୁ ଯାଉଛି। ଯେଉଁ ଚିନ୍ତାରେ ନବୀନ ଅଛନ୍ତି, ତାହା କେବଳ ପାଣ୍ଡିଆନଙ୍କୁ ନେଇ ନୁହେଁ, ବରଂ ନିଜର ଭବିଷ୍ୟତକୁ ନେଇ। ପ୍ୟାରୀ ବାବୁଙ୍କ କଥା ମନେ ପଡ଼ିଲେ ନବୀନଙ୍କ ହାତରୁ ଗ୍ଲାସ୍ ଥରି ଉଠୁଛି। କିଏ କାହାକୁ ବ୍ୟବହାର କରୁଛି? ପାଣ୍ଡିଆନ ନବୀନଙ୍କୁ, ନା ନବୀନ ନିଜ ସତ୍ତା ବଞ୍ଚାଇବାକୁ ପାଣ୍ଡିଆନଙ୍କୁ?ରାଜନୀତିର ଏହି ଦାବାଖେଳରେ କିଏ ଜିତିବ ଆଉ କିଏ ହାରିବ, ତାହା ସମୟ ହିଁ କହିବ। ପାଣ୍ଡିଆନଙ୍କ ଭବିଷ୍ୟତ ବି କଣ ପ୍ୟାରୀ ବାବୁଙ୍କ ଭଳି ହେବ? କାହିଁକି ଅଧରାତିରେ ନବୀନ ପ୍ୟାରୀଙ୍କ ସ୍ୱପ୍ନ ଦେଖୁଛନ୍ତି, ତାହାର ଉତ୍ତର ହୁଏତ ସେହି ଦାମୀ ପାନୀୟର ବୋତଲରେ ଲୁଚି ରହିଛି। ଅପେକ୍ଷା କରନ୍ତୁ ସେହି ମୁହୂର୍ତ୍ତକୁ, ଯେତେବେଳେ ସବୁ ରହସ୍ୟରୁ ପରଦା ହଟିବ।


ତେବେ ଦର୍ଶକବନ୍ଧୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଆଉ ଲୋକମାନେ ମଧ୍ୟ କହୁଛନ୍ତି । ଲକ୍ଷେ ଟଙ୍କାର ମଦ ପିଇ ନିଜ କୋହକୁ ଚାପିବାକୁ ଚେଷ୍ଟା କରୁଛନ୍ତି ନବୀନ । କଣ ଏହି ଦାମୀ ପାନୀୟ ତାଙ୍କ ମନରୁ ସେହି ପୁରୁଣା ସ୍ମୃତିକୁ ପୋଛିପାରୁଛି? ଆଉ ସ୍ୱପ୍ନରେ ପ୍ୟାରୀ କଣ କହୁଛନ୍ତି? କଣ ସେ ଚେତାବନୀ ଦେଉଛନ୍ତି ଯେ- “ସାବଧାନ ନବୀନ! ମୁଁ ଯାହା କରିଥିଲି, ଆଜି ପାଣ୍ଡିଆନ ବି ସେଇଆ କରୁଛନ୍ତି? ତେବେ ରାଜନୈତିକ କରିଡରରେ ଏବେ ଏହି ଗୋଟିଏ ଆଲୋଚନା “ପାଣ୍ଡିଆନଙ୍କ ଭବିଷ୍ୟତ ବି କଣ ପ୍ୟାରୀ ବାବୁଙ୍କ ଭଳି ହେବ? ଯେଉଁ ଚିନ୍ତା ନବୀନଙ୍କୁ ଘାରିଛି, ତାହାର ଅନ୍ତ କେବେ? ପ୍ୟାରୀ ବାବୁଙ୍କ କଥା ମନେ ପଡ଼ିଲେ ନବୀନଙ୍କ ହାତରୁ ଗ୍ଲାସ୍ ଥରି ଉଠୁଛି। କଣ ନିଜର ଶକ୍ତି ହରାଇବାର ଭୟ, ନା ପାଣ୍ଡିଆନଙ୍କୁ ଅତି ବିଶ୍ୱାସ କରିବାର ଅବସୋସ ରହିଯାଇଛି ନବୀନଙ୍କ ମନରେ ଯାହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମ ଗୁଡିକରେ ଅନେକ ଚର୍ଚ୍ଚା ହେଉଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading