Creat A Revolution
ବାଲିଆପାଳ -: ବାଲିଆପାଳ ବ୍ଳକ୍ ଅନ୍ତର୍ଗତ ଲଙ୍ଗଳେଶ୍ବର ସରକାରୀ ହସ୍ପିଟାଲ୍ ଉପରେ ନିର୍ଭର କରନ୍ତି ୧୦ ରୁ ୧୨ ଗୋଟି ପଞ୍ଚାୟତର ଲୋକମାନେ | ହେଲେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ତିନି ଚାରି, ଦିନ ଧରି ଅନବରତ ଭାବରେ ବର୍ଷା କାରଣରୁ ଲଙ୍ଗଳେଶ୍ଵର ହସ୍ପିଟାଲ ପରିସର ମଧ୍ୟରେ ଚ଼ହାଚହ ପାଣି ଦେଖିବାକୁ ମିଳିଛି । ହେଲେ ଏହି ପାଣି ନିଷ୍କାସନ ହୋଇପାରୁନି । କିଭଳି ଭାବରେ ଏହି ବର୍ଷାପାଣି ନିଷ୍କାସନ ହୋଇ ପାରିବ ଏନେଇ ବର୍ତ୍ତମାନ ସୁଦ୍ଧା କିଛି ପଦକ୍ଷପ ସରକାରଙ୍କ ତରଫରୁ ନିଆଯାଇ ନାହିଁ । ଏନେଇ ରାଜରାସ୍ତାରେ ଧାରଣା ଦେଇଛନ୍ତି ସ୍ଥାନୀୟ ଲୋକେ ଏବଂ ବାଲିଆପାଳର କଂଗ୍ରେସ୍ କର୍ମୀ ।
Discover more from odia.bnslive.in
Subscribe to get the latest posts sent to your email.
