Creat A Revolution
ନୂଆପଡ଼ା -:
ସେହିଭଳି ଛତିଶଗଡର ରାହୁଲ ମୁସୁକି କେକେବିଏନ ମାଓସଂଗଠନର ଜଣେ ହାର୍ଡକୋର ମାଓବାଦୀ ଥିଲେ। ତା ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ୨୦୨୧ ସେପ୍ଟେମ୍ବରରେ ସେ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିବା ପରେ ରାହୁଲ ଓ ମାଧୁରୀ ଦୁହେଁ ନୂଆପଡା ରିଜର୍ଭ ପୋଲିସରେ ରହିଆସୁଥିଲେ। ରିଜର୍ଭ ପୋଲିସସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ସଂପୂର୍ଣ ହିନ୍ଦୁ ରୀତିନୀତିରେ ଉଭୟଙ୍କ ବିବାହ ହୋଇଛି। ବିବାହ ଉତ୍ସବରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜି ରାଜେଶ ପଣ୍ଡିତଙ୍କ ସମେତ ବହୁ ପୋଲିସ ଅଫିସର, ବୁଦ୍ଧିଜୀବୀ ନବ ମାଓଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
Discover more from odia.bnslive.in
Subscribe to get the latest posts sent to your email.
