ଚାଣକ୍ୟଙ୍କ ଏହି କଥାକୁ ମାନନ୍ତୁ, ସମସ୍ତ କାର୍ଯ୍ୟରେ ମିଳିବ ସଫଳତା

Creat A Revolution
           

ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ଅନେକ କଥା ଉଲ୍ଲେଖ କରିଛନ୍ତି। ନୀତି ଶାସ୍ତ୍ରରେ ବୈବାହିକ ଜୀବନ ଓ ବ୍ୟବସାୟ, କର୍ମକ୍ଷେତ୍ର ସହ ଜଡିତ ଅନେକ କଥା ବିଷୟରେ ବର୍ଣ୍ଣନା କରିଛନ୍ତି। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ପାଇଁ ଜାଣନ୍ତୁ କିଛି ଉପାୟ…


ସଫଳତା ପ୍ରାପ୍ତି ପାଇଁ ଇଚ୍ଛୁକ ଥିଲେ, ନିଜ ଲକ୍ଷ୍ୟ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ସହଜରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏଥିପାଇଁ ନିଜର କାମ ପ୍ରଥମେ ସଠିକ ଶୈଳୀରେ ଓ ନିୟମ ପୂର୍ବକ ଯୋଜନା କରନ୍ତୁ।


ଆଚାର୍ଯ୍ୟଙ୍କ ଅନୁଯାୟୀ, ସର୍ବଦା ନିଜ ପରିଶ୍ରମକୁ ଜାରି ରଖନ୍ତୁ। କଠିନ ରୁ କଠିନ ପରିଶ୍ରମ କରନ୍ତୁ। କାମ ପ୍ରତି ଅବହେଳା କରନ୍ତୁ ନାହିଁ। ସଠିକ ନିୟମର ପାଳନ କରନ୍ତୁ। ସଠିକ ସମୟରେ କାମ କରିବା ଦ୍ୱାରା ହିଁ ଲକ୍ଷ୍ୟ ପୂରଣ ହୋଇଥାଏ।


ବିଶ୍ୱସ୍ତ ; ନିଜ କାର୍ଯ୍ୟ ପ୍ରତି ସର୍ବଦା ବିଶ୍ୱସ୍ତ ରୁହନ୍ତୁ। କାମ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ। ଏହାଦ୍ୱାରା ସହଜରେ ସଫଳତା ମିଳିଥାଏ।
ସଠିକ ସମୟରେ ନିଷ୍ପତ୍ତି ନିଅନ୍ତୁ। କଠିନ ପରିସ୍ଥିତିରେ ମଧ୍ୟ ଭୟ କରନ୍ତୁ ନାହିଁ। ଏହି ସମୟରେ ଧୈର୍ଯ୍ୟର ସହ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading