ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଖୋ ଖୋ ଟୁର୍ଣ୍ଣାମେଣ୍ଟ

ଆଠଗଡ -: ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦର ମିଳିତ ଆନୁକୂଲ୍ୟରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ସହିତ ରିଜୋନାଲ୍…

ଆଠଗଡରେ ପ୍ରଧାନ ମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ଲୁଟ୍ ପଛରେ ରଞ୍ଜନ ଆଚାର୍ଯ୍ୟ ପରିବାର, ବ୍ଲକ ପ୍ରଶାସନ ଓ ମନ୍ତ୍ରୀ ରଣେନ୍ଦ୍ର

ଆଠଗଡ -: ଆଠଗଡ ବ୍ଲକରେ ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉ ଥିବା ପ୍ରଧାନମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ହିତାଧିକାରୀଙ୍କୁ ନ ଦେଇ ବ୍ଲକ ପ୍ରଶାସନ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ତାଙ୍କ ମୁଣ୍ଡିଆଳ ଚାମଚା…

ନୂଆପାଟଣାରେ ଢେଙ୍କାନାଳ ସଦର ପୋଲିସକୁ କାଠଫାଳିଆରେ ଭୟଙ୍କର ମାଡ଼, ଜଣେ ଗୁରୁତର

କଟକ/ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ପଙ୍କାଳ ଗ୍ରାମକୁ ଗୋଟିଏ ଝିଅ ଅପହରଣ କେସର ତଦନ୍ତ ପାଇଁ ଆସିଥିବା ଢେଙ୍କାନାଳ ସଦର ଥାନାର କର୍ମଚାରୀଙ୍କୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଓ ତାର ସହଯୋଗୀଙ୍କ ତରଫରୁ ମାଡ଼ ମରାଯାଇଥିବା…

ତିଗିରିଆରୁ ବେଆଇନ ଗାଈ ମାଂସ ଓ ଟ୍ରକ ଜବତ, ଟ୍ରକ ଡ୍ରାଇଭର ଓ ହେଲ୍ପର ଗିରଫ …

ତିଗିରିଆ -: ତିଗିରିଆ ପୋଲିସ ପକ୍ଷରୁ ଆଜି ସକାଳେ ଏକ ବେଆଇନ ଗୋ ମାଂସ ବୋଝେଇ ଟ୍ରକ କୁ ଜବତ କରାଯିବା ସହ ଟ୍ରକ ରେ ଥିବା ଅନ୍ୟୁନ ୧୫ ଟନ ଓଜନର ବେଆଇନ ଗୋ ମାଂସ ଜବତ କରାଯାଇଛି। ଗାଡିର…

ତିଗିରିଆ ନୂଆପାଟଣାରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ …

ତିଗିରିଆ -: ତିଗିରିଆ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆଜି ବ୍ଲକର ନୂଆପାଟଣା ପଞ୍ଚାୟତ ସ୍ଥିତ ନୂଆପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଚଳିତ ଶିକ୍ଷାବର୍ଷର ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ…

କେଶରୀୟା ହିନ୍ଦୁ ପରିଷଦର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …

ସର୍ବପ୍ରଥମେ କେଶରୀୟା ହିନ୍ଦୁ ପରିଷଦ ଭାରତର ସଂସ୍ଥାପକ ଜ୍ଞାନରଞ୍ଜନ ଜେନା ରାଜ୍ୟ ସଭାପତି ସୁନୀଲ କୁମାର ସାହୁଙ୍କ ନାମ ଘୋଷଣା କରିଥିଲେ, ଏହାପରେ ମୁଖ୍ୟ ଅତିଥି ଶ୍ରୀ ମୁରଲୀ ଶର୍ମା ଜି ଆଗାମୀ ଦିନରେ ସଂଗଠନ କିପରି ସୁଦୃଢ ହେବ ଏବଂ…

ପଦ୍ମପୁର ମହାସମର : ସତ୍ୟର ସନ୍ଧାନରେ ସତ୍ୟ, ହେଲେ ଅସତ୍ୟ ଏଠି ରାଜ୍ କରେ !!!

ନିରଞ୍ଜନ ତ୍ରିପାଠୀ(ବରିଷ୍ଠ ସାମ୍ୱାଦିକ) ସତ୍ୟଭୂଷଣ ସାହୁ । ନାଁ ଯେମିତି ତାଙ୍କ କାମ ମଧ୍ୟ ସେମିତି । ଚଳିତ ପଦ୍ମପୁର ଉପନିର୍ବାଚନ ରେ କଂଗ୍ରେସ ଦଳ ପକ୍ଷରୁ ସେ ଆଜି ତାଙ୍କ ସମର୍ଥକଙ୍କ ସହିତ ଆସି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଠାରେ ତାଙ୍କ…

ବାଲିରେ ବସିଛି ବାଲି ଯାତରା , ଉତ୍କଳୀୟ ସଂସ୍କୃତିର କଥା କାହାଣୀ ଓ କିମ୍ବଦନ୍ତୀ …

କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ଠାରୁ । କେତେ ପ୍ରକାରର ଦୋକାନ ବଜାର, ମୀନା ବଜାର, ଚଟପଟି ଖାଇବାଠୁ ଆରମ୍ଭ କରି ଘରକରଣା ସାମଗ୍ରୀ ବି ଗଦା ହୋଇଛି ଏହି ମେଳାରେ । ବାଲିରେ ବସିଛି…

ପରୀ ରାଇଜର ପରୀ ରାଣୀ … ପରୀ ରାଇଜରେ ମଧ୍ୟ ଏହା ଚହଳ ପକାଇ ଦେଇଛି …

ଶରତ ଆକାଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ କୋଟି କୋଟି ତାରା ଗୋଟିଏ ଧାଡିରେ ଖାଲି ଶୋଭା ପାଉ ଥାଆନ୍ତି । ସତେ ଯେପରି ଆକାଶରେ ଦୁଧର ନଈଟିଏ ବହିଯାଉଛି । ସେଇଠାରେ ନଈର ଦୁଇ କୂଳରେ ଠିଆ ହେଲା ପରି ଦୁଇଟି…

ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି ଚକଡ଼ା ପୋକ, କ୍ଷୟକ୍ଷତି ଦାବିରେ ତହସିଲଦାରଙ୍କୁ ଦାବିପତ୍ର

କୋକସରା :- ଚକଡ଼ା ପୋକ ଫସଲର ନିରାକରଣ ତଥା କ୍ଷତିପୂରଣ ଦାବିରେ ବୁଧବାର କୃଷି ଓ କୃଷକ କଲ୍ୟାଣ ସମିତି ଧର୍ମଗଡ଼ ଉପଖଣ୍ଡ ଆବାହକ ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ବରେ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ’ ବ୍ଳକର…

error: Content is protected !!