ଜାତୀୟ ଆଇନ ସେବା ଦିବସ ପାଳିତ …

କୋକସରା :- କୋକସରା ତାଳୁକ ଆଇନ ସେବା ସମିତି ପକ୍ଷରୁ ବୁଧବାର ବ୍ଳକର ଲଡୁଗାଁ ଓ ଟେମରା ପଞ୍ଚାୟତ ଠାରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଛି l ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ରିତିକା ଜେନାଙ୍କ ଅଧ୍ୟକ୍ଷତାରେ…

ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଧାମନଗର ଦାୟିତ୍ୱ ନିଅନ୍ତୁ : ସୂର୍ଯ୍ୟବଂଶୀ

ବିଜୟ ପରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଅସ୍ତ୍ର ଉଠାଇଲେ ସୂର୍ଯ୍ୟବଂଶୀ ସୂରଜ। ପକ୍କା ରାଜନୀତିଆ ଭଳି ସେ ଦେଇଛନ୍ତି ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କୁ ସିଧାସଳଖ ଆହ୍ୱାନ ଦେଇଛନ୍ତି। ସୂର୍ଯ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ। ଧାମନଗରରେ…

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୫ରେ ହେବ ଉପନିର୍ବାଚନ, କାହା ଉପରେ ରହିବ ଜନତାଙ୍କ ଆର୍ଶୀବାଦ…

ନିରଞ୍ଜନ ତ୍ରିପାଠୀ(ବରିଷ୍ଠ ସାମ୍ବାଦିକ) – ଧାମନଗରର ନିର୍ବାଚନ ଫଳାଫଳ ରାଜନୀତିର ସମୀକରଣ ବଦଳାଇ ଦେଇଛି । ଲଗାତର ସମସ୍ତ ଉପ ନିର୍ବାଚନରେ ନିରଙ୍କୁଶ ସଫଳତା ହାସଲ କରିଥିବା ବିଜେଡି ବିରୋଧରେ ଧାମନଗର ରାୟ ବିଜେଡିକୁ ଆତ୍ମ ସମୀକ୍ଷା କରିବାକୁ ବାଧ୍ୟ କରିଥିବା…

ଅମ୍ଳାନ ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା

ତିଗିରିଆ -: ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ହେବାକୁ ଥିବା ଅମ୍ଳାନ ଯୋଜନା ତଥା ରକ୍ତହୀନତା ରୋଗର ନିରାକରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ର ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ…

ତିଗିରିଆ ବ୍ଲକ କାର୍ଯ୍ୟାଳୟରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ତିଗିରିଆ -: ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ…

କାଳୀପୂଜାରେ ରୋଗୀଙ୍କୁ ମେଡିକାଲ ମନା , ପୋଲିସର ଦବଙ୍ଗଗିରି !

ତିଗିରିଆ – ତିଗିରିଆ ଗଡଠାରେ ପ୍ରସିଦ୍ଧ କାଳୀପୂଜାକୁ ଦେଖିବା ପାଇଁ, ଦୈନିକ ହଜାର ହଜାର ଲୋକମାନଙ୍କ ସମାଗମ ହେଉଥିବା ବେଳେ, ମେଡିକାଲକୁ କାଳୀପୂଜା ଉପଲକ୍ଷେ ରୋଗୀମାନଙ୍କୁ ମନା । ଏହି ମନା କୈଣସି ସାଧାରଣ ଲୋକ କରୁନାହାନ୍ତି, ଏହି ମନା କରୁଛନ୍ତି…

ଆଠଗଡରେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୂର୍ଯ୍ୟଭବନ ପାଲଟିଛି ଅପରାଧିଙ୍କ ଆଡ୍ଡାସ୍ଥଳୀ

ଆଠଗଡ – ଆଠଗଡରେ ଏବେ ଗଣତନ୍ତ୍ର ବୋଲି କିଛି ନାହିଁ । ଏଠି ଚାଲିଛି ଗୁଣ୍ଡାମୀ ଶାସନ । ଗଣତନ୍ତ୍ରରେ ବିରୋଧ କରିବା ସମସ୍ତଙ୍କ ଅଧିକାର ଥିବାବେଳେ ଆଠଗଡରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଏଭଳି ଘଟଣାକୁ ନେଇ ଆଠଗଡ ସ୍ଥିତ…

କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ଏସିଏସ୍‌ଓ ମନୋଜ ପ୍ରଧାନ, ଚାଉଳ ହେରଫେର ଅଭିଯୋଗରେ ଜେଲ ଗଲେ …

ଭବାନୀପାଟଣା/କୋକସରା -: କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ କୋକସରା ବ୍ଲକରେ ୨୦୧୦ରେ ଏସିଏସ୍‌ଓ ତଥା ପରଚେଜ୍ ଅଫିସର ଭାବେ ଅବସ୍ଥାପିତ ଥିବା ଏସିଏସ୍‌ଓ ମନୋଜ ପ୍ରଧାନ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୫ ବର୍ଷ…

ଘରୋଇ ହିଂସା ମାମଲା, ଅନୁଭବ ଓ ବର୍ଷାଙ୍କ ଆବେଦନ ଖାରଜ

କଟକ -: ଘରୋଇ ହିଂସା ମାମଲାରେ ଅଦାଲତ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଚାବି ହସ୍ତାନ୍ତର ପ୍ରସଙ୍ଗରେ ଅନୁଭବଙ୍କ ପିଟିସନ ଖାରଜ କରିଥିବା ବେଳେ ‌ସୋସିଆଲ ମିଡିଆ ଭିଡିଓ…

ବିରୂପା ନଦୀ ବାଲିଘାଟ ପାଇଁ ହୋଇଥିବା ହତ୍ୟାକାଣ୍ଡକୁ ନେଇ ରାଜନିତୀ ସରଗରମ …

ଟାଙ୍ଗୀ-ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ବିରୂପା ନଦୀ ବାଲିଘାଟ ପାଇଁ ହୋଇଥିବା ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଏହିକିଯେ ଟାଙ୍ଗୀ ବ୍ଲକର ବିରୂପା ନଦୀ ବାଲିଘାଟ ନିଲାମ ପ୍ରକ୍ରିୟାରେ…

error: Content is protected !!