ରାଜ୍ୟରେ ଉପରମୁହାଁ କରୋନା, ଖୋର୍ଦ୍ଧାରେ ୨୦୦ଟପିଲା କଟକରେ ୧୦୦

ଭୁବନେଶ୍ବର -: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୧୧ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶୁକ୍ରବାର ଦିନ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୮ ଜଣ…

ଆପଣଙ୍କ ପାଇଁ ଖୁସି ଖବର, ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ ଭାଗ୍ୟ ଫିଟିବ

ଖଣ୍ଡଗିରି -: ଉଦୟଗିରି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଭାଗ୍ୟ ଖୋଲିବ। ବିଳମ୍ବରେ ହେଲେ ମଧ୍ୟ ଏହି ସୋ’ ପାଇଁ ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି)କୁ ଅନୁମତି ପ୍ରଦାନ କରାଯାଇଛି। ଐତିହ୍ୟକୁ ସୁରକ୍ଷା ଦେଇ…

ମହାପ୍ରଭୁଙ୍କ ‘ଗରୁଡ଼ ଶୟନ ଦ୍ୱାଦଶୀ’ର କିଛି ଅଜଣା କଥା …

ଯେଅମିତ ସାହସ ଓ ପରାକ୍ରମସଂପନ୍ନ ତେଜରେ ସମସ୍ତ ଦିଗକୁ ପ୍ରକାଶିତ କରନ୍ତି; ଯାହାଙ୍କ ପାଖରେ ନିଜ ଇଚ୍ଛା ଅନୁସାରେ ରୂପଧାରଣ କରିବାର ଶକ୍ତି ରହିଛି; ଯିଏ ଯେଉଁ ସ୍ଥାନକୁ ଯିବାକୁ ଚାହାଁନ୍ତି ଯାଇ ପାରନ୍ତି ଏବଂ ନିଜ ଇଚ୍ଛା ଅନୁସାରେ, ପରାକ୍ରମ…

ତିଗିରିଆରେ ଡବଲ ମର୍ଡର ! ଦୁଇଭାଇଙ୍କୁ ମାରିଦେଇ ଦୁର୍ଘଟଣାର ରୁପଦେବାକୁ ପ୍ରୟାସ

ତିଗିରିଆ-: ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଉପରଗଡ ଛକରେ ଦୁଇ ଭାଇଙ୍କ ସନ୍ଦେହ ଜନକ ମୃତ୍ୟୁ ।ପାରିପାର୍ଶ୍ବିକ ପରିସ୍ଥିତି ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଦର୍ଶାଉଥିଲେ ବି ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି।ମୃତକ ଦୁଇଜଣ…

ବଡମ୍ବା ବିଧାରପୁର ଠାରେ ପୁର୍ବ ଶତ୍ରୁତାରୁ ନୃଷଂସ ହତ୍ୟା

ଆଠଗଡ଼-: ବଡମ୍ବା ଥାନା ବିଧାରପୁର ଠାରେ ଜଣେ ଯୁବକଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ହତ୍ୟା କରାଯାଇଛି।ଘଟଣାର ବିବରଣୀରୁ ପ୍ରକାଶ ଯେ ମୃତକ ଯୁବକ ସୁଧାକର ଜେନା (୩୦) ମଣିଆବନ୍ଧ ଗ୍ରାମରୁ ଭୋଜି ଖାଇ ନିଜଗ୍ରାମ ବନମାଲିପୁରକୁ ଫେରୁଥିବା ବେଳେ ସେହି ଗ୍ରାମର…

ଆଠଗଡରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଆଠଗଡ଼-: କଥା ଦେଇଥିଲେ ସାରା ଜୀବନ ଅପେକ୍ଷା କରିବାକୁ କିନ୍ତୁ କଥା ରଖିଲେନି।ଅଧା ବାଟରୁ ହାତଛାଡି ଚାଲିଗଲେ।ଏ ଜୀବନ ରଖି ଲାଭ କଣ।ସିଏ ମୋତେ ଯେଉଁଠି ଅପେକ୍ଷା କରିଛନ୍ତି ମୁଁ ମଧ୍ୟ ସେଇଠିକି ଚାଲିଯିବି।ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ର ର…

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ 

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲାର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ପରିସରରେ ଆଜି ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି l ଯୁବ ରେଡକ୍ରସ୍, ଏନ.ଏସ.ଏସ., ଏନ୍.ସି.ସି. ଓ ଇକୋ କ୍ଳବର ମିଳିତ ଉଦ୍ୟମରେ ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା l…

ବରଗଡ଼ ବରପାଲିରେ ଲକ୍ଷାଧିକ ନକଲି ନୋଟ୍ ଜବତ୍ ଓ ୨ଅଭିଯୁକ୍ତ ଗିରଫ

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲା ବରପାଲି ଠାରେ ଏସ୍ ଟିଫ୍ ଦ୍ଵାରା ବିପୁଳ ପରିମାଣର ନକଲି ନୋଟ୍ ଜବତ୍ କରାଯାଇଛି । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶ ଗୋରେଖପୁର…

ଜୁଲାଇ ୮ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୮ ତାରିଖ, ଶୁକ୍ରବାର, ମିଥୁନ ୨୪ ଦିନ, ଆଷାଢ଼ ଶୁକ୍ଳ ନବମୀ ସଂ. ଘ.୬.୨୮ମି, ଚିତ୍ରା ନକ୍ଷତ୍ର ଦି.ଘ.୧୨.୪୮ମି., ତୁଳା ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ନବମୀର ସନ୍ଧ୍ୟା ଦର୍ଶନ ମେଷ- ଆଜି ଆପଣ ଦୁଃସାହସିକ କାମକରି ପ୍ରଶଂସିତ ହେବେ…

ଗଙ୍ଗେଇ ବିଦ୍ୟାଳୟ ତରଫରୁ ବନମହୋତ୍ସବ ପାଳିତ

ବରଗଡ(ନିରଞ୍ଜନ ତ୍ରିପାଠୀ) -: ସାତଦିନ ବ୍ଯାପି ବିଭିନ୍ନ କାର୍ଯ୍ଯକଳାପକୁ ନେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇରେ ପାଳିତ ହୋଇଥିବା ବନମହୋତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଅନ୍ତିମ ଦିନ ବୃକ୍ଷ ରୋପଣ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ଯଅତିଥି ଭାବେ ଶ୍ରୀମାନ…

error: Content is protected !!