ରାୟଗଡ଼ା -: ଝିଅ ବାହାଘର ପାଇଁ ଘରେ ଥିବା ନଗଦ ଟଙ୍କା, ସୁନା ଓ ରୂପାକୁ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଘଟିଛି ଏହି ଚୋରି। ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ନଗଦ ସାଢ଼େ ୩…
Category: ଜିଲ୍ଲା ଖବର
ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ସବୁଜ ମିଶନ ସେବା
କଟକ -: କଟକ ସଦର ବ୍ଲକ ୪୨ ମୌଜା,ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଶ୍ରୀରାମ ରେ ଅବସ୍ଥିତ ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ଅବସରରେ ଏକ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…
ରାଜ୍ୟ ଗଣଶିକ୍ଷା ବିଭାଗର ବିଚିତ୍ର ନିତି, ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କୁ ପଦନ୍ନୋତି …
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) – ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜଗତସିଂହପୁର ଶିକ୍ଷା ଜ଼ିଲ୍ଲାରେ ୩୨ଜଣ ସହକାରୀ ଶିକ୍ଷକଙ୍କର ପ୍ରଧାନଶିକ୍ଷକ ପଦବୀକୁ ପଦନ୍ନୋତି ହୋଇଛି । ହେଲେ ଜଣେ ଦୁର୍ନୀତିଗ୍ରସ୍ତ, କୁଚରିତ୍ର, ଭ୍ରଷ୍ଟାଚାର ସହକାରୀ ଶିକ୍ଷକଙ୍କ ବିରୋଧରେ ଏକାଧିକ…
ବାକିରେ ଚାଲୁଛି ମଧ୍ୟାହ୍ନ ଭୋଜନ : ପିଲାଙ୍କ ସଂଖ୍ୟା ଅନୁଯାୟୀ ଅର୍ଥ ଆସୁନି, ଚିନ୍ତା ବଢ଼ାଇଛି ପରିବା ଓ ଅଣ୍ଡା ଦର
ଗଞ୍ଜାମ -: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ମାସମାସ ଧରି ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ମିଳୁ ନଥିବାରୁ ପ୍ରଧାନଶିକ୍ଷକ ଓ ଏସ୍ଏଚ୍ଜିଗୁଡ଼ିକ ନାନା…
ଗାଁ ଭିତରେ ଚାଲିଲା ଡଙ୍ଗା, ଘର ଭିତରେ ପଶିଲା ଲୁଣୀ ପାଣି
ପୁରୀ -: ରବିବାର ସକାଳୁ ପୁଣି ଥରେ ଚିଲିକା ଅଶାନ୍ତ ହୋଇଛି। ଲଘୁଚାପ ପ୍ରଭାବରେ ସମୁଦ୍ରରେ ପ୍ରବଳ ଜୁଆର ଆସି ଚିଲିକା ଭିତରେ ପଶିଛି। ଏହି ଜୁଆର ଜନବସତି ଭିତରେ ପଶିଛି। ଗାଁ ଭିତରେ ଜୁଆର ପାଣି ଲହଡି ମାରିଛି। ଦୁଇରୁ…
କଳାହାଣ୍ଡି ଜୟପାଟଣାରେ ବନ୍ୟା, ଇନ୍ଦ୍ରାବତୀ ମୁଖ୍ୟ କେନାଲରେ ଘାଇ : ଶହ ଶହ ଏକର ଚାଷ ଜମି ଓ ଘର ଜଳମଗ୍ନ
କଳାହାଣ୍ଡି/ଜୟପାଟଣା -: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ିଥିବାର ଖବର ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସର୍ଗିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିପଡା ନିକଟରେ ପନ୍ଦର ଫୁଟର ଘାଇ ସୃଷ୍ଟି ହୋଇଛି। ଏହାଫଳରେ ନିକଟରେ ଥିବା ଚାଷ ଜମି…
କଟକରୁ ନକଲି ଔଷଧ ଜବତ ଘଟଣା : ୪ ବ୍ୟବସାୟୀ ଫେରାର, ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ
କଟକ -: କଟକରୁ ନକଲି ମେଡିସିନ୍ ଜବତ ହେବା ଘଟଣାରେ ନକଲି ମେଡିସିନ୍ ବିକ୍ରି କରିଥିବା ଦୁଇ ହୋଲସେଲର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି…
ଶିକାରୀ କବଳରୁ ବଞ୍ଚିପାରିଲାନି ଦନ୍ତା, ବାଙ୍କୀ ବନାଞ୍ଚଳରେ ହାତୀ ମୃତ୍ୟୁ
ବାଙ୍କୀ -: ରାଜ୍ୟରେ ହାତୀମଡ଼କ ଥମିବାର ନାଁ ନେଉନି। କେତେବେଳେ ଶିକାରୀ ହାବୁଡ଼ରେ ତ କେତେବେଳେ ବିଦ୍ୟୁତ୍, ରେଳବାଇ ବା ବିଭାଗୀୟ ଅବହେଳା କାରଣରୁ ମୃତ୍ୟୁ ଘଟୁଛି। ତଥାପି ବିଭାଗର ଚେତା ପଶୁନାହିଁ କି ହାତୀମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଶନିବାର ଦିନ…
ନବଜାତକୁ ମାରିଦେଲା ଅମ୍ବୁଲାନ୍ସ , ୧୦୨ ହେଲା କାଳ : ଶ୍ବଶୁର-ବୋହୂ ଗୁରୁତର
ଜଗତସିଂହପୁର -: ଗୁରୁତର ଅବସ୍ଥାରେ ଗର୍ଭବତୀ ଓ ତାଙ୍କ ଶ୍ବଶୁର ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନବଜାତକ ଶିଶୁପୁତ୍ର ଆଖିବୁଜିଛି। ଜଣେ ଆସନ୍ନପ୍ରସବା ବୋହୂକୁ ଧରି ୧୦୨ ଆମ୍ବୁଲାନ୍ସରେ ହସ୍ପିଟାଲ ଅଭିମୁଖେ ଯାଉଥିବା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାକଡ଼ର…
ଅସହାୟକୁ ସହାୟ ହେଲେ ଅଭୟ, କ୍ୟାନସର ପିଡିତଙ୍କୁ ନେଇ ମେଡିକାଲ ପର୍ଯ୍ୟନ୍ତ ଗଲେ …
ଆଠଗଡ -: କର୍କଟ ରୋଗରେ ପୀଡିତ ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ଗ୍ରାମର ୩୦ ବର୍ଷିୟ ଯୁବକ ମିଥୁନଙ୍କୁ ସହାୟତା ର ହାତ ବଢାଇଛନ୍ତି ଯୁବ ସଂଗଠକ ଅଭୟବାରିକ। ମିଥୁନ ଗତ ଦୁଇବର୍ଷ ତଳେ ମିନତି ଙ୍କୁ ବିବାହ କରିଥିଲେ।ତାଙ୍କର ଦେଢ଼ ମାସର…
