ଅଜଣା ରୋଗ ନୁହେଁ ଅତ୍ୟଧିକ ମଦ୍ୟପାନ ପାଇଁ ଯାଉଛି ଜୀବନ, ମାଲକାନଗିରି ସିଡିଏମଓ ଖୋଲିଦେଲେ ପୋଲ …

ମାଲକାନଗିରି -: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗ ସଂପର୍କରେ ମାଲକାନଗିରି ସିଡିଏମଓ ଡ. ପ୍ରଫୁଲ୍ଲ କୁମାର ନନ୍ଦ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଅଜଣା ରୋଗରେ ନୁହେଁ, ବରଂ ଅତ୍ଯଧିକ ମଦ୍ଯପାନ ଯୋଗୁ ଗ୍ରାମବାସୀ ପ୍ରାଣ ହରାଉଛନ୍ତି। ମାଲକାନଗିରି…

ମୋ ପାଖରେ ଯେଉଁ ଭିଡିଓ ଅଛି ତାହା ଦେଲେ ମୋର ଇଜ୍ଜତ ଯିବ, ବାପାଙ୍କୁ ବ୍ଲାକ୍‌ମେଲିଂରୁ ବଞ୍ଚାଇଲେ ପୁଅ

ବଲାଙ୍ଗୀର -: ଘର ମାଲିକଙ୍କୁ ବ୍ଲାକ୍‌ମେଲିଂ କରି ତିନିଲକ୍ଷ ଟଙ୍କା ଭଡ଼ାଟିଆ ନେଇଯିବା ମାମଲା ଚାଞ୍ଚଲ୍ୟ ଖେଳାଇଛି। ବାପା ବ୍ଲାକ୍‌ମେଲିଂର ଶିକାର ହେଉଥିବା ଜାଣିବା ପରେ ଏୟାରଫୋର୍ସରେ ଥିବା ପୁଅ ବ୍ଲାକ୍‌ମେଲରଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି। ଟାଉନ ପୁଲିସ ଉଭୟ ବ୍ଲାକ୍‌ମେଲର୍‌ ଯୋଡ଼ି…

ଲଗାଣ ବର୍ଷା ଫଳରେ ଗଞ୍ଜାମରେ ବନ୍ୟା ପରିସ୍ଥିତି, ଘୋଡ଼ାହାଡ଼, ବାଘଲଟି ଛାଡ଼ିଲା ବନ୍ୟାଜଳ

ଗଞ୍ଜାମ -: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଜଳଭଣ୍ଡାର ବାଘଲଟି ଓ ଘୋଡ଼ାହାଡ଼ରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୁ ବନ୍ୟା ଜଳ ଛଡ଼ା ଯାଇଛି। ବାଘଲଟିରୁ ୩ଟି ଗେଟ୍ ଦେଇ ବାହୁଦା ନଦୀକୁ…

ବିଜେପି ସମର୍ଥିତ ବୋଲି ଶୁଣିଲାନି ପ୍ରଶାସନ, ରାସ୍ତା ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ …

କେନ୍ଦ୍ରାପଡ଼ା -: ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ଗାଁର ରାସ୍ତା ନିର୍ମାଣ ପାଇଁ ଘରକୁ ଘର ବୁଲି ଭିକ ମାଗୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ପେଗରପଡ଼ା ପଂଚାୟତର ଏହି ଦୁଇ ଲୋକ ପ୍ରତିନିଧିଙ୍କର ଏଭଳି କାର୍ଯ୍ୟ ଏବେ…

ଚାଟ୍‌ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଦେଲା …!

ବଡମ୍ବା/ ତିଗିରିଆ –:ଚାଟ୍‌ରେ ବିଷ ମିଶାଇଥିଲା ବାପା ! ଚାଟ୍‌ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବଡମ୍ବା ଥାନା ଅଭିମାନପୁର ବୀରବରପୁର ଗାଁରେ ବିଷ ମିଶା ଚାଟ୍‌ ଖାଇ ଗୋଟିଏ…

ନିଶା କାରବାରକୁ ନେଇ ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ଗଡିଲା ୩ ମୁଣ୍ଡ…

ଭୁବନେଶ୍ୱର -: ରାଜଧାନୀରେ ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ୟୁନିଟ୍‌ -୮ ନାରାୟଣ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ୩ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଲେଡି ଡନ୍‌ ଓ ତାଙ୍କ ସ୍ୱାମୀ ସମେତ ସହଯୋଗୀ । ଘଟଣାରେ ଜଣେ ମୃତ…

ବର୍ଷା-ଅନୁଭବ କୋର୍ଟରେ ଦାଖଲ କରିବେ ୧୦୦୦୦ ଟଙ୍କା

କଟକ -: ୫ ହଜାର ଟଙ୍କ‌େ ଲେଖାଏ ଗଣିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କର ସ୍ବାମୀ ସାଂସଦ ଅନୁଭବ ମହାନ୍ତି। ପରିବାର ଅଦାଲତ ଏହି ଭଳି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ବିଳମ୍ବ କରିଥିବାରୁ ଉଭୟ ବର୍ଷା ଓ ଅନୁଭବ…

ଦୁଇ ମାଓବାଦୀଙ୍କ ବିବାହ କରାଇଲେ ପୋଲିସ୍ …

ନୂଆପଡ଼ା -: ମୁଖ୍ୟସ୍ରୋତକୁ ଫେରି ନୂଆ ଜୀବନ ଜିଉଁଛନ୍ତି ମାଓବାଦୀ। ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀଙ୍କୁ ବିବାହ କରାଇଛି ନୂଆପଡ଼ା ପୋଲିସ୍। ନୂଆପଡା ଜିଲା ସିନାପାଲି ବ୍ଲକ କନ୍ଦେନଝରେନ ଗାଁର ମାଧୁରୀ କମାର…

ଆଈର ମୃତ୍ୟୁ ପରେ ନାତିର ଜୀବନ ଗଲା

ପାଟଣାଗଡ଼ -: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ଗତ ରାତିରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ନାବାଳକ ନାତିର ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…

ଗଣେଶ ମୂର୍ତ୍ତି ବିବାଦ, ଏଭଳି ନିଷ୍ପତ୍ତି ନେଲେ ହାଇକୋର୍ଟ …

କଟକ -: ଗଣେଶ ମୂର୍ତ୍ତି ବିବାଦରେ ହସ୍ତକ୍ଷେପ କରିବାକୁ ଓଡ଼ଶା ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ଓଡ଼ଶା ଉଚ୍ଚ ନ୍ୟାୟାଳୟ ପୁଲିସ୍ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ମାମଲାରେ ପୁଲିସ ପକ୍ଷରୁ ବିକୃତ ମୂର୍ତ୍ତି ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି…

error: Content is protected !!