ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ …

ମାଲକାନଗିିରି -: ସାରା ରାଜ୍ୟରେ ଆଜି ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ମାଲକାନଗିିରି ଜିଲ୍ଲାରେ ମଧ୍ୟ ୩ଟି ସେଣ୍ଟରରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ ହେଉଛି। ଯାହା ଶୁଣା ଯାଉଛି ଏହି ଓଟିଇଟି ପରୀକ୍ଷା…

୪୨ ମୌଜାରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ଓ ପାଠଚକ୍ର ଅନୁଷ୍ଠିତ

କଟକ -: କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ସ୍ଥିତ ବହଳପଡା ଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାଳନ୍ଦୀ ଚରଣ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦଙ୍କ…

ଶିକ୍ଷା ଜ୍ୟୋତି ସଂମ୍ମାନରୁ ବଞ୍ଚିତ ହେଲେ ସୁଭଦ୍ରା, ବଞ୍ଚିତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ମୋବାଇଲ ପ୍ରଦାନ

ଆଠଗଡ – ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ ମିନୀ ଷ୍ଟାଡିୟମ ଠାରେ ଆୟୋଜିତ ଶିକ୍ଷା ଜ୍ୟୋତି ସଂମ୍ମାନ କାର୍ଯ୍ୟକ୍ରମରେ ବଞ୍ଚିତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ମୋବାଇଲ ଦେଇ ସଂମ୍ମାନିତ କଲେ ଆଠଗଡ ସମାଜ ସେବି ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଅଭୟ କୁମାର…

ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀଙ୍କ ଆଗୁଆ ଜାମିନ ଆବେଦନ ମାମଲା …

କଟକ -: ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ବର୍ଷାଙ୍କ ସହ ତାଙ୍କ ମାଆ ଦୀପା ସାହୁ ଏବଂ ଝିଆରି ଆୟୁସି ପ୍ରିୟଦର୍ଶିନୀଙ୍କୁ ଜଷ୍ଟିସ ଆଦିତ୍ଯ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୩…

ଏଫ୍‌ସିଆଇ ଗୋଦାମ ବନ୍ଦ କରିବାକୁ ଚକ୍ରାନ୍ତ …

ରାଉରକେଲା -: ସହରରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଗୋଦାମ ବନ୍ଦ ଅବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି। ସାଢ଼େ ୧୨ ହଜାର ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ମହଜୁଦ କ୍ଷମତା ରହିଥିବା ଗୋଦାମଗୁଡ଼ିକ ଏବେ ଖାଲି ପଡିଛି। ତିନିଟି ଗୋଦାମ…

ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ,  ବଢିଲା ବନ୍ୟା ଆଶଙ୍କା

ସମ୍ବଲପୁର -: ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ…

ମେଡିକାଲ ଭିତରେ ଆକ୍ରମଣ, ମା ଆଗରେ ପୁଅକୁ ମାରିଦେଲେ

ବଲାଙ୍ଗୀର -: ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।। ଏଠାରେ ମା ଓ ପୁଅଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି। ଆଜି ସକାଳୁ ସକାଳୁ…

ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍‌, ୧୪ ଜିଲ୍ଲାକୁ ସତର୍କତା ଜାରି

ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍‌ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍‌ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪…

ବିଦ୍ୟାଳୟ ଗଠନରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଆଜିର ଶିଶୁ ଭବିଷ୍ୟତର ସୁନାଗରିକ – ସଦାନନ୍ଦ ଦାଶ ମହାରାଜ

ଆଠଗଡ -: ଆଠଗଡ ସହର ସ୍ଥିତ ଅଶୋକନଗରଠାରେ ନୂତନ ଭାବେ ଗଢିଉଠିଥିବା ସ୍ୱାମୀ ବିବେକାନନ୍ଦ ଆଡ଼ଭାନ୍ସ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି l ସ୍କୁଲ ପରିଚାଳନା କମିଟର ସଭାପତି ଅଶୋକ କୁମାର ମହାନ୍ତିଙ୍କ…

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ପାଇକମାଳର ସହକାରୀ କୃଷି ଅଧିକାରୀ …

ଭୁବନେଶ୍ବର/ବରଗଡ଼ -: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରା ପଡିଛନ୍ତି ବରଗଡ଼ ଜିଲ୍ଲା ପାଇକମାଳର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ସାର ଡିଲରଙ୍କ…

error: Content is protected !!