ଆଠଗଡ -: ଆଜି କ୍ରାନ୍ତି ଦିବସ ଅବସରରେ ଆଠଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି l ସଂଘର ବରିଷ୍ଠ ସାମ୍ବାଦିକ ସନାତନ ରାୟ ସଭାପତିତ୍ୱ କରି ମୁଁ ହେଉଛି ପରାଧୀନ…
Category: ଜିଲ୍ଲା ଖବର
ବାଙ୍କୀ ଥାନା ତାଳବସ୍ତ ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା …
ବାଙ୍କୀ -:ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ବେହୋସ। କଟକ ବାଙ୍କୀ ଥାନା ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଅଭିଯୋଗ। ସପ୍ତମ ଶ୍ରେଣୀର ଛାତ୍ର ଦେବାଶିଷ ବେହେରାଙ୍କୁ କୌଣସି କାରଣରୁ ନିସ୍ତୁକ ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ। ସେଠାରେ ଦେବାଶିଷ ଅଚେତ ହୋଇପଡ଼ିଥିଲେ।…
ଯୁବ ବିଜେପିର ଆଇଡଲ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଯୁବ ବିଜେପିର ଆଇଡଲ,ସମସ୍ତଙ୍କ ସୁଖ ଦୁଃଖ ର ସାଥି କଟକ ଜିଲ୍ଲା ବିଜେପିର ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଏବେ ଆଣ୍ଠୁ ରେ ସ୍ନାୟୁ ଜନିତ ସମସ୍ୟା ରେ ପଡି ଚିକିତ୍ସିତ ହେଉଛନ୍ତି…
ମଣିଷ ଓ ବନ୍ୟଜନ୍ତୁଙ୍କ ପାଇଁ ବିପଦ ତିଗିରିଆ ବନାଞ୍ଚଳ, ଫାଇଦା ନେଉଛନ୍ତି ଜଙ୍ଗଲ ମାଫିଆ
ତିଗିରିଆ -: ତିଗିରିଆ ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲ ଏବେ ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ବନ ବିଭାଗର ନିଷ୍କ୍ରିୟତାରୁ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ଛକାପଂଝା ଲାଗି ରହୁଥିବା ଅଭିଯୋଗ ହେଉଛି। ବନ୍ୟଜନ୍ତୁଙ୍କ ଆକ୍ରମଣରେ…
ପାଣିରେ ପହଁରୁଛି ମୋ ବସ୍, ଅଳ୍ପକେ ବତ୍ତିଲେ ଯାତ୍ରୀ
ଜଟଣୀ -: ଆଜି ଜଟଣୀ ରେଳ ଭୂତଳ ରାସ୍ତାରେ ଏକ ‘ମୋ ବସ୍’ ବୁଡ଼ିଯାଇଥିଲା। ସୌଭାଗ୍ୟକୁ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ବସ୍ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ, ବସ୍ ଚାଳକ ଓ କଣ୍ଡକ୍ଟର ପହଁରି ପହଁରି ଭୂତଳ ରାସ୍ତାରୁ ଉପରକୁ ଉଠି…
ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ …
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତ ର ଜପକୁଦ ବଜାର ଠାରେ ଲକି ଡାଇଗ୍ନୋଷ୍ଟିକ୍ର ଓ ମା ହେଲଥ କେୟାର ,ରୋଟାରୀ କ୍ଲବ ଅଫ ବିରୁପା,ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସା…
ସରକାରୀ ଆବାସିକ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ …
ମାଲକାନଗିରି -: ମାଲକାନଗିରି ଜିଲ୍ଲା ସଦର ବ୍ଳକର ଏକ ସରକାରୀ ଆବାସିକ ସ୍କୁଲର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ଛାତ୍ରୀଜଣଙ୍କ ଘର ମାଥିଲି ବ୍ଲକ ସାଉଁଳିଗୁଡା ବୋଲି ଜଣାପଡିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ଜୁଲାଇ…
ବାପାଙ୍କୁ ବଞ୍ଚାଇବା ପାଇଁ ମିଛ କହିଥିଲା ଝିଅ, ଖୋଲିଲା ବୀଭତ୍ସ ହତ୍ୟାକାଣ୍ଡର ଗୁମର …
ଘଟଗାଁ/ ଢେଙ୍କିକୋଟ -: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ପଞ୍ଚାୟତ ମୁଣ୍ତାଟାଙ୍ଗର ଗ୍ରାମରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ବାମୀଙ୍କ ବନ୍ଧୁ ନୁହେଁ ସ୍ବାମୀ ହିଁ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ବାପାକୁ…
୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ
ଝାରସୁଗୁଡ଼ା -: ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ…
ମା’ ଝିଅଙ୍କୁ ଗାଡି ଚଢାଇ ମାରିଦେଲା ଦୁର୍ବୁତ୍ତ, ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରୁଥିଲେ …
ଯାଜପୁର -: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିବା ବେଳେ ଗତକାଲି ମା’-ଝିଅ (ଝିଅ ଓ ନାତୁଣୀ) ଶ୍ରୀତିକା ଚକ୍ରବର୍ତ୍ତୀ (୪୭) ଓ ଝିଅ ସୋନାଲି ଚକ୍ରବର୍ତ୍ତୀ (୨୫) ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟଣା ନୂଆ ମୋଡ ନେଇଛି। ଉଭୟ ମା’…
