ଜଗତସିଂହପୁରରେ ୮ ଜଣ ପରିବେଷବିତଙ୍କୁ ପ୍ରକୁତିବନ୍ଧୁ ପୁରସ୍କାର ପ୍ରଦାନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ 2021/22 ଆର୍ଥିକ ବର୍ଷ ନିମନ୍ତେ୮ଟି ବ୍ଲକ ରୁ ୮ ଜଣ ପରିବେଷବିତଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି | ଏହି…

ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଆଠଗଡ/ତିଗିରିଆ -: ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼। ମହିଳାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ, ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାମ…

ପ୍ରମୋଶନ ବଦଳରେ ସସପେଣ୍ଡ, ରାଗରେ ନିଆଁବାଣ ଶିକ୍ଷୟତ୍ରୀ

ରେଢାଖୋଲ -: ପ୍ରମୋଶନ ଯାଗାରେ ମିଳିଲା ସସପେଣ୍ଡ ଚିଠି । ଏହାକୁ ବିରୋଧ କରି ଶିକ୍ଷୟତ୍ରୀ ଜଣକ ରାଗରେ ସ୍କୁଲର କାର୍ଯ୍ୟାଳୟରେ ତାଲା ପକାଇଲେ। ଯାହାଫଳରେ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଲେ ନିରିହ ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ…

କୁନାଲ କମ୍ପାନୀକୁ ଏନଜିଟି ଛାଟ: ଫାଇନ ପଡିଲା ୫୩ ଲକ୍ଷ ଟଙ୍କା …

କଟକ/ଢେଙ୍କାନାଳ -:  ଢେଙ୍କାନାଳ ଜିଲ୍ଲାରେ ବେଆଇନ ମୋରମ ଖନନ ଅଭିଯୋଗ ସଂକ୍ରାନ୍ତ ପ୍ରସଙ୍ଗରେ ଶୁଣାଣି କରି ପରିବେଶ କ୍ଷତି ଭରଣା ପାଇଁ ସଂପୃକ୍ତ ଠିକା କମ୍ପାନୀକୁ ୫୩ ଲକ୍ଷ ଟଙ୍କା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ…

ଘରୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା ଧମକ …

ମୟୂରଭଞ୍ଜ/ବୈଶିଙ୍ଗା -: ପୁଣି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରେ ଲଜ୍ଜା। ଉକ୍ତ ଥାନା ଅନ୍ତର୍ଗତ ମେର୍ଦା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ଆଦିବାସୀ ସମ୍ପ୍ରଦାୟର ନାବାଳିକାକୁ ସ୍ଥାନୀୟ ୨ ଜଣ ଯୁବକ ଗଣ ଦୁଷ୍କର୍ମ ପରେ ହତ୍ୟାର ଧମକ ଦେଇଥିବା…

ଆପଣ ଚା ପିଉଥିଲେ ସାବଧାନ୍, ପରିବେଶବିତଙ୍କ କଥା ଶୁଣିଲେ ଅପଣଙ୍କ ପାଦ ତଳୁ ମାଟିଖସିଯିବ

ଭୁବନେଶ୍ୱର -: ଆପଣ ଚା’ ପିଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ଜାଣିବାର ନିହାତି ଆବଶ୍ୟକତା ରହିଛି | କାରଣ ଆପଣ ପ୍ରତିଦିନ ଚା’ ମାଧ୍ୟମରେ ଶରୀରକୁ ବିଷ ନେଉଛନ୍ତି | ଆପଣଙ୍କ ଘରେ…

ଆଠଗଡରେ ବାହୁଡା ଅବସରରେ ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ଉନ୍ମୋଚିତ

ଆଠଗଡ – ଆଠଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଉଦୟଲାବଣ୍ୟର ସଫଳତା ପରେ ଏହି ସଂସ୍ଥା ଆଉ ଏକ ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ପ୍ରକାଶ କରିଛନ୍ତି l ପବିତ୍ର ବାହୁଡା ଦଶମୀ ଅବସରରେ ସ୍ଥାନୀୟ ଝୁଲଣ ମନ୍ଦିର ପରିସରରେ ଲାବଣ୍ୟବତୀ…

ବନ୍ଧୁ ଘରକୁ ଯାତ୍ରା ହେଲା ଶେଷ ଯାତ୍ରା, ସଲିଳ ସମାଧି ନେଲେ ଦୁଇ ନାବାଳକ

ରାଉରକେଲା -: ରାଉରକେଲା କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଅଛନ୍ତି। ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମର ପ୍ରୟାସ ଜାରି ରହିଛି। ମିଳିଥିବା…

ଆଜି ବାହୁଡ଼ିବେ ମହାପ୍ରଭୁ; ୧୨ଟାରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ -: ଆଜି ବିଶ୍ବନିୟନ୍ତା ମହାବାହୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାତି ୮ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ…

ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପିତ

ଆଠଗଡ଼(ସର୍ବେଶ୍ୱର ପଣ୍ଡା)-:ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପନ ଦିବସ।ବିଶିଷ୍ଟ ଗୀତିକାର ରାଧାନାଥ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଭଜନ ସମାରୋହରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁ ମୁଖ୍ୟଅତିଥି, ଆଠଗଡ଼ ବନଖଣ୍ଡ ଅଧିକାରୀ…

error: Content is protected !!