ଜଳେଶ୍ୱରରେ କଳା ପଲସର ଆତଙ୍କ, ଝାମ୍ପିନେଲେ ଲକ୍ଷାଧିକ ଟଙ୍କା

ଜଳେଶ୍ୱର -: ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲା ବେଳେ କଳା ପ୍ଲସରେ ଆସି ୧ଲକ୍ଷ ୮୦ ହଜାର ଝାମ୍ପି ନେଲେ ଦୁର୍ବୁତ୍ତ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପଶ୍ଚିମବଙ୍ଗ ରାଜ୍ୟ ମୋହନପୁର ଥାନା…

ଜନ୍ମ କଲା ମାଆକୁ ହାଣିଲା ପୁଅ …

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜିର ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ। ଏଠି ପୁଅ ମାଆର ଶତୃ ଓ ବାପାର ଶତୃ ସାଜୁଛି ।ବୁଦ୍ଧି ବିବେକ ହଜେଇ ପାଲଟି ଯାଉଛି ସଇତାନ । ହଁ ଆଜ୍ଞା ଏଭଳି ଏକ…

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ହେ୍ରାପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ର ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ମାଉସୀ ମା ପୀଠରେ ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କ୍ରିଷ୍ଣା କଲଚରଳ ଗ୍ରୁପ ପକ୍ଷରୁ…

ଆଠଗଡ଼ରେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ଆଠଗଡ଼-: ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମପଞ୍ଚାୟତ ର ରାଉତରାପୁର କାଜୁ ଜଙ୍ଗଲ ମଧ୍ୟରେ ଆଜି ଅପରାହ୍ନରେ ଜଣେ ଅଜଣା ଯୁବକ ରସି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି।ରସିଲଗାଇ ଥିବା କାଜୁ ଗଛ ନିକଟରେ ଏକ ମୋଟର ସାଇକେଲ ନମ୍ବର ଓଆର-୦୫-ଏଡି…

୪୦ ଲିଟର ଅପମିଶ୍ରିତ କୋରେକ୍ସ ସହ ନଗଦ ଟଙ୍କା ସ୍କୁଟି ଜବତ, ଜଣେ ଗିରଫ

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ ଜିଲ୍ଲା ପଦ୍ମପୁର ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ବସନା ରାସ୍ତା ଜଟିଆବନ୍ଧ ନିକଟରେ ପଦ୍ମପୁରର ଜନୈକ ଯୁବକ ପାଖରୁ ସୁଜୁକି କମ୍ପାନୀର ସ୍କୁଟି (ଓଡି୧୭ୟୁ୭୪୯୩)ସହ ୧୬ଗୋଟି କୋରେକ୍ସ ବୋତଳ, ଦୁଇଟି ଜାର୍ରେ ୪୦ ଲିଟର…

ରୁଚିକାର ଆତ୍ମାର ସଦଗତି ଓ ନ୍ୟାୟଦେବା ପ୍ରତିବାଦରେ ଆଠଗଡରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଆଠଗଡ଼ – ବିଜେବି କଲେଜ ଛାତ୍ରୀ ସ୍ଵର୍ଗତ ରୁଚିକା ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା ଓ ତାଙ୍କୁ ନ୍ୟାୟ ଦାବିରେ ଆଠଗଡ଼ରେ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଜେଡି ଯୁବସଂଗଠକ ଅଭୟକୁମାର ବାରିକଙ୍କ ନେତୃତ୍ୱରେ ଶତାଧିକ…

ସ୍ତ୍ରୀ ଥାନାକୁ ଗଲା ବୋଲି ଆତ୍ମହତ୍ୟା କଲା ସ୍ୱାମୀ …

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଶେଷରେ ବାଛିନେଲେ ଆତ୍ମହତ୍ୟାର ବାଟ । ଏକ ଅଭାବନୀୟ ଘଟଣା ଘଟିଛି ପାଗା ଫାଣ୍ଡି ଅଞ୍ଚଳରେ ।ଯେତେବେଳେ ମାନସିକ ଚାପ ଆସିଥାଏ ସେତେବେଳେ ମଣିଷ ବାଛି ନେଇଥାଏ ମୃତ୍ୟୁର ବାଟକୁ ।ଯେପରି କରିଛନ୍ତି ପ୍ରତାପ…

ଆଜି ହେରାପଞ୍ଚମୀ, ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଗୋପନରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ

ପୁରୀ -: ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି ନବବିବାହିତ ମହାପ୍ରଭୁ। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଚିନ୍ତାରେ ଅଛନ୍ତି। ଏସମ୍ପର୍କରେ ଲକ୍ଷ୍ମୀ ଠାକୁରାଣୀ ମା’ ବିମଳାଙ୍କ ପାଖରେ ପ୍ରକାଶ କରିବା ପରେ ଗୁଣ୍ଡିଚାବାଡ଼ିକୁ…

8 ଦଫା ଦାବି ନେଇ ରିଟେଲ ମହାସଂଘର ବ୍ଲକ କାଯ୍ୟାଳୟ ସମ୍ମୁଖରେ ଧାରଣା

ସାଲେପୁର(ଶିଶୁ କୃଷ୍ନ ନନ୍ଦ) – ଆଜି ସର୍ବ ଭାରତୀୟ ଡିଲରସ ଫେଡରେସନ ର ଡାକରାରେ ରିଟେଲ ମହାସଂଘ ପକ୍ଷରୁ 8 ଦଫା ଦାବି ନେଇ ଓଡ଼ିଶାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଫେକ୍ ଦୈନିକ ଖବରକାଗଜ ‘ପ୍ରଭାବ’ ନାଁରେ ସାମ୍ବାଦିକ ରହିବା ପାଇଁ ବିଜ୍ଞାପନ !

କଟକ – ବର୍ତ୍ତମାନ ସାମ୍ବାଦିକ ନାମକୁ କଳିଙ୍କତ କରିବା ପାଇଁ ଏକ ଗୋଷ୍ଠି ପ୍ରୟାସ ରତ । ମନ ଇଛା ୱେବପୋର୍ଟାଲ ଓ ଡିଜିଟାଲ ପ୍ଲାଟଫର୍ମରେ କୋଣସି ଶିକ୍ଷାଗତ ଯୋଗ୍ୟତା ନଥିବା ଅପରାଧରେ ଜଡିତଥିବା ବ୍ୟକ୍ତିତ୍ୱ ମାନେ ସାମ୍ବାଦିକ ବୋଲାଉଛନ୍ତି ।…

error: Content is protected !!