ତାଳଚେର -: ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏନେଇ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ଆଜି ସକାଳ…
Category: ଜିଲ୍ଲା ଖବର
ପାଣି ବୋତଲ ଚୋରି କରିବାରୁ ମାଡ଼ ମାରିଥିଲା ଦୋକାନୀ, ମାସକ ପରେ ଘରକୁ ଫେରିଲେ ୩ ନାବାଳକ
ରାଉରକେଲା -: ପାଣି ବୋତଲ ଚୋରି କରିନେଇଥିଲେ ୩ ନାବାଳକ। ଏଥିରେ ଉତ୍କ୍ଷିପ୍ତ ହୋଇ ଦୋକାନ ମାଲିକାଣୀ ସେମାନଙ୍କୁ ମାଡ଼ ମାରିଥିଲା। ଏଣୁ ଭୟଭୀତ ହୋଇ ସେମାନେ ସମ୍ବଲପୁରକୁ ପଲାଇଥିଲେ। ପ୍ରାୟେ ମାସେ ପରେ ସମସ୍ତଙ୍କୁ ଉଦିତନଗର ପୁଲିସ ସୁରକ୍ଷିତଭାବେ ଉଦ୍ଧାର…
ଟାଙ୍ଗିରେ ବୋହୁକୁ ଜାଳିଦେଲେ, ଥାନାରେ ବାପଘର ଲୋକଙ୍କ ଅଭିଯୋଗ
ଟାଙ୍ଗୀ -: ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା କୁମ୍ଭାରସାହିରେ ଏକ ପାଇଖାନା ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ କୁମ୍ଭାରସାହିର ପୁରୁଷୋତ୍ତମ ବେହେରା ଓରଫ୍ ଗଗନ ବେହେରାଙ୍କ ପତ୍ନୀ ସସ୍ମିତା ରଣା। ଗତକାଲି ବିଳମ୍ବିତ ରାତିରେ…
ମାହାଙ୍ଗାରେ ନବ ବଧୂକୁ ଯୌତୁକ ପାଇଁ ମାରିଦେଲେ ଶାଶୁ ଘର …
ମାହାଙ୍ଗା -: କଟକ ଜିଲ୍ଲା ମାହାଙ୍ଗା ଥାନା ହଂସଦିଆ ଗ୍ରାମର ଶ୍ୟାସୁନ୍ଦର ବାରିକଙ୍କ ସାନ ଝିଅ ସରୋଜିନୀ ବାରିକଙ୍କୁ ତାର ଶାଶୁଘର ଲୋକେ ହତ୍ୟା କରି ଥିବା ନେଇ ମାହାଙ୍ଗା ଥାନା ରେ ଅଭିଯୋଗ ହୋଇଛି। ଗତ ୮ମାସ ତଳେ ଯାଜପୁର ସବୁଅ…
IIC ସସ୍ମିତା ରଣାଙ୍କୁ ସସ୍ପେଣ୍ଡ କରିଛନ୍ତି ପୋଲିସ ଡିଜି
କଟକ -: କିଶନନଗର ଥାନା ଆଇଆଇସି ସସ୍ମିତା ରଣା ନିଲମ୍ବିତ ହୋଇଥିବାର ସୂଚନା ମିଳିଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ପୁଲିସ ଡିଜି ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ ଗଲା ୫ ଦିନ ହେଲା କିଶନନଗର ଥାନା ଅଧିକାରୀ ସସ୍ମିତା ରଣା ଆଉ ଥାନାକୁ…
କୃଷକ ମାନଙ୍କ ପାଇଁ ଏ ସରକାର ବୈମାତୃକ କାହିଁକି ? ଚାଷୀ ପାଇପାରୁନି ଧାନ ବିହନ କି ସୂଚନା …
ମାର୍ଶାଘାଇ -: ଜ୍ୟେଷ୍ଠ ଯାଇ ଆଷାଢ ହେଲା। ଆଉ କିଛିଦିନ ପରେ ଧାନ ରୁଆବେଉଷଣ। ପାଣିପାଗର ପରିବର୍ତନ ସାଙ୍ଗକୁ ସ୍ବଳ୍ପବୃଷ୍ଟିପାତ ଫଳରେ ଆଜିସୁଦ୍ଧା ଜମିକୁ ଲଙ୍ଗଳ ଯାଇନି। ଅକ୍ଷିମୁଠି ଅନୁକୂଳ ପରେ ଖାଲୁଆ ଜମି ସହିତ ସଅଳ ଅମଳକ୍ଷମ ବିଅଳୀ ଧାନ ବୁଣା…
ଆରୋଗ୍ୟ ଲାଭ କଲେ ମହାପ୍ରଭୁ, ଆଜି ଦ୍ୱାଦଶୀ ତିଥି ଶ୍ରୀଜିଉଙ୍କର ରାଜପ୍ରାସାଦ ବିଜେ ନୀତି
ପୁରୀ -: ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି…
ପୁଅକୁ ହତ୍ୟା କରିବା ପରେ ବାପାର ଆତ୍ମହତ୍ୟା …
ନୂଆପଡ଼ା -: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ଏଠାରେ ପୁଅକୁ ଟାଙ୍ଗିଆରେ ହାଣିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୌଣସି କାରଣରୁ ଫୋକଟପଡ଼ା ଗ୍ରାମର ନକୁଳ…
ମାରିଦେଲା ଠିକାସଂସ୍ଥା, ଅକାଳରେ ଚାଲିଗଲା ୩ଶିଶୁଙ୍କ ଜୀବନ
କୋରାପୁଟ -: ଠିକା ସଂସ୍ଥାର ଦାୟିତ୍ବହୀନତା ପାଇଁ ଅକାଳରେ ଚାଲିଯାଇଛି ୪ ଶିଶୁଙ୍କ ଜୀବନ। ରାସ୍ତା ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। କୋରାପୁଟ ସଦର ଥାନା ମାଝିଗୁଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା…
