କାର ସହ ୨୫ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିବା ବେଳେ ଏହି କାରବାର ଉପରେ ରୋକ ଲଗେଇବା ପାଇଁ ଫିରିଙ୍ଗିଆ ପୋଲିସ ମଧ୍ୟ୍ୟ ରୀତିମତ ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରିବା ସହ ବିଭିନ୍ନ ଅଂଚଳରୁ ବସ୍ତାବସ୍ତା ଗଞ୍ଜେଇ…

ଆଧାର କାର୍ଡ ରେ ତ୍ରୁଟି ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସତର ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ୭୫ ବର୍ଷୀୟ ବୃଦ୍ଧା

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଆଧାର କାର୍ଡ ରେ ତ୍ରୁଟି ଓ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଅବହେଳା ପାଇଁ ଜଣେ ୭୫ ବର୍ଷର ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି I ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା…

କାଳବୈଶାଖୀରେ ବିଭିନ୍ନ ଅଞ୍ଚଳରେ ବଜ୍ରାଘାତରେ ୧୧ ଗୋରୁ ମୃତ ଓ ଘର ଛପର ଉଡ଼ି ଯାଇଛି ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ ) କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି କାଳବୈଶାଖୀ ହେବା ଫଳରେ ବଜ୍ରାଘାତରେ ୧୧ଗୋରୁ ମୃତ ବରଣ କରିବା ସହିତ ପ୍ରବଳ ପବନ ଯୋଗୁଁ ଘର ଛପର ଉଡ଼ି…

ଟିକିଏ ବର୍ଷା ରେ ଘରେ ପଶୁଛି ପାଣି,ବର୍ଷ ବର୍ଷ ଧରି ସଫା ହେଉନି ତୁମୁଡିବନ୍ଧ ମାର୍କେଟ ଡ୍ରେନରିପୋର୍ଟ

ତୁମୁଡିବନ୍ଧ -:(ସିମାଞ୍ଚଳ ସାହୁ) ସ୍ଵଚ୍ଛ ଭାରତ ଅଭିଯାନ ରେ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା ବେଳେ କେବଳ ଫଟୋ ଉଠାଇ ସ୍ଵଚ୍ଛ ଭାରତ କରୁଥିବା ଦେଖାଦେଇଛି ତୁମୁଡ଼ିବନ୍ଧ ବ୍ଲକ ରେ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ତୁମୁଡିବନ୍ଧ…

ରେଡିଓ ସ୍ୱାତୀ ଦ୍ୱାରା ମେଧା ସମ୍ମାନ ପ୍ରଦାନ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ରେ ରେଡିଓ ସ୍ୱାତୀ ତରଫରୁ ୨୦୨୫ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ରେ କନ୍ଧମାଳ ଜିଲ୍ଲା ପାଇଁ ଗୈାରବ ଆଣିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଧା ସମ୍ମାନରେ…

୧୫ଦିନ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଅନ୍ଧାରରେ ବାଡ଼ିସୁଗା ହରିଜନ ସାହି ଗ୍ରାମବାସୀ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଫୁଲବାଣୀ ବ୍ଲକ ଗୁମାଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଡ଼ିସୁଗା ହରିଜନ ସାହି ଗ୍ରାମରେ ଟ୍ରାନ୍ସଫରମର ୧୫ଦିନ ହେଲା ପୋଡ଼ି ଯାଇଛି। ଫଳରେ ଗ୍ରାମବାସୀ ବିଦ୍ୟୁତ ସେବାରୁ ବଞ୍ଚିତ ରହିଛନ୍ତି।ବାଡ଼ିସୁଗା ହରିଜନ ସାହି ଗ୍ରାମବାସୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ଯାଇ ବାରମ୍ବାର…

ଘୋଷଯାତ୍ରାକୁ ଅପେକ୍ଷା , ସରିଲା ୧୬ଚକ ନିର୍ମାଣ

ରଥ ନିର୍ମାଣର ଆଜି ଥିଲା ଷୋଡ଼ଶ ଦିବସ। ଆଜି ସୁଦ୍ଧା ତିନିରଥର ଗୋଟିଏ ଗୋଟିଏ ନାହାକା ଅଖ ଉଭୟ ପାର୍ଶ୍ୱ ଗୋଲେଇ ସହ ମାଠେଣି କାର୍ଯ୍ୟ ଶେଷ ହୋଇଛି। ଗତକାଲି ସୁଦ୍ଧା ତିନି ରଥର ୧୨ ଗୋଟି ଚକର ନିର୍ମାଣ ଶେଷ…

ହାଭେଲସର ଲୟାଡ ପ୍ରଡକ୍ଟକୁ ନେଇ ଆସିଲା ବଡ ଖବର, ଲୋକଙ୍କୁ ଠକୁଛି ଏହି କମ୍ପାନି

କଟକ -: ଭାରତରେ ଅନେକ ଉତ୍ପାଦକ କମ୍ପାନି ଅଛି ହେଲେ କିଛି ପ୍ରଡକ୍ଟ ତିଆରି କରିଦିଅନ୍ତି ସତ ବିକ୍ରି ପାଇଁ ମନଲୋଭା କଥା ଦେଇଥାନ୍ତି । କେହି କେହି ନିଜ ପ୍ରଡକ୍ଟ ବିକିବା ପାଇଁ ଡିସକାଉଣ୍ଟ ଅଫର ଦିଅନ୍ତି ତ ଆଉ…

ମଣିପଦର(ତଳସାହି)ଗ୍ରାମବାସୀଙ୍କୁ ମାଟି ଚୁଆଁ ପାଣି ଭରଷା |ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମର ୧୨ ପରିବାର |

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସରକାରଙ୍କ ତରଫରୁ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଆଦିବାସୀ ଅଧ୍ୟଷିତ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ ଦ୍ବାରା ଦିଆଯାଉଥ‌ିବା ସୁବିଧା ନ ପାଇ ବହୁ ଅସୁବିଧାର…

ମଣିପଦର(ତଳସାହି)ଗ୍ରାମବାସୀଙ୍କୁ ମାଟି ଚୁଆଁ ପାଣି ଭରଷା |ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମର ୧୨ ପରିବାର |

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସରକାରଙ୍କ ତରଫରୁ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଆଦିବାସୀ ଅଧ୍ୟଷିତ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ ଦ୍ବାରା ଦିଆଯାଉଥ‌ିବା ସୁବିଧା ନ ପାଇ ବହୁ ଅସୁବିଧାର…

error: Content is protected !!