ବୈଦ୍ୟେଶ୍ୱର ପଞ୍ଚାୟତରେ ଝାଡ଼ା ବାନ୍ତି ପିଲାଙ୍କ ସମେତ ଲୋକ ହେଲେ ଆକ୍ରାନ୍ତ , ହୋଇପାରୁନି ଝାଡ଼ା ବାନ୍ତି ବନ୍ଦ ଡାକ୍ତର ଅଣାୟତ୍ତ

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ – କଟକଜିଲ୍ଲା ବାଙ୍କୀବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଗ୍ରାମରେ ବାହାଘର ଭୋଜିଖାଇ ପିଲାଙ୍କ ସମେତ ବଡ଼ଲୋଜ ଝାଡ଼ା ବାନ୍ତି ହୋଇ ବୈଦ୍ୟେଶ୍ୱର ମେଡ଼ିକାଲରେ ଭର୍ତିହେଲେ ଶତାଧିକ ଗ୍ରାମବାସୀ | ଗତ ତା ୧୬/୦୨/୨୦୨୫ ରବିବାର ଦିନ ଗ୍ରାମରେ ବଡ଼ସାହିରେ ପଦ୍ମ…

ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ରେ ବାର୍ଷିକ ଉତ୍ସବ ପାଳିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ରେ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ପଣ୍ଡା ମହୋଦୟ ଅତିଥି ବୃନ୍ଦଙ୍କୁ ସ୍ବାଗତ ଜଣାଇ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ସଂକ୍ଷିପ୍ତରେ ଉପସ୍ଥାପନ…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -: ବାଙ୍କୀବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି, ପ୍ରଧାନ ଆଚାର୍ଯ୍ୟ ଜୟଦେବ ରାଉତ ସଂଯୋଜନା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା…

ମାଲା ଗ୍ରାମରେ ଇଷ୍ଟଦେବୀ ମାଁ ପିତବଳୀ ବାର୍ଷିକ ପୁଜା ଉତ୍ସବ ଉଦଘାଟନରେ ଯୋଗଦେଲେ ସାଂସଦ ପ୍ରତିନିଧି ବିଧାୟକ ପ୍ରତିନିଧି

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗାଉପରସାହି ପଞ୍ଚାୟତ ମାଲା ଗ୍ରାମରେ ॐ ଶ୍ରୀ ଶ୍ରୀମାଁ ପିତବଳୀ ବାର୍ଷିକ ଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଛି। ମାଲା ଗ୍ରାମରେ ଶାଳଗଛ ମୂଳେ ଅବସ୍ଥିତ ॐ ଶ୍ରୀ ଶ୍ରୀ ମାଁ ପିତବଳୀ…

ଫୁଲବାଣୀ ପଞ୍ଚାୟତ ସମିତିର ନୂତନ ବିଡିଓଙ୍କୁ ବିଜେପି କର୍ମୀଙ୍କ ସ୍ୱାଗତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲା ଫୁଲବାଣୀ ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ସୋମ୍ୟ ରଞ୍ଜନ ପାତ୍ର ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଖଜୁରୀପଡା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଫୁଲବାଣୀ ବିଡିଓ ପ୍ରତୀକ ସାହୁଙ୍କ…

ଜମିରେ ପାଣି ମଡ଼ାଇବାକୁ ନେଇ ହିଂସା: ପୁତୁରାର କୋଡ଼ି ଚୋଟରେ କାକା ମୃତ

ସୋନପୁର/ଖାରି -: ସୁବର୍ଣ୍ଣପୁର ଜିଲ୍ଲାତରଭା ଥାନା ପାଣିମୋରା ଗାଁରେ ଜମିବାଡ଼ିକୁ କେନ୍ଦ୍ରକରି ଶନିବାର ଏକ ହତ୍ୟାକାଣ୍ଡ ଘଟିଛି।  ମୃତକ ହେଲେ ନବୀନ ମଲ୍ଲିକl ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ନବୀନ ନିଜେ ଚାଷ କରିଥିବା ଡ଼ାଳୁଅ ଧାନ କିଆରିରେ ପାଣି…

ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ ଉଡ଼ୁଥିବା ନୀଳଚକ୍ର ବାନା ଆଜି ଉଡ଼ିପାରିନି।

ପୁରୀ -: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟ ଦଣ୍ଡ ଆଜି ଭାଙ୍ଗିଯାଇଛି। ଫଳରେ ପତିତପାବନ ବାନା ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନି। କେବଳ ନୀଳଚକ୍ରରେ ବାନା ବାନ୍ଧି ଚୁନରା ସେବକ ଫେରିଥିବାବେଳେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ…

ଋଣ ନାଁରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କରୁ ୭୫ ଲକ୍ଷ ଟଙ୍କା ଚଳୁ!

ଛତ୍ରପୁର-: ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବିଜିପୁର ଶାଖାରେ ମିଥ୍ୟା ନଥିପତ୍ର ପ୍ରସ୍ତୁତ କରି ୧ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ  ପରେ  ପୁଣି ଛତ୍ରପୁର ଶାଖା ରେ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ଛତ୍ରପୁର…

କଳାବାଘ ଆତଙ୍କ! ବନବିଭାଗ କହଲା ଏମିତି…

ମୟୂରଭଂଜ-: ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ଦେଖାଦେବା ପରିବେଶବିତ୍‌ଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ହେଲେ ବାଘ କ୍ଷତି କରୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଗତ ୧ରୁ ୯ ତାରିଖ ମଧ୍ୟରେ ତିନୋଟି ଗାଈ, ଗୋଟିଏ ବଳଦକୁ ବାଘ ମାରି ଦେଇଥିବା ବେଳେ ଗୋଟିଏ ମଇଁଷି ଓ…

ଗୁରୁଡ଼ିଝଟିଆରେ ରେଳ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ

କଟକ -: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୁରୁଡ଼ିଝଟିଆ  ରେଲୱେ ପାର୍କିଂରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଛନ୍ତି ଜଣେ ଯୁବକ।  ଉକ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ଜଣାଯାଇଛି। ତାଙ୍କର…

error: Content is protected !!