ବିପଦ ସଂକୂଳ ଅବ୍ୟବସ୍ଥାରେ ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ମରାମତି ପାଇଁ ଦାବୀ କଲେ ପିଣ୍ଡାଙ୍ଗି ଗ୍ରାମବାସୀ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପାହିରାଜୁ ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ବହୁ ଅବ୍ୟବସ୍ଥାରେ ଏବଂ ବିପଦ ସଂକୂଳ ଅବ୍ୟବସ୍ଥାରେ ରହିଛି। ଯାହାକୁ ନେଇଁ ପିଣ୍ଡାଙ୍ଗି ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।…

ଫୁଲବାଣୀ ବିଧାୟକଙ୍କ ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ।

ଖଜୁରୀପଡ଼ା -:(ଅଚ୍ୟୁତ ଜାନୀ) କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକଙ୍କ ଛାତ୍ରଛାତ୍ରୀ ଶିକ୍ଷାର ଉନ୍ନତି ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେବାପରେ…

କାଦୁଅ ପଚପଚ ରାସ୍ତାରେ ଖଟିଆରେ ଗର୍ଭବତୀକୁ ବୋହିଲେ ବିଧାୟକ ପ୍ରତିନିଧି ଓ ମଣ୍ଡଳ ସଭାପତି

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବାଟ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ସ୍ଥାନୀୟ ବିଧାୟକ ଓ ମଣ୍ଡଳ ସଭାପତି । ତତ ସହିତ ରାସ୍ତାର ଦୁରାବସ୍ତା ଦେଖି ଦୁଃଖ…

ଆଧାର କାର୍ଡ ରେ ନାମ ସଂଶୋଧନ ପାଇଁ ଅଭିଯୋଗ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ତୁମୁଡିବନ୍ଧ ପଞ୍ଚାୟତ ଅନ୍ତର୍ଗତ କାଲିଶାପଦର ଗ୍ରାମର ଜୋସେଫ ମୁଠାମାଝୀ ଝିଅଙ୍କ ନାମ ଆଧାର କାର୍ଡ ରେ ରାହେଲି ମାଝୀ ପରିବର୍ତେ ରାଇଲି ମାଝୀ ଥିବା ଯୋଗୁ ଅନେକ ସମସ୍ୟା ସମ୍ମୁଖିନ ହେଉଛନ୍ତି ।…

ବଡ଼ ଦୁର୍ନୀତି , ଦଲାଲ କବଜାରେ କନ୍ଧମାଳରେ ଶିକ୍ଷା ବିଭାଗ !

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – ଦୀର୍ଘ ବର୍ଷର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାରେ ୨୦୨୩ ମସିହାରେ ଜୁନ୍ ରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ହୋଇଥିଲା।ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଡିଇଓ ପ୍ରମୋଦ କୁମାର ଷଡଙ୍ଗୀ, ଶିକ୍ଷକ ନେତା ବୋଲାଉ…

ପାଣ କୂଳ ସମାଜ ଗୋଛାପଡା ଶାଖା ନୂତନ କର୍ମକର୍ତ୍ତା ନିର୍ବାଚିତ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ପାଣ କୂଳ ସମାଜ କଲ୍ୟାଣ କମିଟି ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ କେଶବ ଦିଗାଲ ଙ୍କ ଅଧ୍ୟକ୍ଷତା ରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଅଛି। ଉକ୍ତ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ରେ…

କାର୍- ଟିପ୍ପର୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର

ବାଲେଶ୍ବର -: ବାଲେଶ୍ବର ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏଠାରେ କାର ସହ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର।ଜଣେ ମୃତ ଜଣେ ଗୁରୁତର। ଚାଲିଗଲା ଦାଦାଙ୍କ ଜୀବନ ପୁତୁରା ଗୁରୁତର। ବାହାଘରକୁ ରହିଥିଲା ଦୁଇଦିନ…

ବିଜେପି-ବିଜେଡି ମୁହାଁମୁହିଁ: ଆଠଗଡ଼ ବ୍ଲକ୍‌ ଅଫିସ ପାଲଟିଲା ରଣକ୍ଷେତ୍ର

ଆଠଗଡ -: ଆଠଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ ଆଜି ରଣକ୍ଷେତ୍ର ପାଲଟିଛି। ବିଜେପି, ବିଜେଡି କର୍ମୀ ପରସ୍ପରକୁ ଢେଲାପଥର ମାଡ଼ କରିଛନ୍ତି। ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜି, ଠେଲାପେଲାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉଭୟପକ୍ଷଙ୍କୁ ଶାନ୍ତ…

ପ୍ରଧାନମନ୍ତ୍ରୀ ଆବାସ ଗୃହ, ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା କାହାପାଇଁ :ସତରେ ଏଠି ସରକାର ଯୋଜନା ସାତ ସପନ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ଲବ ଦିଗାଲ ବୟସ ୬୬ ହେଇଥିଲେ ସତ୍ତ୍ୱେ ମ୍ୟୈଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଦୀର୍ଘ ବର୍ଷ ଧରି ଏହି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ରହି ଆସୁଛନ୍ତି।ଖରା ଦିନେ…

ଫୁଲବାଣୀରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଆଜି ସାରା ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କରେନେସନ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ଓ…

error: Content is protected !!