ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ “ଟ୍ୱିଟର ଗାର୍ଲ” ଦୀପା ବାରିକଙ୍କୁ “ଅନନ୍ୟା-୨୦୨୨” ସମ୍ମାନ

ବରଗଡ଼ (ନିରଞ୍ଜନ ତ୍ରିପାଠୀ) -: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ଭୁବନେଶ୍ୱର ହୋଟେଲ ମେ ଫେୟାର କନଭେନ୍ସନ ଠାରେ “କନକ ନିଉଜ୍” ତରଫରୁ ଆୟୋୟିତ ହୋଇଥିବା “ଓମେନ କନକ୍ଲେଭ ଅନନ୍ୟା-୨୦୨୨”ରେ ସମ୍ମାନିତ କରାଯାଇଛି |…

ଏକ ଦିବସୀୟ ଯୋଗ ଏବଂ ଯଜ୍ଞ ମହୋତ୍ସବ ଉଦଯାପିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ସlପଲହର ଗ୍ରାମରେ ଗତକାଲି ପତଞ୍ଜଳୀ ଯୋଗ ସମିତି ତଥା ଆର୍ଯ୍ୟସମାଜ ପକ୍ଷରୁ ଏକ ଦିବସୀୟ ଯୋଗ ଏବଂ ଯଜ୍ଞ ମହୋତ୍ସବ ଉଦଯାପିତ ହେଇଯାଇଛି l ପତଞ୍ଜଳୀ ଯୋଗପୀଠରୁ ଆସିଥିବା ଯୋଗଗୁରୁ ସ୍ୱାମୀ ରାମଦେବଜୀଙ୍କ…

ପୁରେନା ସାଇନିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବିକ୍ରମନଗର ଚ୍ୟାମ୍ପିଆନ

ବରଗଡ଼:- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ଗୌରେସନ ମିନି ଷ୍ଟାଡିୟମ ରେ ପୁରେନା ସାଇନିଙ୍ଗ ଷ୍ଟାର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ଗ୍ରାମର କ୍ରିକେଟ…

ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷା ଭାବେ ସୀତା ବାରିକଙ୍କ ଦାୟିତ୍ଵ ଗ୍ରହଣ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଏହି ଆସନକୁ ବିଜେଡି ଦଖଲ କରିଛି । ତେବେ ଅଧ୍ୟକ୍ଷା ପଦ ପାଇଁ…

ବରଗଡ଼ ଜିଲ୍ଲାରେ ହସ୍ତଶିଳ୍ପ ରଥ ପରିକ୍ରମାର ଶୁଭାରମ୍ଭ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ନିଶାମଣୀ ସରକାରୀ ହାଇସ୍କୁଲ ପଡ଼ିଆ(ଲୋକମଣ୍ଡପ) ଠାରେ ଆଗାମୀ ମାର୍ଚ୍ଚ ୩୧ ତାରିଖରୁ ଅପ୍ରେଲ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀ-୨୦୨୨ ଉପଲକ୍ଷେ ପ୍ରଦର୍ଶନୀ କମିଟିର ସଭାପତି…

ମା କନକଦୁର୍ଗା ପୀଠରେ ବାରୁଣୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ସ୍ଥିତ ପ୍ରସିଦ୍ଧ ସର୍ପ ଭୟ ନିବାରିଣୀ କ୍ଷେତ୍ର ମା କନକଦୁର୍ଗାଙ୍କ ପୀଠରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାର ର ହଜାର ହଜାର ଶ୍ରଦ୍ଧାଳୁ…

ଭାଲୁ ଆକ୍ରମଣରେ ୬୦ବର୍ଷର ବୃଦ୍ଧା ଗୁରୁତର

ନୂଆପଡ଼ା(ଡେନିସ ରାଏ)-ନୂଆପଡା ବ୍ଳକ ଅନ୍ତର୍ଗତ ବଏରଭାଡି ଗ୍ରାମରେ ଏକ ଜଙ୍ଗଲି ଭାଲୁ ଆଜି ସକାଳ ୭ ଘଟିକା ସମୟରେ ଗ୍ରାମର ୬୦ବର୍ଷିଆନ ବୃଦ୍ଧା ମଉଲୀ ପାଣ୍ଡେଙ୍କୁ ଲହୁଲୁହାଣ କରିବା ଫଳରେ ଅଞ୍ଚଳରେ ଆତଙ୍କର କଳାବାଦଲ ଘୋଟି ଯାଇଛି । ବୃଦ୍ଧା ଜଣକ…

ନବୋଦୟ ବିଦ୍ୟାଳୟରେ ପରିକ୍ଷା ପେ ଚର୍ଚ୍ଚା 

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ପାଇକମାଳ ଜବାହର ନବୋଦୟ ବିଦ୍ୟାଳୟରେ ପରିକ୍ଷା ଉପରେ ଚର୍ଚ୍ଚା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଛାତ୍ର ଛାତ୍ରୀମାନେ ପରିକ୍ଷା ସମୟରେ ଭୟଭିତ…

ଗ୍ରାମ ଦେବତୀଙ୍କ ଯାତ୍ରା ଅବସରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଘନାମାଲ ଗ୍ରାମରେ ମାଁ କାଳୀ ଡୁଙ୍ଗୁରୀଏନଙ୍କ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସ ସହିତ ଉଦଯାପିତ ହୋଇ ଯାଇଛି । ଏ ଅବସରରେ ସନ୍ଧ୍ୟା ସମୟରେ ଉଦଣ୍ଡ ବୈଠକି କିର୍ତ୍ତନ ସମାରୋହ ହୋଇଥିଲା ।…

ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ, କ୍ଷତିପୁରଣ ଦାବିରେ ରାଜପଥ ଅବରୋଧ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲା କଳାପାଣି ଛକର ଆନ୍ଧ୍ର ପଡ଼ାର ଏସ. ସତ୍ ରାଜୁ (୬୫)ଙ୍କ ମଙ୍ଗଳବାର ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ହୋଇଯାଇଛି। ସେ ଆଜି ସକା​‌ଳେ ଗାଈମାନଙ୍କ ପାଇଁ ବିଲରୁ ଘାସ କାଟିବାକୁ ଯାଉଥିବାବେଳେ ବିଲରେ ବିଳମ୍ବିତ ରାତିରେ ଛିଣ୍ଡି…

error: Content is protected !!