ନଦୀକୁ ଖସିଲା କାର୍ । ଉତ୍ତରାଖଣ୍ଡର ରାମନଗରରେ ଢେଲା ନଦୀରେ ଦୁର୍ଘଟଣା । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି ।…
Category: ଦେଶ- ବିଦେଶ
ଦେଶ ଜଳୁଛି, ଭାଇଚାରା ପାଇଁ କାହିଁକି ଅପିଲ କରୁନାହାଁନ୍ତି : ଅଶୋକ ଗେହଲଟ୍
ନୂୂଆଦିଲ୍ଲୀ -: ଦେଶ ଜଳୁଛି, ଉତ୍ତେଜନା ବଢ଼ୁଛି, ଲୋକଙ୍କ କ୍ରୋଧ ସହ ହିଂସା ବି ବଢ଼ୁଛି, ଏଭଳି ସମୟରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାତ ଯୋଡ଼ି ନିିବେଦନ କରୁଛି ଯେ, ସେ ଦେଶବାସୀଙ୍କୁୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା…
୨ ବୁଲେଟିନ୍ ପ୍ରଡ୍ୟୁସର୍ଙ୍କୁ ବହିଷ୍କାର କଲା ‘ଜି ନିଉଜ୍’, ଉଦେ୍ଦଶ୍ୟମୂଳକ ଭାବରେ ନ୍ୟୁଜ ପ୍ରସାରଣ କରିବା ପଡିଲା ମହଙ୍ଗା
ନୂଆଦିଲ୍ଲୀ -: ଜୁଲାଇ ୧ ତାରିଖରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କର ଏକ ‘ଡକ୍ଟର୍ଡ୍ ଭିଡିଓ କ୍ଲିପ୍’ ପ୍ରସାରଣ କରିବା ଦୋଷରେ ‘ଜି ନିଉଜ୍’ ତା’ର ବୁଲେଟିନ୍ ପ୍ରଡ୍ୟୁସର୍ ଏବଂ ଟ୍ରେନି ବୁଲେଟିନ୍ ପ୍ରଡ୍ୟୁସର୍ଙ୍କୁ ଚାକିରିରୁ ବହିଷ୍କାର କରିଛି। ସେ ଦୁଇଜଣ…
ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ‘ଶିବ’ ସିଗାରେଟ୍ ଜଳାଉଥିବା ବ୍ୟାନର୍ ଲଗାଇଲେ …
ଚେନ୍ନାଇ -: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟର୍ରେ ଦେବୀ କାଳୀ ସିଗାରେଟ୍ ଟାଣୁଥିବା ଦୃଶ୍ୟ ଲାଗି ଚାରିଆଡ଼େ ବିବାଦ ଚାଲିଥିବା ବେଳେ ବୁଧବାର ଦିନ ଚେନ୍ନାଇ ଅନ୍ତର୍ଗତ କନ୍ୟାକୁମାରୀରେ ଲାଗିଥିବା ଗୋଟାଏ ବ୍ୟାନର୍ରେ ଭଗବାନ ଶିବ ସିଗାରେଟ୍ ଲଗାଉଥିବା ଦୃଶ୍ୟ ରହିଛି।…
ବିଜେପିର ପ୍ରଦେଶ ଅଧ୍ୟକ୍ଷଙ୍କୁ ଛୁରୀରେ ଆକ୍ରମଣ …
ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ହତ୍ୟା କରାଯିବା ପରେ ଏବେ ରାଜସ୍ଥାନର ରାଜସମନ୍ଦରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କ ଉପରେ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ ଦଳର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ…
ଥାୱର ଚାନ୍ଦ ଗେହଲଟ ହେବେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ !
ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଅଗଷ୍ଟ ୬ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ଦିନ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏନଡିଏ ମେଣ୍ଟ…
ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ, ଫେରାର ହୋଇଗଲେ ଶହ ଶହ କଏଦୀ
ଆଫ୍ରିକୀୟ ଦେଶ ନାଇଜେରିଆରେ ଆତଙ୍କବାଦୀ ସଂଗଠନ ବୋକୋ ହାରାମର ହିଂସାକାଣ୍ଡ ବଢିଯାଇଛି । ମଙ୍ଗଳବାର ରାତିରେ ବୋକୋ ହାରାମର ସଦସ୍ୟମାନେ ରାଜଧାନୀ ଆବୁଜାଠାରେ ଥିବା ଏକ ଜେଲ ଉପରେ ଆକ୍ରମଣ କରି ସେଠାରେ ବନ୍ଦୀ ଥିବା ନିଜର ସଦ୍ୟମାନଙ୍କୁ ଛଡ଼ାଇନେଇଛନ୍ତି ।…
ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା, ଆଜିଠାରୁ ଲାଗୁ
ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ପୁଣି ବଢିଲା ଘରୋଇ LPG ଗ୍ୟାସ ସିଲିଣ୍ଡର ଦର। ୧୪.୨ କେଜି ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ବଢିଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା ବଢିଥିବାବେଳେ…
ଜୁଲାଇ ୬ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ), ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର, ପଦ୍ମପୁର, ଭେଉଁରିଆଛକ , ପୋ.ଅ.-ରାଜୋବୋଡାସମ୍ବର, ଜି.-ବରଗଡ, ଓଡିଶା, ପିନ-୭୬୮୦୩୬ ମୋ-୯୯୩୮୦୪୮୩୦୦ Email Id- panditashutoshpanigrahy@gmail.com ଆଜି ଜୁଲାଇ ୬ ତାରିଖ, ବୁଧବାର, ମିଥୁନ ୨୨ ଦିନ, ଆଷାଢ଼ ଶୁକ୍ଳ ସପ୍ତମୀ…
ମୋ ପାଇଁ କାଳୀ ମଦ, ମାଂସ ଖାଉଥିବା ଦେବୀଟିଏ …
ମୁମ୍ବାଇ -: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍ରକୁ ନେଇ ବିବାଦ ଉପୁଜିିବା ପରେ ଏ ନେଇ ନିଜର ମତ ରଖିଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର। ପୋଷ୍ଟ୍ରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟକୁ ନେଇ ବିବାଦ ଉପୁଜିବା ପରେ ସାଂସଦ…
