ମସ୍କୋ: ଗତକାଲି ରାତିରେ ୟୁକ୍ରେନ ପକ୍ଷରୁ ରୁଷିଆର ପ୍ରମୁଖ ତୈଳ ବିଶୋଧନାଗାର ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଛି। ଆକ୍ରମଣ ପରେ ଆକାଶରେ କଳା ଧୂଆଁ ଏବଂ ଉଚ୍ଚ ଅଗ୍ନିଶିଖା ଉଠୁଥିବା ଦେଖାଯାଇଥିଲା। ୟୁକ୍ରେନ ଟାର୍ଗେଟ କରିଥିବା ରିଫାଇନାରୀଟି…
Category: ଦେଶ- ବିଦେଶ
ଏହି ଗାଁର ଅଧିକାଂଶ ଲୋକ IAS; ନାହିଁ କୋଚିଂ ସେଣ୍ଟର କି ବଡ ସ୍କୁଲ
ଦେଶର ଲକ୍ଷ ଲକ୍ଷ ଆଶାୟୀ ପ୍ରତିବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି। କିନ୍ତୁ କିଛି ମାତ୍ର ଆଶାୟୀ ହିଁ ଏହି କଠିନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଥାନ୍ତି। ଦେଶରେ ଏପରି ଏକ ଗାଁ ଅଛି, ଯେଉଁଠାରେ ପ୍ରତ୍ୟେକ…
ସୋସିଆଲ ମିଡିଆ ପୋଷ୍ଟକୁ ଲାଇକ୍ କରିବା ପଡ଼ିଲା ମହଙ୍ଗା, ସାମ୍ବାଦିକଙ୍କୁ ୧୦୦୦୦ ଟଙ୍କା ଜରିମାନା
ଦିଲ୍ଲୀର ଏକ କୋର୍ଟ ଜଣେ ସାମ୍ବାଦିକଙ୍କୁ Xଙ୍କ ପୋଷ୍ଟକୁ ଲାଇକ୍ କରିବା ପାଇଁ ଜରିମାନା କରିଛନ୍ତି। ୨୦୧୯ରେ ଦାୟର ହୋଇଥିବା ଏକ ମାନହାନି ମାମଲାର ଶୁଣାଣି କରି କୋର୍ଟ ଏନଡିଟିଭି ସାମ୍ବାଦିକ ଗାର୍ଗୀ ରାୱତଙ୍କୁ ଟିପ୍ପଣୀକାର ଅଭିଜିତ ଆୟର ମିତ୍ରଙ୍କୁ ୧୦,୦୦୦…
ଫେସବୁକ୍ ୟୁଟ୍ୟୁବକୁ ନେଇ ମହାଭାରତ, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
କାଠମାଣ୍ଡୁ: ନେପାଳରେ ସୋସିଆଲ୍ ମିଡିଆ ନିଷିଦ୍ଧ ଘଟଣାକୁ ନେଇ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଭୟାନକ ରୂପ ନେଇଛି। ଗମ୍ଭୀର ରାଜନୈତିକ ଓ ସାମାଜିକ ସଙ୍କଟ ମଧ୍ୟରେ ଆଜି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍ ଇସ୍ତଫା…
ରେଣୁକାସ୍ୱାମୀ ହତ୍ୟା ମାମଲା: କୋର୍ଟରେ ଦର୍ଶନ କହିଲେ ମୋତେ ବିଷ ଦେଇଦିଅ, ମୁଁ ଏମିତି ବଞ୍ଚି ପାରିବିନି
କର୍ଣ୍ଣାଟକର ରେଣୁକାସ୍ୱାମୀ ହତ୍ୟା ମାମଲା ପୁଣି ଥରେ ଚର୍ଚ୍ଚାରେ । ଏଥର ଅଭିଯୁକ୍ତ କନ୍ନଡ ସୁପରଷ୍ଟାର ଦର୍ଶନ କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ଏପରି ଏକ ବୟାନ ଦେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ କହିଛନ୍ତି ଯେ ସେ କୌଣସି…
ମହଙ୍ଗା ହେବ ମେଡିସିନ୍ ! ଟ୍ରମ୍ପ୍ ଲଗାଇବେ ଔଷଧରେ ଟାରିଫ୍, ସମସ୍ତଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ
ଭାରତ ଋଷ ଠାରୁ ଯେବେଠୁ ତେଲ କିଣିବା ଆରମ୍ଭ କରିଛି ସେବେଠାରୁ ହିଁ ରକ୍ତ ଚାଉଳ ଚୋବାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ରାଗ ସୁଝାଇବା ପାଇଁ ଗୋଟିଏ ପରେ ଗୋଟିଏ ଜିନିଷ ଉପରେ ଟିକସ ଲଗାଇ ଚାଲିଛି ଆମେରିକ…
ମୋଦି ମହାନ ପ୍ରଧାନମନ୍ତ୍ରୀ, ସବୁବେଳେ ବନ୍ଧୁ ହୋଇ ରହିବି; ଟ୍ରମ୍ପଙ୍କ ବଡ଼ ବୟାନ
ଭାରତ-ଆମେରିକା ସମ୍ପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ ସ୍ବତନ୍ତ୍ର । କହିଲେ, ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରୁଷିଆଠାରୁ…
ପଶ୍ଚାତାପ କରୁଛି କି ଆମେରିକା ! ଚୀନ ପାଖରେ ଭାରତ ଓ ରୁଷକୁ ଦେଖି ବିଚଳିତ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ । ଟ୍ରମ୍ପ କହିଛନ୍ତି, ଭାରତ ଓ ରୁଷ ବିପଦପୂର୍ଣ୍ଣ ଚୀନ ହାତରେ ପଡ଼ିଯାଇଛନ୍ତି । ଆମେ ଦୁଇଦେଶକୁ ହରାଇଦେବା ପରି ମନେହେଉଛି । ଚୀନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି…
ଜୀବନ ଜିନ୍ଦାବାଦ୍: ପକ୍ଷୀଙ୍କ ସହ ଆଳାପ କରନ୍ତି ପନ୍ନାଲାଲ୍
ବେଳେ ବେଳେ ପଶୁପକ୍ଷୀ ସବୁ ରବ ବନ୍ଦ କରିଦେଲେ ବନସ୍ତ ନିସ୍ତବ୍ଧ ହୋଇଯାଏ। ଏମିତି ସମୟକୁ ଚାହିଁ ବସିଥାଆନ୍ତି ପନ୍ନାଲାଲ୍ ମହତୋ। ଏଥର ସେ ଅବିକଳ ପକ୍ଷୀଙ୍କ ପରି କାକଳି କରନ୍ତି। ଆଉ ତାଙ୍କ କାକଳି ଶୁଣିଲାକ୍ଷଣି ବହୁସଂଖ୍ୟକ ପକ୍ଷୀ ଫଡ୍ଫାଡ୍…
ଭାରତକୁ ଭରସା ବ୍ରିଟେନ ବଜାର: ବୟନ ସାମଗ୍ରୀ ରପ୍ତାନି ବଢ଼ାଇବ
ନୂଆଦିଲ୍ଲୀ: ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି। ଭାରତ ଓ ବ୍ରିଟେନ…
