ନୂଆଦିଲ୍ଲୀ -: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଆପଣାର ଲୋକଙ୍କ ବିୟୋଗରେ ମର୍ମାହତ ହୋଇ ମାନସିକ ସନ୍ତୁଳନ ହରାଇ ବସନ୍ତି । ଏଥିସହ ସେମାନେ ତାଙ୍କର ମୃତ୍ୟୁକୁ ସ୍ୱୀକାର କରିପାରନ୍ତିନି ।ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି…
Category: ଦେଶ- ବିଦେଶ
ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖ …
କୋଲକାତା: ଅମିତ ଶାହଙ୍କ ମୁଣ୍ଡ କାଟିଦେବା ଉଚିତ୍। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆଜି ସାମ୍ବାଦିକମାନେ ମୋଇତ୍ରାଙ୍କୁ ରାଜ୍ୟରେ ଅବୈଧ ଅନୁପ୍ରବେଶ ବିଷୟରେ ପ୍ରଶ୍ନ କରିଥିଲେ ।…
ସ୍ୱାତୀ ଅନୁଷ୍ଠାନ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଫଳ ଚାରା ରୋପଣ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଜଳବାୟୁ ପରିବର୍ତନ ପ୍ରଭାବରେ ଦୁନିଆରେ ସବୁ କିଛି ଅନିୟମିତତା ଭିତରେ ଗତିକରୁଥିବା ବେଳେ ବର୍ତମାନ ଅଧିକରୁ ଅଧିକ ଗଛ ଳଗାଇବା ଆବଶ୍ୟକତା ଅଛି । ଏଣୁ ଜଙ୍ଗଲ ବିଭାଗ ତରଫରୁ ଜୁଲାଇ ମାସରେ ବନ ସୁରକ୍ଷା ସପ୍ତାହ ପାଳନ…
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର; ଜଙ୍ଗଲ ଭିତରେ କେହି ହତ୍ୟା କରିଥିବା ସନ୍ଦେହ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଫୁଲବାଣୀ ସହର ଉପକଣ୍ଠ ଗୁଦାରୀ ଏୟାରଷ୍ଟ୍ରିପ ନିକଟସ୍ଥ ଭାଲୁକୁଟି ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ଗୋଚ୍ଛାପଡ଼ା ଥାନା ବିନକିମେଣ୍ଡି (ନେଡିପଦର) ଗ୍ରାମର ତପନ ରଣା…
୫ଜିଲା ସମବାୟ ବିଭାଗ ପକ୍ଷରୁ ଜିଲା ପଞ୍ଚାୟତ ଭବନଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)୫ଜିଲା ସମବାୟ ବିଭାଗ ପକ୍ଷରୁ ଜିଲା ପଞ୍ଚାୟତ ଭବନଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ।ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୨୫ ମସିହା ଶେଷ ପର୍ଯ୍ୟନ୍ତ ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ହେଉଅଛି। ଏହି ଅବସରରେ ବର୍ଷ…
ଫୁଲବାଣୀ ବିଧାୟକଙ୍କ ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ।
ଖଜୁରୀପଡ଼ା -:(ଅଚ୍ୟୁତ ଜାନୀ) କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକଙ୍କ ଛାତ୍ରଛାତ୍ରୀ ଶିକ୍ଷାର ଉନ୍ନତି ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେବାପରେ…
ଆଧାର କାର୍ଡ ରେ ନାମ ସଂଶୋଧନ ପାଇଁ ଅଭିଯୋଗ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ତୁମୁଡିବନ୍ଧ ପଞ୍ଚାୟତ ଅନ୍ତର୍ଗତ କାଲିଶାପଦର ଗ୍ରାମର ଜୋସେଫ ମୁଠାମାଝୀ ଝିଅଙ୍କ ନାମ ଆଧାର କାର୍ଡ ରେ ରାହେଲି ମାଝୀ ପରିବର୍ତେ ରାଇଲି ମାଝୀ ଥିବା ଯୋଗୁ ଅନେକ ସମସ୍ୟା ସମ୍ମୁଖିନ ହେଉଛନ୍ତି ।…
ସୁନାପୁଅ ଶୁଭାଂଶୁ ପାଇଁ ଭାରତ ଗର୍ବିତ, ଖୁସିରେ ଆତ୍ମହରା ବାପାମାଆ
ନୂଆଦିଲ୍ଲୀ: ଭାରତ ପାଇଁ ଆଜି ଗର୍ବ ଓ ଗୌରବର ଦିନ । ଆଉ କିଛି ସମୟ ପରେ ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ନାଁକୁ ସ୍ବର୍ଣ୍ଣାକ୍ଷରେ ଲେଖିବେ ଭାରତର ସୁନାପୁଅ ଶୁଭାଂଶୁ । କାରଣ ଆଜି ମହାକାଶ ଯିବେ ଭାରତୀୟ ମହାକାଶଚାରୀ…
ଶୁଭାଂଶୁଙ୍କ ସମ୍ପର୍କରେ ସାତ କଥା: ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ସାଜିବେ ଭାରତର ୨ୟ ମହାକାଶଚାରୀ..
ନୂଆଦିଲ୍ଲୀ -: ଆଜି ଭାରତ ପାଇଁ ଐତିହାସିକ ଦିନ । ଅପେକ୍ଷା ସରିବ, ଉଡାଣ ଭରିବ । ଆରମ୍ଭ ହୋଇଯାଇଛି ସେହି ମୁହୂର୍ତ୍ତ ପାଇଁ କାଉଣ୍ଟଡାଉନ । ଘଣ୍ଟାକଣ୍ଟାର ଟିକଟିକ ଶବ୍ଦରେ ଠିକ୍ ମଧ୍ୟାହ୍ନ ୧୨ଟା ୧ ବାଜିବ ମହାକାଶ ଅଭିମୁଖେ…
ଝାମ୍ପିରେ ରଜଦୋଳି ଉଦଘାଟନ
କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଝାମ୍ପି ଗ୍ରାମରେ ମାଁ ସୁନା ପ୍ରତିମା ଯୁବକ ସଂଘ ଓଡ଼ିଶାର ଗଣ ପର୍ବ ଭାବେ ପରିଚିତ ରଜ ଉତ୍ସବରେ ଆୟୋଜିତ ଆଜି ପହିଲି ରଜରେ ମୁଖ୍ୟ ଅତିଥି ଭାବେ…
