ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ । ଟ୍ରମ୍ପ କହିଛନ୍ତି, ଭାରତ ଓ ରୁଷ ବିପଦପୂର୍ଣ୍ଣ ଚୀନ ହାତରେ ପଡ଼ିଯାଇଛନ୍ତି । ଆମେ ଦୁଇଦେଶକୁ ହରାଇଦେବା ପରି ମନେହେଉଛି । ଚୀନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି…
Category: ଦେଶ- ବିଦେଶ
ଜୀବନ ଜିନ୍ଦାବାଦ୍: ପକ୍ଷୀଙ୍କ ସହ ଆଳାପ କରନ୍ତି ପନ୍ନାଲାଲ୍
ବେଳେ ବେଳେ ପଶୁପକ୍ଷୀ ସବୁ ରବ ବନ୍ଦ କରିଦେଲେ ବନସ୍ତ ନିସ୍ତବ୍ଧ ହୋଇଯାଏ। ଏମିତି ସମୟକୁ ଚାହିଁ ବସିଥାଆନ୍ତି ପନ୍ନାଲାଲ୍ ମହତୋ। ଏଥର ସେ ଅବିକଳ ପକ୍ଷୀଙ୍କ ପରି କାକଳି କରନ୍ତି। ଆଉ ତାଙ୍କ କାକଳି ଶୁଣିଲାକ୍ଷଣି ବହୁସଂଖ୍ୟକ ପକ୍ଷୀ ଫଡ୍ଫାଡ୍…
ଭାରତକୁ ଭରସା ବ୍ରିଟେନ ବଜାର: ବୟନ ସାମଗ୍ରୀ ରପ୍ତାନି ବଢ଼ାଇବ
ନୂଆଦିଲ୍ଲୀ: ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି। ଭାରତ ଓ ବ୍ରିଟେନ…
ଆତଙ୍କବାଦ ବିରୋଧରେ ଆହୁରି ଶକ୍ତ ହେବ ଲଢେଇ, ଆତଙ୍କବାଦ ବିରୋଧୀ ଲଢେଇରେ ଚୀନ
ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଆହୁରି ଶକ୍ତ ହେବ ଲଢେଇ । ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ବର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ବକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ…
ହ୍ବାଟ୍ସଆପରେ ଆସିଲା ବିବାହ କାର୍ଡ : ଲିଙ୍କ୍ ଖୋଲିବାରୁ ଉଡ଼ିଗଲା ୨ ଲକ୍ଷ
ମହାରାଷ୍ଟ୍ର -: ଆଜିର ସମୟରେ ଲୋକଙ୍କ ପାଖରେ କିଛି ଥାଉ କି ନଥାଉ କିନ୍ତୁ ହାତରେ ଖଣ୍ଡିଏ ମୋବାଇଲ୍ ନିହାତି ଥିବ । ସମୟ ହିଁ ସେମିତି ହୋଇଗଲାଣି ସ୍ମାର୍ଟଫୋନ୍ ନ ଧରିଲେ କିଛି କାମ ହୋଇପାରୁନି । କେବେ କେବଳ…
NEET ଏବଂ JEE ପିଲାଙ୍କୁ ମିଳିବ ମାଗଣାରେ କୋଚିଂ, ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ଛତିଶଗଡ଼ ସରକାର NEET ଏବଂ JEEର ପ୍ରସ୍ତୁତି କରୁଥିବା ପିଲାମାନଙ୍କୁ ଉପହାର ଦେଇଛନ୍ତି। ଏହି ପିଲାମାନଙ୍କୁ ମାଗଣାରେ କୋଚିଂ ଯୋଗାଇ ଦିଆଯିବ। ୬୦୦ ଛାତ୍ର-ଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯିବ ବୋଲି ଚୟନ କରାଯିବ। ଏମାନେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର…
ସ୍ୱାମୀର ଶବକୁ ୪ ବର୍ଷ କାଳ ଧରିକି ଶୋଇଲା ସ୍ତ୍ରୀ …
ନୂଆଦିଲ୍ଲୀ -: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଆପଣାର ଲୋକଙ୍କ ବିୟୋଗରେ ମର୍ମାହତ ହୋଇ ମାନସିକ ସନ୍ତୁଳନ ହରାଇ ବସନ୍ତି । ଏଥିସହ ସେମାନେ ତାଙ୍କର ମୃତ୍ୟୁକୁ ସ୍ୱୀକାର କରିପାରନ୍ତିନି ।ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି…
ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖ …
କୋଲକାତା: ଅମିତ ଶାହଙ୍କ ମୁଣ୍ଡ କାଟିଦେବା ଉଚିତ୍। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆଜି ସାମ୍ବାଦିକମାନେ ମୋଇତ୍ରାଙ୍କୁ ରାଜ୍ୟରେ ଅବୈଧ ଅନୁପ୍ରବେଶ ବିଷୟରେ ପ୍ରଶ୍ନ କରିଥିଲେ ।…
ସ୍ୱାତୀ ଅନୁଷ୍ଠାନ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଫଳ ଚାରା ରୋପଣ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଜଳବାୟୁ ପରିବର୍ତନ ପ୍ରଭାବରେ ଦୁନିଆରେ ସବୁ କିଛି ଅନିୟମିତତା ଭିତରେ ଗତିକରୁଥିବା ବେଳେ ବର୍ତମାନ ଅଧିକରୁ ଅଧିକ ଗଛ ଳଗାଇବା ଆବଶ୍ୟକତା ଅଛି । ଏଣୁ ଜଙ୍ଗଲ ବିଭାଗ ତରଫରୁ ଜୁଲାଇ ମାସରେ ବନ ସୁରକ୍ଷା ସପ୍ତାହ ପାଳନ…
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର; ଜଙ୍ଗଲ ଭିତରେ କେହି ହତ୍ୟା କରିଥିବା ସନ୍ଦେହ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଫୁଲବାଣୀ ସହର ଉପକଣ୍ଠ ଗୁଦାରୀ ଏୟାରଷ୍ଟ୍ରିପ ନିକଟସ୍ଥ ଭାଲୁକୁଟି ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ଗୋଚ୍ଛାପଡ଼ା ଥାନା ବିନକିମେଣ୍ଡି (ନେଡିପଦର) ଗ୍ରାମର ତପନ ରଣା…
