ଜାତିସଂଘର ମୁଖ୍ୟଙ୍କୁ ବଡ ଝଟକା ଦେଲେ ଋଷିୟ ସେନା, ଭୟଙ୍କର ଆକ୍ରମଣ କଲା ରୁଷ୍‌

କିବ୍ -: ଗୁରୁବାର ସନ୍ଧ୍ୟାରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଗସ୍ତ ବେଳେ ରୁଷ୍ ସେନା ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏପ୍ରିଲ୍ ମଧ୍ୟ ଭାଗରୁ କିବ୍‌ରେ ଏଭଳି ପ୍ରଚଣ୍ଡ ବୋମା ବିସ୍ଫୋରଣ ହୋଇ ନ ଥିବା…

ତରୁଣୀଙ୍କୁ ସୈନିକଙ୍କ ଧମକ ମୋ ସହ ରାତି ବିତାଅ, ୪୦ଜଣଙ୍କୁ ଡାକିବି ତତେ ଦୁଷ୍କର୍ମ କରିବେ

ନୂଆଦିଲ୍ଲୀ -: କିଛି ଦିନ ତଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଏହା ଅନେକଙ୍କୁ…

କେନ୍ଦ୍ର ଆଇନମନ୍ତ୍ରୀଙ୍କ ୨ ଦିନିଆ ନୂଆପଡ଼ା ଗସ୍ତ ଆଜି: କେନ୍ଦ୍ର ଯୋଜନା ଉପରେ କରିବେ ସମୀକ୍ଷା ବୈଠକ

ନୂଆପଡ଼ା -: କେନ୍ଦ୍ରମନ୍ତ୍ରୀମାନଙ୍କୁ ଦେଶର ସମସ୍ତ ଆକାଂକ୍ଷା ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଆଜି ୨୮ ତାରିଖ ଦିନ ୨ ଦିନିଆ ନୂଆପଡ଼ା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଇନ…

ଫେରିଲା କରୋନା, ପୁଣି ବାଧ୍ୟତାମୂଳକ ହେଲା ମାକ୍ସ

ଥିରୁବନ୍ତପୁରମ୍ -: ଦେଶର ଏକାଧିକ ରାଜ୍ୟରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ କେରଳ ସରକାର ବୁଧବାର ପୁନର୍ବାର ରାଜ୍ୟରେ ଫେସ୍ ମାସ୍କ ନିୟମକୁ ଲାଗୁ କରିଛନ୍ତି । କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ପ୍ରକାଶିତ ଏକ ଘୋଷଣାନାମାରେ କୁହାଯାଇଛି…

ଲାଲୁଙ୍କ ଘରେ ଝଗଡା, ବଡ ପୁଅ ଦେଲେ ଏଭଳି ଯାହାକୁ ନେଇ ରାଜନୀତି ହଟଚମଟ

ପାଟନା: ତୀବ୍ର ହେବାରେ ଲାଗିଛି ଆରଜେଡି ସୁପ୍ରିମୋ ଲାଲୁଙ୍କ ପରିବାରରେ ଝଗଡା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ସୋମବାର ରାତିରେ ହଠାତ୍ ଆରଜେଡିରୁ ଇସ୍ତଫା…

ଆମେରିକାକୁ ଋୁଷର ସିଧାସଳଖ ଧମକ …

ୱାସିଂଟନ -: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଥିବାରୁ ଆମେରିକାକୁ ଧମକାଇଛି ରୁଷ । ଆମେରିକାର ଏହି କାର୍ଯ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ରୁଷ କହିଛି । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆମେରିକାରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ…

ସୋନୁ ସୁଦ୍‌ଙ୍କୁ ନେଇ ଆସିଲା ଏଭଳି ଖବର, ଆପଣଙ୍କ ପାଦତଳୁ ମାଟି ଖସିଯିବ

ମୁମ୍ବାଇ -: କରୋନା ମହାମାରୀ ସମୟରେ ଗରିବଙ୍କ ଭଗବାନ ବନିଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ସହ ସେମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇଥିଲେ ସୋନୁ । ତାଙ୍କର ଏଭଳି କାମ ପରଦା…

ହନୁମାନ ଚାଳିସା ବିବାଦ : ଜେଲଗଲେ ସାଂସଦ ଓ ବିଧାୟକ

ମୁମ୍ବାଇ -: ହନୁମାନ ଚାଳିସାକୁ ନେଇ ମୁମ୍ବାଇରେ ବିବାଦ ଜାରି ରହିଛି । ଏହି ବିବାଦ ପାଇଁ ସାଂସଦ ନବନୀତ୍ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଗିରଫ ହୋଇଛନ୍ତି । ଗତକାଲି ଦୁହିଁଙ୍କୁ ଗିରଫ କରାଯାଇଥିବା ବେଳେ…

୧୮୪ଜଣ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇଦେଲେ ପଞ୍ଜାବ ସରକାର …

ଚଣ୍ଡୀଗଡ -: ପଞ୍ଜାବ ସରକାର ରାଜ୍ୟର ଅନେକ ନେତାଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଏକ ବଡ ନିଷ୍ପତ୍ତି ନେଇ ଭଗବନ୍ତ ମାନ୍ ସରକାର ୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଯେଉଁମାନଙ୍କ ପାଖରୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି ସେମାନଙ୍କ…

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ କୋଟିଆରେ ବଢିଲା ଆନ୍ଧ୍ରର ଦାଦାଗିରି, ଅପାରଗ ରାଜ୍ୟ ସରକାର !

କୋରାପୁଟ -: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କୋଟିଆ ଗସ୍ତ ପରେ ଆନ୍ଧ୍ର ସରକାରଙ୍କ ମନମାନୀ ବୃଦ୍ଧି ପାଇଛି । ମାନ୍ୟମ ଜିଲ୍ଲା ମାନ୍ୟତା ପାଇବା ଓ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ପରେ କୋଟିଆରେ ଆନ୍ଧ୍ରୀ ଅନୁପ୍ରବେଶ…

error: Content is protected !!