ମ.ରାମପୁରରେ ରାମଲିଳା ଶାନ୍ତିଶୃଙ୍ଖଳାର ସହ ଶେଷ

କଳାହାଣ୍ଡ(ବିରଞ୍ଚି କରୁଆଁ ) -: କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଚାଲିଥିବା ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ରାମଳିଲା ନାଟକ ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ ମୁଖ୍ୟ ଅତିଥି ଭାବରେ ନାଟକର ଅନ୍ତିମ…

ପରଲୋକରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଟି. ରାମା ରାଓ

ଚେନ୍ନାଇ -: ଗତରାତିରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଟି. ରାମା ରାଓଙ୍କର ଚେନ୍ନାଇରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ବୟସାଧିକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

ଆମେରିକାକୁ ବେଖାତିର କରି ସଲମନ ଦ୍ୱୀପପୁଞ୍ଜ ସହ ରାଜିନାମା ସ୍ୱାକ୍ଷର କଲା ଚୀନ୍‌

ବେଜିଙ୍ଗ୍ -: ନିରପତ୍ତା ସହଯୋଗ କ୍ଷେତ୍ରରେ ଚୀନ୍ ଏବଂ ସଲମନ ଦ୍ୱୀପପୁଞ୍ଜ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା କଥା ମଙ୍ଗଳବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍‌ବିନ୍ କହିଛନ୍ତି । ସିନ୍‌ହୁଆ ନିଉଜ୍ ଏଜେନ୍‌ସି ରିପୋର୍ଟ ଅନୁସାରେ, ସାମ୍ବାଦିକ…

ବିବାଦରେ ବଲିଉଡ୍ ଷ୍ଟାର ଅଜୟ ଦେବଗନ

ମୁମ୍ବାଇ -: ଏବେ ନିଜ ଫିଲ୍ମ ‘ରନୱେ ୩୪’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ଅଜୟ ଦେବଗନ । ଫିଲ୍ମ ‘ଆରଆରଆର’ର ସଫଳତା ପରେ ଏହି ମାସ ଶେଷରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ରନୱେ ୩୪’ । ଏହି ଫିଲ୍ମରେ…

ବିବାହିତ ମହିଳାକୁ ଯୌନ ପିପାସୁଙ୍କୁ ଦେଢଲକ୍ଷ ଟଙ୍କାରେ ବିକିଦେଲେ ଦଲାଲ …

ଝାରସୁଗୁଡ଼ା -: ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏଥି ସହିତ ପୁଲିସ ପିଡ଼ୀତାଙ୍କୁ ଉଦ୍ଧାର କରିଛି । ଏ ନେଇ ଆଜି…

ଆପଣଙ୍କ ଘରେ ଗାଇ କିମ୍ବା ମଇଁଷି ପାଳିଛନ୍ତି କି କରିଦିଅନ୍ତୁ ଲାଇସେନ୍ସ , ନହେଲେ ଗଣିବେ ଫାଇନ୍‌

ଜୟପୁର -: ସହରାଞ୍ଜଞ୍ଚଳରେ ଗାଈ ଘରେ ରଖିବା ପାଇଁ ରାଜସ୍ଥାନ ସରକାର ନୂତନ ନିୟମ ପ୍ରଣୟନ କରିଛନ୍ତି । ଆଜିଠାରୁ ରାଜ୍ୟରେ ଗୋପାଳନ ନିୟମ ଲାଗୁ ହୋଇଛି । ନିୟମ ଅନୁଯାୟୀ ସମସ୍ତ ଗାଈଙ୍କ କାନରେ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି…

ତହସିଲଦାରଙ୍କ ମଦ ପ୍ରିତୀ, ଲାଞ୍ଚରେ ବ୍ଲେଣ୍ଡରସ ପ୍ରାଇଡ ବ୍ରାଣ୍ଡର ମଦ ମାଗିବାର ଭିଡିଓ ଭାଇରାଲ

ରାୟପୁର -: ଦାମୀ ମଦ ଦିଅ, ତୁମ କାମ କରିଦେବି । ଜଣେ ଚାଷୀଙ୍କୁ କିଛି ଏଭଳି ଲାଞ୍ଚ ମାଗୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଛତିଶଗଡର ବିଳାସପୁରର ମସ୍ତୁରୀ ତହସିଲ ତହସିଲଦାର ଜଣେ ଚାଷୀଙ୍କଠାରୁ ଲାଞ୍ଚରେ ଦାମୀ…

ନାଗ ମୃତ୍ୟୁର ପ୍ରତିଶୋଧ ପାଇଁ ୭ଥର କଲାଣି ଦଂଶନ …

ନୂଆଦିଲ୍ଲୀ -: ଆପଣ ପ୍ରାୟତଃ ସିନେମାରେ ଦେଖିଥିବେ ଯେ ଯଦି ଜଣେ ବ୍ୟକ୍ତି ନାଗକୁ ମାରିଦିଏ, ତେବେ ନଗୁଣୀ ସେହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଶାନ୍ତିରେ ବସି ରହି ନଥାଏ । ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଜଣେ ବ୍ୟକ୍ତି…

ଛାତ୍ରଛାତ୍ରୀଙ୍କ ଖରାଛୁଟି ବାତିଲ, ଖରା ଦିନେ ବି ସ୍କୁଲ ଯିବେ ଓ ପାଠ ପଢିବେ

ଭୁବନେଶ୍ୱର -: ଏଥର ମାତ୍ର ୧୦ ଦିନ ଖରାଛୁଟି । ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା । ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି…

‘ମୋସ୍କ୍‌ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ …

ନୂଆଦିଲ୍ଲୀ -: ୟୁକ୍ରେନୀୟ ଯୁଦ୍ଧରେ ନୈାସେନା ପୋତ ‘ମୋସ୍କ୍‌ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ଟେଲିଭିଜନ୍ ଘୋଷଣା କରିଛି । ନିଆଁ ଲାଗିଯିବାରୁ ‘ମୋସ୍କ୍‌ଭା’ କ୍ଷତିଗ୍ରସ୍ତ ହୋଇଛି ବୋଲି ରୁଷ୍ କହୁଥିଲେ ମଧ୍ୟ ‘ନେପ୍‌ଚୁନ୍‌’…

error: Content is protected !!