ଭୁବନେଶ୍ୱର -: ଖାକିରେ ଲାଗିଲା ଦାଗ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ। ରଜନୀକାନ୍ତ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସର ଏକ ଥାନାରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଗିରଫ କରାଯିବା ପରେ କନେଷ୍ଟବଳ ପଦବୀରୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁୟାୟୀ…
Category: ରାଜ୍ୟ ଖବର
ଆପଣଙ୍କ ସହରରେ ଆଜିର ପେଟ୍ରୋଲ୍ ଓ ଡିଜେଲ୍ ଦର କ’ଣ ରହିଛି ଆସନ୍ତୁ ଜାଣିବା
ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ମଧ୍ୟ ବଦଳିଥାଏ। ପେଟ୍ରୋଲ ଦର ଆଜି ଭୁବନେଶ୍ୱରରେ ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ପଇସା ରହିଛି। ସେହିପରି ଦେଶର ପ୍ରମୁଖ…
ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି କରୁଥିଲେ ଏମିତି କାମ …
ଭୁବନେଶ୍ୱର -: ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି ଠକେଇ ଅଭିଯୋଗରେ ଜଣେ ଗିରଫ । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ନାଁରେ ଓଡ଼ିଶା ସରକାରଙ୍କ ଲୋଗୋ ଲଗାଇ ଜାଲ ନିଯୁକ୍ତି ବିଜ୍ଞାପନ ନେଇ ଅଭିଯୋଗ ହୋଇଥିଲା । ଓମେନ ଏମ୍ପପାୱାରମେଣ୍ଟ…
ପର୍ଯ୍ୟଟକ ଓ ନନ୍ଦନକାନନ କର୍ମଚାରୀଙ୍କ ଭିତରେ ଧସ୍ତାଧସ୍ତି, ଥାନାରେ ମାମଲା
ଭୁବନେଶ୍ବର -: ପୁଣି ନନ୍ଦନକାନନ କର୍ମଚାରୀଙ୍କ ନାଁରେ ଆସିଲା ପର୍ଯ୍ୟଟକଙ୍କୁ ମାଡ଼ ମରା ଅଭିଯୋଗ । ନନ୍ଦନକାନନରେ ପର୍ଯ୍ୟଟକ ଓ ସଫାରି କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ହତାହାତି ହୋଇଥିବା ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ ରାଜ୍ୟ…
୩ଜଣଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା, ସୁବାସିନୀକୁ ମାରି ଫୋପାଡିଦେଲେ ସ୍ୱାମୀଙ୍କ ସାଙ୍ଗ
ରାଇରଙ୍ଗପୁର -: ରାଇରଙ୍ଗପୁର ଦୁବୁଲବେଡା ସ୍କୁଲ ନିକଟରୁ ଉଦ୍ଧାର ଗଳିତ ମୃତ୍ୟଦେହ ଘଟଣାର ହେଲା ପର୍ଦାଫାସ। ମହିଳାଙ୍କ ପରିଚୟ ମିଳିବା ସହ ହତ୍ୟା କାଣ୍ଡର ମଧ୍ୟ ହୋଇଛି ଖୁଲାସା । ତ୍ରିକୋଣୀୟ ପ୍ରେମ ପାଇଁ ମହିଳାଙ୍କ ହତ୍ୟା କରିଥିବା ସ୍ବିକାର କଲା ଅଭିଯୁକ୍ତ।…
ଓଡ଼ିଶା ବିଶ୍ବବିଦ୍ୟାଳୟକୁ ସୁପ୍ରିମକୋର୍ଟଙ୍କ ଝଟକା
ନୂଆଦିଲ୍ଲୀ -: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ତିନି ମାସ ରହିତାଦେଶ ଲଗାଇଛନ୍ତି । ସଂଶୋଧିତ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ହେଲେ ହାଇକୋର୍ଟ…
କମିଲା ପେଟ୍ରୋଲ ଓ ଡିଜେଲ ଦର : ଜାଣନ୍ତୁ କେଉଁ ସହରରେ କେତେ ଅଛି ଦାମ୍
ପେଟ୍ରୋଲ ଓ ଡିଜେଲ ଦାମ୍ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଧୀରେ ଧୀରେ ଲୋକେ ଇଲେକ୍ଟ୍ରିକ ବାଇକ୍ ପ୍ରତି ମନ ବଳାଉଛନ୍ତି। ତେବେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ୍ ଗତକାଲି…
କମିଲା ସୁନା ଦର; ଜାଣନ୍ତୁ ଆଜି ୨୨ ଓ ୨୪ କ୍ୟାରେଟ୍ ମୂଲ୍ୟ କେତେ ରହିଛି
ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା…
କଟକରେ ଅଜଣା ମହିଳାଙ୍କ ମୃତଦେହ ମିଳିବା ଘଟଣା, ସାମ୍ନାକୁ ଆସିଲା ନୂଆ ଖିଅ
କଟକ -: ପ୍ରଥମେ ଚାଞ୍ଚଲ୍ୟ ପରେ ନୂଆ ଖିଅ । କଟକ ବିଡାନାସୀ କୃଷକ ବଜାର ପାଣିଟାଙ୍କି ତଳେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଲା ନୂଆ ଖିଅ । ମହିଳାଙ୍କ ବ୍ୟାଗ ଭିତରୁ ମିଳିଥିବା ନୋଟ୍ଟି ସୁଇସାଇଡ୍ ନୋଟ୍…
