ଅଣାୟତ ଇନ୍ଧନ ଦର, ୧୦ ଟଙ୍କା ବଢିଲା

ନୂଆଦିଲ୍ଲୀ -: ଆଜି ମଧ୍ୟ ସମଗ୍ର ଦେଶରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଏହାକୁ ମିଶାଇ ୧୬ ଦିନରେ ଉପରୋକ୍ତ ଇନ୍ଧନ ମୂଲ୍ୟ ଲିଟର ପିଛା ୧୦ ଟଙ୍କା ବୃଦ୍ଧି…

ଯାଜପୁରରେ ପାନୀୟ ଜଳ ପ୍ରକଳ୍ପରେ ମହାଦୁର୍ନୀତି, ଯନ୍ତ୍ରୀ ବିଡିଓ ଓ ପିଇଓଙ୍କୁ ନୋଟିସ ଜାରି

ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍ ଡିଭିଜନ୍‌(ଚଣ୍ଡିଖୋଲ) ଜରିଆରେ ଗ୍ରାମାଞ୍ଚଳବାସୀଙ୍କୁ ପିଇବା ପାଣି ଯୋଗାଇ ଦେବା ନାମରେ ଶହ ଶହ କୋଟି ଟଙ୍କାର ମହାଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି । ମିଥ୍ୟା କାଗଜପତ୍ରରେ ସରକାରଙ୍କୁ ଅଧିକାରୀମାନେ ବର୍ଷ ବର୍ଷ ଧରି ଭୁଆଁ ବୁଲାଇ…

BHUMIBARTA APRIL 4 -10

ଇଆଡେ ପୁଡ଼ି ସେଆଡେ ବୁଡ଼ି !

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଗତକାଲି ଠାରୁ ଆନ୍ଦୋଳନରତ ରାଜବୋଡାସମ୍ବର କୃଷକ ସଙ୍ଗଠନ ର ଆହ୍ୱାନ କ୍ରମେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ତାଲାବନ୍ଦ ଘଟଣା ତଥା ଆନ୍ଦୋଳନ କୁ ପ୍ରଶମିତ କରିବା ପାଇଁ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରାକୃତିକ ବିପର୍ଯ୍ୟୟ କମିଶନର…

ରମଜାନ୍ ପାଇଁ କୈାଣସି ଉପବାସ କରିପାରିବେ ନାହିଁ, ଯଦି ଆପଣ କରନ୍ତି…

ଇସ୍‌ଲାମାବାଦ -: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଜାତୀୟ ବିମାନ ବାହକ (ପିଆଇଏ) ଏହାର କ୍ୟାପଟେନ୍ ଏବଂ ପ୍ରଥମ ଅଧିକାରୀମାନଙ୍କୁ ଚଳିତ ପବିତ୍ର ରମଜାନ ମାସରେ ଉପବାସ ପାଳନ କରିବାକୁ ବାରଣ କରିଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସ (ପିଆଇଏ)ର…

ଏପ୍ରିଲ ୬ ବୁଧବାର ରାଶିଫଳ, ଆପଣଙ୍କ ଭାଗ୍ୟରେ ଧନପ୍ରାପ୍ତିର ଯୋଗ

ଜ୍ୟୋର୍ତିବିଦ୍‌ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦ ଏପ୍ରିଲ ୬ ତାରିଖ ବୁଧବାର ୨୦୨୨, ମୀନ ୨୩ଦିନ, ଚୈତ୍ର ଶୁକ୍ଳପକ୍ଷ ପଞ୍ଚମୀ ସଂ.୬.୦୭ମି, ବୃଷଚନ୍ଦ୍ର ଅହୋରାତ୍ର, ରୋହିଣୀ ନକ୍ଷତ୍ର ରା.ଘ.୮.୨୦ମି. ଆଜିର ପର୍ବପର୍ବାଣୀ – ଶୁକ୍ଳ ପଞ୍ଚମୀ ମିଥୁନ,…

ରାସ୍ତାର ରୂପ ବଦଳେଇ ଦେଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବର୍ତ୍ତମାନ ରାଜ୍ୟରେ ମୋ ସରକାର ଏବଂ 5ଟି ପ୍ରଚଳନ ଦ୍ଵାରା ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥିବା ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ସମସ୍ୟାର…

ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲେ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ବବି

ବରଗଡ଼-:ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କୁଚିପାଲି ଗ୍ରାମର ଅସହାୟ ୬୫ବର୍ଷିୟା ଗୁଲାବତୀ ଭୋଇଙ୍କୁ ସୋହେଲା ପଞ୍ଚାୟତସମିତି ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ ସହାୟତାର ହାତ ବଢ଼ାଇ ଲୋକଙ୍କ ଠାରୁ ବେଶ ପ୍ରଶଂସା ସାଉଁଟିଛନ୍ତି । ଶ୍ରୀମତୀ ପ୍ରଧାନ ଗୁଲାବତୀଙ୍କ ଘରକୁ…

ନାକ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଅଧ୍ୟାପକ ଟେକଚାନ୍ଦ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ଅଧ୍ଯାପକ ଟେକଚାନ୍ଦ ଦୁଆନ, ସମ୍ଵଲପୁର ବିଶ୍ଵବିଦ୍ୟାଳୟର ନାକ କମିଟୀ ସଦସ୍ୟ ଭାବରେ କୁଳପତିଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ମଧ୍ୟ ଜାତୀୟ ସେବା ଯୋଜନା ପରାମର୍ଶ ଦାତା କମିଟି ଓ ରେଗିଂ ନିୟନ୍ତ୍ରଣ କମିଟିର ସଦସ୍ୟ…

ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଛନ୍ତି ଲୁଟେରା, ଏଭଳି ଲୁଟ୍ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର -: ରାଜଧାନୀ ଉପକଣ୍ଠ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏକ ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଘଟଣା ରାଜଧାନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି ।…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓