ଅଣାୟତ ଇନ୍ଧନ ଦର, ୧୦ ଟଙ୍କା ବଢିଲା
ନୂଆଦିଲ୍ଲୀ -: ଆଜି ମଧ୍ୟ ସମଗ୍ର ଦେଶରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଏହାକୁ ମିଶାଇ ୧୬ ଦିନରେ ଉପରୋକ୍ତ ଇନ୍ଧନ ମୂଲ୍ୟ ଲିଟର ପିଛା ୧୦ ଟଙ୍କା ବୃଦ୍ଧି…
ଯାଜପୁରରେ ପାନୀୟ ଜଳ ପ୍ରକଳ୍ପରେ ମହାଦୁର୍ନୀତି, ଯନ୍ତ୍ରୀ ବିଡିଓ ଓ ପିଇଓଙ୍କୁ ନୋଟିସ ଜାରି
ଯାଜପୁର : ଯାଜପୁର ଆରଡବ୍ଲୁଏସ୍ଏସ୍ ଡିଭିଜନ୍(ଚଣ୍ଡିଖୋଲ) ଜରିଆରେ ଗ୍ରାମାଞ୍ଚଳବାସୀଙ୍କୁ ପିଇବା ପାଣି ଯୋଗାଇ ଦେବା ନାମରେ ଶହ ଶହ କୋଟି ଟଙ୍କାର ମହାଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି । ମିଥ୍ୟା କାଗଜପତ୍ରରେ ସରକାରଙ୍କୁ ଅଧିକାରୀମାନେ ବର୍ଷ ବର୍ଷ ଧରି ଭୁଆଁ ବୁଲାଇ…
ରମଜାନ୍ ପାଇଁ କୈାଣସି ଉପବାସ କରିପାରିବେ ନାହିଁ, ଯଦି ଆପଣ କରନ୍ତି…
ଇସ୍ଲାମାବାଦ -: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଜାତୀୟ ବିମାନ ବାହକ (ପିଆଇଏ) ଏହାର କ୍ୟାପଟେନ୍ ଏବଂ ପ୍ରଥମ ଅଧିକାରୀମାନଙ୍କୁ ଚଳିତ ପବିତ୍ର ରମଜାନ ମାସରେ ଉପବାସ ପାଳନ କରିବାକୁ ବାରଣ କରିଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର…
ଏପ୍ରିଲ ୬ ବୁଧବାର ରାଶିଫଳ, ଆପଣଙ୍କ ଭାଗ୍ୟରେ ଧନପ୍ରାପ୍ତିର ଯୋଗ
ଜ୍ୟୋର୍ତିବିଦ୍ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦ ଏପ୍ରିଲ ୬ ତାରିଖ ବୁଧବାର ୨୦୨୨, ମୀନ ୨୩ଦିନ, ଚୈତ୍ର ଶୁକ୍ଳପକ୍ଷ ପଞ୍ଚମୀ ସଂ.୬.୦୭ମି, ବୃଷଚନ୍ଦ୍ର ଅହୋରାତ୍ର, ରୋହିଣୀ ନକ୍ଷତ୍ର ରା.ଘ.୮.୨୦ମି. ଆଜିର ପର୍ବପର୍ବାଣୀ – ଶୁକ୍ଳ ପଞ୍ଚମୀ ମିଥୁନ,…
