ସେକେଣ୍ଡ ହ୍ୟାଣ୍ଡ ବାଇକ ଦେବା ନାଁରେ ଠକେଇ, ଲୁଟିନେଲେ ୬୨ହଜାର

ଭୁବନେଶ୍ୱର -: ବାଇକ୍ ଦେବା ନାଁରେ ୬୨ ହଜାର ଟଙ୍କା ଠକେଇ ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଜଣେ ପୂର୍ବତନ ଗୃହରକ୍ଷୀଙ୍କୁ ଗିରଫ କରିଛି । ସେ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ବିଜୟ କୁମାର…

ମାର୍ଚ୍ଚ ୩୦ ବୁଧବାର ରାଶିଫଳ – ଏହି ରାଶିଧାରୀଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ

ମେଷ -: ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ । ବୃଷ -: ବନ୍ଧୁ ମିଳନରେ…

ଇମ୍ରାନଙ୍କ ପାଇଁ ବଢିଲା ବିପଦ …

ଇସଲାମାବାଦ -: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପ୍ରତି ବିପଦ ବଢିଚାଲିଛି । ସେ ଆସନ୍ତା ଏପ୍ରିଲ ୩ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ତାଙ୍କ ନିଜ ଦଳର ସାଂସଦମାନେ ବିରୋଧୀ ଦଳମାନଙ୍କ ସହ ହାତ ମିଳାଇବା ଆରମ୍ଭ…

ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ, ହରିୟାଣାକୁ କରିବ ମୁକାବିଲା

ନୂଆଦିଲ୍ଲୀ -: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଦମ୍‌ଦାର ପ୍ରଦର୍ଶନ କରିଛି । ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆକୁ ପରାସ୍ତ କରି…

ନବୋଦୟ ବିଦ୍ୟାଳୟରେ ପରିକ୍ଷା ପେ ଚର୍ଚ୍ଚା 

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ପାଇକମାଳ ଜବାହର ନବୋଦୟ ବିଦ୍ୟାଳୟରେ ପରିକ୍ଷା ଉପରେ ଚର୍ଚ୍ଚା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଛାତ୍ର ଛାତ୍ରୀମାନେ ପରିକ୍ଷା ସମୟରେ ଭୟଭିତ…

ଗ୍ରାମ ଦେବତୀଙ୍କ ଯାତ୍ରା ଅବସରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଘନାମାଲ ଗ୍ରାମରେ ମାଁ କାଳୀ ଡୁଙ୍ଗୁରୀଏନଙ୍କ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସ ସହିତ ଉଦଯାପିତ ହୋଇ ଯାଇଛି । ଏ ଅବସରରେ ସନ୍ଧ୍ୟା ସମୟରେ ଉଦଣ୍ଡ ବୈଠକି କିର୍ତ୍ତନ ସମାରୋହ ହୋଇଥିଲା ।…

ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ, କ୍ଷତିପୁରଣ ଦାବିରେ ରାଜପଥ ଅବରୋଧ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲା କଳାପାଣି ଛକର ଆନ୍ଧ୍ର ପଡ଼ାର ଏସ. ସତ୍ ରାଜୁ (୬୫)ଙ୍କ ମଙ୍ଗଳବାର ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ହୋଇଯାଇଛି। ସେ ଆଜି ସକା​‌ଳେ ଗାଈମାନଙ୍କ ପାଇଁ ବିଲରୁ ଘାସ କାଟିବାକୁ ଯାଉଥିବାବେଳେ ବିଲରେ ବିଳମ୍ବିତ ରାତିରେ ଛିଣ୍ଡି…

୧୪୪ଧାରାକୁ ମାନିଲେନି ଶ୍ରଦ୍ଧାଳୁ, ପ୍ରଶାସନର ଧର୍ମିୟ ଭାବନାକୁ କୁଠାରଘାତ

ଯାଜପୁର -: ବାରୁଣୀ ସ୍ନାନ ଉପରେ ଲାଗିଥିବା ୧୪୪ ଧାରା କଟକଣାକୁ ନ ମାନି ଶ୍ରଦ୍ଧାଳୁମାନେ ସ୍ନାନ ସହ ପତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ପରେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ଓ ପୁଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇଥିଲେ । କିନ୍ତୁ…

ପୂର୍ବତନ ମନ୍ତ୍ରୀ ତଥା ଦିଂବଗତ ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌ଙ୍କ ପାଇଁ ଶୋକସଭା

ବରଗଡ଼:-ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶାର ପୂର୍ବତନ ଶିକ୍ଷା ମନ୍ତ୍ରୀ ରିପୁନାଥ ସେ ଙ୍କ ଅମର ଆତ୍ମାର ସଦ୍…

ପାଣି ପାଇଁ ହା ହା କାର ! ରାଜ ରାସ୍ତାକୁ ଓହ୍ଲାଇଲେ ସହ ସହ ମହିଳା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଓ ପ୍ରହରାଜପୁର ଗ୍ରାମରେ, ଶତାଧିକ ମହିଳା ମାନେ ହାତ ରେ ଗରା, ବାଲଟି ଧରି ଅଭିନଵ ଉପାୟରେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓