ପୁଟିନଙ୍କୁ ଭରସା ନାହିଁ, ଆମେରିକାରେ ଆତଙ୍କ
ୱାସିଂଟନ -: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭକୁ ମାସେ ହେଲାଣି । ରୁଷକୁ ଏଥିରେ ବିଶେଷ ସଫଳତା ମିଳିନାହିଁ । ଅନ୍ୟପକ୍ଷରେ ରୁଷ ସେନାର କ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ରୁଷ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ…
ଜାଲ ନୋଟ ରାକେଟର ପର୍ଦ୍ଦାଫାସ, ୩୦ହଜାର ଦେଲେ ମିଳୁଥିଲା ଲକ୍ଷେ
ମାଲକାନଗିରି -: ପଶ୍ଚିମବଙ୍ଗରୁ ନିୟନ୍ତ୍ରଣ ହେଉଥିଲା, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିଲା । ୩୦ ହଜାର ଟଙ୍କାର ଅସଲି ନୋଟ୍ ଦେଲେ ମିଳୁଥିଲା ଲକ୍ଷେ ଟଙ୍କାର ଜାଲ୍ ନୋଟ୍ । ଏତେ ସୁନିୟୋଜିତ ଭାବେ ଏହି…
ଢେଙ୍କାନାଳ ବନଯାଗ ଯାତ୍ରାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗଙ୍କ ବିରୋଧ, ଥାନାରେ ଏତଲା
ପୁରୀ -: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ଏହା ବିରୋଧରେ…
ମାର୍ଚ୍ଚ ୨୯ ମଙ୍ଗଳବାର ରାଶିଫଳ – ଏହି ରାଶିଧାରୀଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ
ମେଷ -: ଏକାନ୍ତରେ ମୌନ ରହି ତପ ସାଧନାରେ ବ୍ରତୀ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ରାଜଯୋଗ ପ୍ରାପ୍ତିର ସୌଭାଗ୍ୟ ଅଛି । ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ । ମଧୁରଭାଷୀ ହେବେ । ବୃଷ -: ସୁସ୍ଥ ଓ…
ଅଜବ ଏ ପ୍ରାଣୀ ଉଦ୍ୟାନ ମଣିଷ ମାନେ ପିଞ୍ଜରାରେ, ହିଂସ୍ର ଯନ୍ତୁ ମୁକ୍ତ ଆକାଶରେ
ନୂଆଦିଲ୍ଲୀ -: ଯଦି ଆପଣ କେବେ ପ୍ରାଣୀ ଉଦ୍ୟାନକୁ ଯାଇଛନ୍ତି, ତେବେ ଆପଣ ନିଶ୍ଚୟ ପଶୁମାନଙ୍କୁ ସେଠାରେ ପିଞ୍ଜରାରେ ବନ୍ଦୀ ହୋଇ ରହିଥିବାର ଦେଖିଥିବେ । ତେବେ ଦୁନିଆରେ ଏମିତି ଏକ ପ୍ରାଣୀ ଉଦ୍ୟାନ ରହିଛି ଯେଉଁଠାରେ ମଣିଷମାନଙ୍କୁ ପିଞ୍ଜରାରେ ବନ୍ଦୀ…
ଔଷଧ ଆପଣଙ୍କ ମୁଣ୍ଡ ବ୍ୟଥାର ସାଜିବ କାରଣ, ମହଙ୍ଗା ମାଡ ହେବ କେଉଁ ଔଷଧରେ ଆସନ୍ତୁ ଜାଣିବା
ନୂଆଦିଲ୍ଲୀ -: ଆଉ ମାତ୍ର ୪ ଦିନ ପରେ ଆପଣ ବ୍ୟବହାର କରୁଥିବା ଔଷଧ ଆପଣଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିପାରେ । କରୋନା ପାଇଁ ମହଙ୍ଗା ବୋଝରେ ସନ୍ତୁଳି ହେଉଥିବା ଲୋକଙ୍କ ପାଇଁ ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ…
ଇମ୍ରାନଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ, ଗାଦି ଏବେ ଟଳମଳ
ନୂଆଦିଲ୍ଲୀ -: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି । ଦେଶର ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜି ବିରୋଧୀଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଗୃହରେ…
ପୋଖରୀ ଭିତରେ ବୋମା, ବଷ୍ଫୋରଣରେ ୩ନାବାଳିକା ଗୁରୁତର
ଭଦ୍ରକ/ବନ୍ତ -: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଏକ ଅଘଟଣ ଘଟିଛି । ବୋମ୍ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ…
ଏବେ ଖୋଲିବ ମାନସ ହତ୍ୟାକାଣ୍ଡର ପୁରା ଗୁମର, ରାଣୀ ମହୁମାଛି ଏବେ ପୋଲିସ ପଞ୍ଜାରେ
ଭୁବନେଶ୍ୱର -: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ପୁଲିସ ପ୍ରାୟ ଦେଢ଼ ମାସ ପରେ ଗିରଫ କରିବା ପରେ ସଫଳ ହୋଇଛି । ଗିରଫ ପରେ ପୁଲିସ ଶର୍ମିଷ୍ଠାଙ୍କୁ…
