ନିର୍ବାଚନ ରଣାଙ୍ଗନରେ ସୁଶାନ୍ତ ସିଂ ଓ ବିଜୟ ସିଂ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି ଏଇ ଚାଲିଥିବା ନିର୍ବାଚନୀ ରଣକ୍ଷେତ୍ରରେ ।ବିଜେପି ଦଳ ତାର ରଣନିତିରେ ବ୍ୟସ୍ତ ଥିବାବେଳେ, ଆଜି ବିଜୁ ଜନତା…

ଦୋଳବେଦୀରୁ ଖସିପଡିଲେ ମହାପ୍ରଭୁ, ଦାରୁ ଦିଅଁଙ୍କ ଭାଙ୍ଗିଲା ହାତ

ଥରେ ଚିନ୍ତାକଲେ ଯଦି ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୁହେଁ, ମହାପ୍ରଭୁ ସ୍ୱୟଂ ଦୋଳି ଖେଳନ୍ତେ କେଡେ ବଢିଆ ଦିଶନ୍ତା । ରଥଯାତ୍ରା ଭଳି ଭାବାନ୍ତର ସୃଷ୍ଟି ହୁଅନ୍ତା ମନରେ । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଆଉ ରଥରେ ବାମନଙ୍କୁ…

ଏଠାରେ ଗଛ ମାନେ ବି ଖେଳନ୍ତି ହୋଲି, ବରିଷ୍ଠ ବନ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଟ୍ୱିଟ୍‌

କେବଳ ହୋଲି ଖେଳ ମାନବଜାତି ମଧ୍ୟରେ ଶିମିତ ନାହିଁ । ବୃକ୍ଷମାନେ ହୋଲି ଖେଳନ୍ତି । ନିଜର ରୁପ କୁ ସୈାନ୍ଦଜମୟ କରିବା ପାଇଁ ନିଜର ରଙ୍ଗ ବଦଳାଇଥାନ୍ତି । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ…

ମାନବିକତାକୁ ଭୁଲି ଋଷ ଏଭଳି ନିଷ୍ପତ୍ତି ନେଲା…ସବୁଠି ଏବେ ଶବ ଆଉ ଶବ

କିବ୍ -: ସାରା ପୃଥିବିରେ ଗୋଟିଏ ଚର୍ଚ୍ଚା ପୁଟିନ୍ କଣ ପାଗଳ ହୋଇଯାଇଛନ୍ତି କି ? ଟିକେବି ମାନବିକତା ନାହିଁ କି । ସାଧାରଣ ଲୋକଙ୍କ ଉପରେ ରୁଷ୍‌ର ବୋମାମାଡ଼ ଦ୍ୱାରା ଉତ୍ତର ୟୁକ୍ରେନ୍ ସହର ଚେର୍ନିହିବରେ ଦିନକରେ ୫୩ ନାଗରିକଙ୍କ…

କେମିତି କଟିବ ଆପଣଙ୍କ ଦିନ, ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ : ଅଚଳାଚଳ ସମ୍ପତ୍ତି ଲାଭର ସୂଚନା ମିଳିବ । ଶୁଦ୍ଧ ସ୍ୱଭାବର ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ ହେବ । ବନ୍ଧୁବାଧକଙ୍କ ହିତାକାଂକ୍ଷୀ ହୋଇପାରନ୍ତି । ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ । ବୃଷ : ସମସ୍ତ ଦୁଃଖ…

ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ବରଗଡ଼ -: ଅତାବିରା ପ୍ରାଥମିକ ଶିକ୍ଷକ ଭବନ ଠାରେ ଅତାବିରା ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ବେଣୁଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ସଭାରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ…

ଭଗବାନ ଗଣେଷଙ୍କ ଆଗରେ ହାର୍ ମାନିଲେ ଲଙ୍କାଧିପତି ରାବଣ

ସେଦିନ ରାବଣ ବଡ଼ କ୍ରୋଧିତ ହୋଇପଡିଲା । ଅନେକ ତପସ୍ୟା ପରେ ବି ଭଗବାନ ଶିବଙ୍କୁ ସନ୍ତୁଷ୍ଟ ନ କରି ପାରିବାର ଗ୍ଲାନିରେ ନିଜ ମୁଣ୍ଡକୁ କାଟିବାକୁ ଲାଗିଲା । ଗୋଟିଏ ପରେ ଗୋଟିଏ ୯ ମୁଣ୍ଡ କାଟି ଯଜ୍ଞକୁଣ୍ଡରେ ପକାଇଦେଲା…

ନିରଞ୍ଜନ ପଟ୍ଟନାୟକଙ୍କ ଆର୍ଟିକିଲକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର -: ବିଗତ ଦିନରେ ଖଣ୍ଡପଡା ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ ହେଉ କି ସାଂସଦ ଭତ୍ତୃହରି ଓ ତଥାଗତଙ୍କ ଆର୍ଟିକିଲ ଓଡିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଏବେ ସେଭଳି ଢଙ୍ଗରେ ଏକ ଆର୍ଟିକିଲ୍ ଲେଖି ବିବାଦ ଘେରରେ ପିସିସି…

ସାମ୍ବାଦିକତାରୁ ରାଜନୀତି …

ପଦ୍ମପୁର(ଜିତୁ ଦାଶ)-: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଚଳଚଂଚଳ ହୋଇ ଉଠିଛି । ତିନି ପ୍ରମୁଖ ଦଳ ତରଫରୁ ବର୍ତମାନ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ…

ଆଶାକର୍ମୀଙ୍କ ପ୍ରବେଶ କାଳୀନ ଆବାସିକ ତାଲିମ ଶିବିର ଉଦଯାପିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବରଗଡ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆ ଜ୍ କା ର ମିଳିତ ସହଯୋଗ ରେ ଆ ଜ୍ କା ତାଲିମ କେନ୍ଦ୍ର ରେ ଦିର୍ଘ ଆଠ ଦିନ ଧରି ଆଶାକର୍ମୀ ମାନଙ୍କ ପ୍ରବେଶ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓