ନୂଆଗାଁ ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚଙ୍କ ଦାଇତ୍ୱ ଗ୍ରହଣ

ବାଲିଆପାଳ(ପ୍ରଭାକର ମଲ୍ଲିକ)-:ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତରେ ଆଜି ବିଧିବଦ୍ଧ ଭାବରେ ନୂଆକରି ନିର୍ବାଚିତ ହୋଇଥିବା ସରପଞ୍ଚ ପଞ୍ଚାୟତ ଅଫିସ ଗୃହରେ ପୂଜା ଅର୍ଚନା କରିବା ସହିତ ପଞ୍ଚାୟତର ଜନ ସାଧାରଣ ମାନେ ନୂତନ ସରପଞ୍ଚଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା…

ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ଟୀକାଦାନ ଦିବସ ପାଳିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ଟୀକାଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ତ୍ୟାଗରାଜ…

ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା, ମଦ ନେଲା ଜିବନ

ବ୍ରଜରାଜନଗର -: ମଦ ପାଇଁ ନୃସଂଶ ପାଲଟିଗଲା ସ୍ୱାମି । ବୀଭତ୍ସ ଭାବରେ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଧୀନ ରାମପୁର କଲୋନିରେ । ମୃତା…

ମଦ୍ୟପଙ୍କ ଆଡାସ୍ଥଳି ବ୍ଲକ କାର୍ଯ୍ୟାଳୟ, ବିଡିଓଙ୍କ ଭାଗିଦାରିରେ ଚାଲିଛି କି ମଦଭାଟି ?

କୋକସରା – ବ୍ଲକ କାର୍ଯ୍ୟାଳୟ ସାଧାରଣ ଜନତାଙ୍କ ସମସ୍ୟାର ସାମାଧାନ ପାଇଁ ଖୋଲିଥିବା ବେଳେ ବିଡିଓ ତାଙ୍କର ସହକର୍ମିଙ୍କୁ ନେଇ ଏଠାରେ କରୁଛନ୍ତି କଣ ? ରାଜନୈତିକ ଚେଲା ଚାମଣ୍ଡାଙ୍କୁ ନେଇ ମଦ ମାଂସର ଆସର ଜମାଉଥିବା କିଛି ଅଫିସରଙ୍କ ପଛରେ…

କାହା ସ୍ୱାର୍ଥରେ ଓଇଆରସି : ଉପଭୋକ୍ତାଙ୍କୁ ଲୁଟିବାକୁ ତିଆରି ହୋଇଛି ଚକ୍ରବ୍ୟୁହ !

ଭୁବନେଶ୍ୱର -: ଆପଣଙ୍କ ମିଟର ଠିକ୍ ନାହିଁ । ଏମିତି ଅଭିଯୋଗ ଆଣି ଉପଭୋକ୍ତାଙ୍କୁ ମିଟର ବଦଳାଇବା ପାଇଁ ବାଧ୍ୟ କରୁଛନ୍ତି ଅଧିକାରୀ । ହେଲେ ମିଟର ଠିକ୍ ଅଛି କି ନାହିଁ, ସେ ସଂପର୍କରେ ଅଭିଯୋଗ ପରୀକ୍ଷା ପାଇଁ ଉପଭୋକ୍ତାମାନଙ୍କ…

କେମିତି କଟିବ ଆପଣଙ୍କ ଦିନ, ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ -: ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତିଜନିତ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା, କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି କରିବ। ସକାଳ ଯାତ୍ରା, ବ୍ୟବସାୟ ଓ ବନ୍ଧୁମିଳନ ପାଇଁ ଦିନଟି ଭଲ। ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ହୋଲିରେ କେମିକାଲ ରଙ୍ଗରୁ କେମିତି ରକ୍ଷା କରିବେ ଆପଣଙ୍କ କେଶ ଓ ଶରିରକୁ, ଆସନ୍ତୁ ଜାଣିବା

ରଙ୍ଗର ଏହି ପର୍ବ ରେ ଲୋକମାନେ ନିଜ ନିଜ ମଧ୍ୟରେ ସବୁ ରାଗ ଭୁଲି ଖୁସି ମନରେ ରଙ୍ଗ ଖେଳିଥାନ୍ତି । ରଙ୍ଗ ଖେଳର ଅନେକ ମହତ୍ତ୍ୱ ରହିଛି । ହୋଲି ଏକ ଏପରି ପର୍ବ ଯାହାକୁ ଲୋକମାନେ ପ୍ରତିବର୍ଷ ଅପକ୍ଷୋ…

ପୌର ନିର୍ବାଚନକୁ ନେଇ ବିଜେପିର ପ୍ରେସ ମିଟ

ପଦ୍ମପୁର (ଜିତୁ ଦାଶ) -: ବର୍ତମାନ ପୌର ନିର୍ବାଚନ କୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ପ୍ରଚାର ମୈଦାନରେ ପ୍ରାର୍ଥୀ ତଥା ଦଳ ମାନଙ୍କର ହେବିୱେଟ ମାନେ କସରତ ଆରମ୍ଭ କରି ଦେଇଥିବା ବେଳେ ଆଜି ପଦ୍ମପୁର ବିଜେପି…

ନିର୍ବାଚନୀ ପଶାପାଲିରେ ଅନେକ ପ୍ରାର୍ଥୀ ଓ ପ୍ରାର୍ଥିନୀ

ପଦ୍ମପୁର -: ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମୁଦାୟ ୧୧ ଗୋଟି ୱାର୍ଡ କୁ ନେଇ ଗଠିତ । ବର୍ତ୍ତମାନ ଚାଲିଥିବା ପୈାରପରିଷଦ ନିର୍ବାଚନ ରେ ପଦ୍ମପର ବିଜ୍ଞାପିତ ଅଞ୍ଚଳ ପରିଷଦକୁ କବଜା କରିବାପାଇଁ ସମସ୍ତ ପ୍ରକାରର…

ଆସନ୍ତୁ ଘରେ ପ୍ରସ୍ତୁତ କରିବା ସ୍ୱାଦିଷ୍ଟ ଗହମ ବର୍ଫି

ଆବଶ୍ୟକ ସାମଗ୍ରୀ ଗହମ ବଟା, ଚିନି, କ୍ଷୀର, ଗୁଜୁରାତି, କାଜୁ, ଗୁଆ ଘିଅ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କ୍ଷୀରକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ତା’ପରେ ଗହମ ବଟା ପକାଇ ଆଉଥରେ ଭଲକରି ଫୁଟାନ୍ତୁ। ଏହି ମିଶ୍ରଣ ଯେପରି ତଳେ ନ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓